ବମ୍ପର ନିଯୁକ୍ତି ସୁଯୋଗ: ଆଇବିପିଏସ ପକ୍ଷରୁ ୮ ହଜାରରୁ ଉର୍ଦ୍ଧ୍ବ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

The Sakala Picture
Published On

ଭୁବନେଶ୍ବର: ବ୍ୟାଙ୍କିଙ୍ଗ୍ କର୍ମଚାରୀ ଚୟନ ସଂସ୍ଥା  (ଆଇବିପିଏସ୍) ବିଭିନ୍ନ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ରେ ଖାଲିଥିବା ପଦବୀ ପାଇଁ ବମ୍ପର ନିଯୁକ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଫିସ୍ ଆସିଷ୍ଟାଣ୍ଟ (କ୍ଲର୍କ) ଏବଂ ଅଫିସର ସ୍କେଲ୍ ୧ , ୨  ଏବଂ ୩ ପାଇଁ  ବାହାରିଛି। ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ୬  ଜୁନ୍ ୨୦୨୨ରେ ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀରେ ନିଯୁକ୍ତି ପାଇଁ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ନିଯୁକ୍ତିର […]

ଭୁବନେଶ୍ବର: ବ୍ୟାଙ୍କିଙ୍ଗ୍ କର୍ମଚାରୀ ଚୟନ ସଂସ୍ଥା  (ଆଇବିପିଏସ୍) ବିଭିନ୍ନ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ରେ ଖାଲିଥିବା ପଦବୀ ପାଇଁ ବମ୍ପର ନିଯୁକ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଫିସ୍ ଆସିଷ୍ଟାଣ୍ଟ (କ୍ଲର୍କ) ଏବଂ ଅଫିସର ସ୍କେଲ୍ ୧ , ୨  ଏବଂ ୩ ପାଇଁ  ବାହାରିଛି। ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ୬  ଜୁନ୍ ୨୦୨୨ରେ ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀରେ ନିଯୁକ୍ତି ପାଇଁ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ପଢି ପାରିବେ।  ଏହା ସହିତ ପ୍ରାର୍ଥୀମାନେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୭ ତାରିଖ ୨୦୨୨ରୁ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ପଢି ବର୍ତ୍ତମାନ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୭ ଜୁନ୍ ରହିଛି।ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ସେମାନଙ୍କର ଆବେଦନ ସମାପ୍ତ କରିବା ଉଚିତ୍। ଯାହାଫଳରେ ଶେଷ ମୁହୂର୍ତ୍ତରେ ସେମାନେ ଅଫିସିଆଲ୍ ୱେବସାଇଟରେ କୌଣସି  ବୈଷୟିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ନିଯୁକ୍ତି ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ତାରିଖ 

ବିଜ୍ଞପ୍ତି ଜାରି  – ଜୁନ୍ ୬, ୨୦୨୨

ଆବେଦନ ପ୍ରକ୍ରିୟା ଆରମ୍ଭ – ଜୁନ୍ ୭, ୨୦୨୨

ଆବେଦନ ପ୍ରକ୍ରିୟା ବନ୍ଦ ତାରିଖ – ଜୁନ୍ ୨୭, ୨୦୨୨

ପ୍ରି ଟ୍ରେନିଂ ପରୀକ୍ଷା – ୧୮ ଜୁଲାଇରୁ ୨୩ ଜୁଲାଇ ୨୦୨୨

ପ୍ରାଥମିକ ପରୀକ୍ଷା- ଅଗଷ୍ଟ, ୨୦୨୨

ପ୍ରାଥମିକ ପରୀକ୍ଷାର ଫଳାଫଳ- ସେପ୍ଟେମ୍ବରରେ ଆଶା କରାଯାଏ

PO ପାଇଁ ମୁଖ୍ୟ ପରୀକ୍ଷା- ସେପ୍ଟେମ୍ବରରେ ଆଶା କରାଯାଏ

କ୍ଲର୍କ ପାଇଁ ମୁଖ୍ୟ ପରୀକ୍ଷା – ସମ୍ଭବତଃ  ଅକ୍ଟୋବରରେ

ଅଫିସର ଗ୍ରେଡ୍ ୨  ଏବଂ ୩  ପାଇଁ ପରୀକ୍ଷା – ସମ୍ଭବତ ସେପ୍ଟେମ୍ବର ମାସରେ ହୋଇପାରେ ବୋଲି ଜଣାପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା:
ଏହାର ସରକାରୀ ବିଜ୍ଞପ୍ତିରେ ଆଇବିପିଏସ୍ ଏହି ନିଯୁକ୍ତି ପାଇଁ ବିଭିନ୍ନ ପଦବୀ ପାଇଁ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ମାଗିଛି। ଏହା ସହିତ, ଅନେକ ପଦବୀ ପାଇଁ ସମ୍ପୃକ୍ତ କ୍ଷେତ୍ରରେ ଅଭିଜ୍ଞତା ମଧ୍ୟ ଖୋଜାଯାଇଛି। ଅଧିକ ବିବରଣୀ ପାଇଁ, ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ବିଜ୍ଞପ୍ତିକୁ ଯାଇ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ।

ଆଇବିପିଏସ୍ ଦ୍ୱାରା ପ୍ରକାଶିତ ନିଯୁକ୍ତି ପାଇଁ ମୋଟ ଖାଲି ପଦବୀ ୮୦୮୧  ସ୍ଥିର କରାଯାଇଛି। ଏହି ନିଯୁକ୍ତି ପାଇଁ ସମୁଦାୟ ୪୩ଟି ବ୍ୟାଙ୍କ ଅଂଶଗ୍ରହଣ କରୁଛନ୍ତି। ଆବେଦନକାରୀ ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୮୫୦ ଟଙ୍କା ଜମା କରିବାକୁ ପଡିବ। ତେବେ ଏସସି, ଏସଟି ଏବଂ ଭିନ୍ନକ୍ଷମ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୭୫ ଟଙ୍କା ରହିଛି।

07 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp