୧୫ ଯାଏଁ ବଢ଼ିଲା ନେଟ୍‌‌ ଆବେଦନ ଅବଧି

The Sakala Picture
Published On

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି-ନେଟ୍‌‌ ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି’ ଦାଖଲ କରିପାରିବେ। ଆବେଦନ ପତ୍ରରେ ତ୍ରୁଟି ଥିଲେ ୧୮ରୁ ୨୦ ତାରିଖ ମଧ୍ୟରେ ସେଥିରେ ସଂଶୋଧନ କରିପାରିବେ। ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍‌‌ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜୁନ୍‌‌ ୧୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ନେଟ୍‌‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଜୁନିଅର […]

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି-ନେଟ୍‌‌ ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି’ ଦାଖଲ କରିପାରିବେ। ଆବେଦନ ପତ୍ରରେ ତ୍ରୁଟି ଥିଲେ ୧୮ରୁ ୨୦ ତାରିଖ ମଧ୍ୟରେ ସେଥିରେ ସଂଶୋଧନ କରିପାରିବେ। ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍‌‌ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜୁନ୍‌‌ ୧୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ନେଟ୍‌‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌‌(ଜେଆର୍‌‌ଏଫ୍‌‌) ପାଇବାକୁ ଯୋଗ୍ୟବିବେଚିତ ହେବେ। ଏହାସହ ପ୍ରଥମଥର ପାଇଁ ନେଟ୍‌‌ ପରୀକ୍ଷା ମାଧ୍ୟମରେ ପିଏଚ୍‌‌ଡି ପଢ଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ସମୁଦାୟ ୮୩ଟି ବିଷୟରେ ପିଏଚ୍‌‌ଡି ପଢ଼଼ିବାକୁ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ସୁଯୋଗ ପାଇବେ। ଚଳିତଥର ପରୀକ୍ଷା ଅଫ୍‌‌ଲାଇନ୍‌‌ରେ ହେବ।

11 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର