SBIରେ ନିଯୁକ୍ତି ସୁଯୋଗ, ୫୨୮୦ଟି ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

The Sakala Picture
Published On

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ପକ୍ଷରୁ  ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।  ଇଚ୍ଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।  ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୨ ନଭେମ୍ବର ୨୦୨୩ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୧୨ […]

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ପକ୍ଷରୁ  ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।  ଇଚ୍ଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।  ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୨ ନଭେମ୍ବର ୨୦୨୩ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୧୨ ଡିସେମ୍ବର ୨୦୨୩ ରହିଛି। ଖାଲି ପଦବୀ:

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେବେ ସାଧାରଣ ବର୍ଗଙ୍କ ପାଇଁ ୨୧୫୭ଟି ପୋଷ୍ଟ ଖାଲି ରହିଛି। ଓବିସିଙ୍କ ପାଇଁ ୧୪୨୧ଟି,  ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ( EWS )ରେ ୫୨୭ଟି, ଅନୁସୂଚିତ ଜାତି (SC)ଙ୍କ ପାଇଁ ୭୮୭ଟି ପଦବୀ ଖାଲି ରହିଥିବା ବେଳେ ଅନୁସୂଚିତ ଜନଜାତି  (ST)ରେ ୩୮୮ଟି ପୋଷ୍ଟ ଖାଲି ରହିଛି। ଏଥିସହ ମୋଟ ୫୨୮୦ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ଶିକ୍ଷାଗତ ଯୋଗ୍ୟତା:
ଅଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପ୍ରାର୍ଥୀଙ୍କ ଆଞ୍ଚଳିକ ଭାଷାରେ ଜ୍ଞାନ ରହିବା ଉଚିତ । ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି। ତେବେ  ଆରକ୍ଷଣ ବର୍ଗ କ୍ଷେତ୍ରରେ ବୟସ କୋହଳ ହେବ ।

ଆବେଦନ ଶୁଳ୍କ:
SC/ST/PwBD – ଦେୟମୁକ୍ତ
ଅନ୍ୟମାନେ – ୭୫୦ ଟଙ୍କା

22 Nov 2023 By The Sakala

SBIରେ ନିଯୁକ୍ତି ସୁଯୋଗ, ୫୨୮୦ଟି ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ପକ୍ଷରୁ  ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।  ଇଚ୍ଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।  ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୨ ନଭେମ୍ବର ୨୦୨୩ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୧୨ ଡିସେମ୍ବର ୨୦୨୩ ରହିଛି। ଖାଲି ପଦବୀ:

ତେବେ ସାଧାରଣ ବର୍ଗଙ୍କ ପାଇଁ ୨୧୫୭ଟି ପୋଷ୍ଟ ଖାଲି ରହିଛି। ଓବିସିଙ୍କ ପାଇଁ ୧୪୨୧ଟି,  ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ( EWS )ରେ ୫୨୭ଟି, ଅନୁସୂଚିତ ଜାତି (SC)ଙ୍କ ପାଇଁ ୭୮୭ଟି ପଦବୀ ଖାଲି ରହିଥିବା ବେଳେ ଅନୁସୂଚିତ ଜନଜାତି  (ST)ରେ ୩୮୮ଟି ପୋଷ୍ଟ ଖାଲି ରହିଛି। ଏଥିସହ ମୋଟ ୫୨୮୦ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶିକ୍ଷାଗତ ଯୋଗ୍ୟତା:
ଅଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପ୍ରାର୍ଥୀଙ୍କ ଆଞ୍ଚଳିକ ଭାଷାରେ ଜ୍ଞାନ ରହିବା ଉଚିତ । ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି। ତେବେ  ଆରକ୍ଷଣ ବର୍ଗ କ୍ଷେତ୍ରରେ ବୟସ କୋହଳ ହେବ ।

ଆବେଦନ ଶୁଳ୍କ:
SC/ST/PwBD – ଦେୟମୁକ୍ତ
ଅନ୍ୟମାନେ – ୭୫୦ ଟଙ୍କା

https://www.thesakala.in/recruitment/sbi-recruitment-apply-for-5280-circle-based-officer/article-27552
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର