ରାସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା, ୩ ରାସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ

The Sakala Picture
Published On

ନୂଆଦିଲ୍ଲୀ : ଚଳିତ ବର୍ଷ ରାସାୟନବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ରାସାୟନ ବିଜ୍ଞାନୀଙ୍କୁ ଏଥର ମିଳିତ ଭାବେ ମିଳିବ ନୋବେଲ। ଏହି ୩ ରାସାୟନ ବିଜ୍ଞାନୀ ହେଉଛନ୍ତି କାରୋଲିନ୍ ଆର୍ ବାର୍ଟୋଜି, ମୋର୍ଟେନ ମେଲଡାଲ, କେ ବରୀ ସାରପଲେସ । ଏହି ୩ ଜଣ  ରାସାୟନ ବିଜ୍ଞାନୀଙ୍କୁ ସମ୍ମାନଜନକ ପୁରସ୍କାର ମିଳିବ। ରସାୟନ ଏବଂ ବାୟୋର୍ଥୋଗୋନାଲ କେମେଷ୍ଟ୍ରିର ବିକାଶ ପାଇଁ ସମସ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଗତ […]

ନୂଆଦିଲ୍ଲୀ : ଚଳିତ ବର୍ଷ ରାସାୟନବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ରାସାୟନ ବିଜ୍ଞାନୀଙ୍କୁ ଏଥର ମିଳିତ ଭାବେ ମିଳିବ ନୋବେଲ। ଏହି ୩ ରାସାୟନ ବିଜ୍ଞାନୀ ହେଉଛନ୍ତି କାରୋଲିନ୍ ଆର୍ ବାର୍ଟୋଜି, ମୋର୍ଟେନ ମେଲଡାଲ, କେ ବରୀ ସାରପଲେସ । ଏହି ୩ ଜଣ  ରାସାୟନ ବିଜ୍ଞାନୀଙ୍କୁ ସମ୍ମାନଜନକ ପୁରସ୍କାର ମିଳିବ। ରସାୟନ ଏବଂ ବାୟୋର୍ଥୋଗୋନାଲ କେମେଷ୍ଟ୍ରିର ବିକାଶ ପାଇଁ ସମସ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ମୁଜାଫରପୁରରେ 'ଡିଜିଟାଲ୍ ଆରେଷ୍ଟ' ସାଇବର ଠକେଇର ପର୍ଦ୍ଦାଫାଶ: ୨୦୦ କୋଟିର ସନ୍ଦିଗ୍ଧ କାରବାର, ଅବସରପ୍ରାପ୍ତ ଅଧିକାରୀ ଓ ପୁଅ ଗିରଫ

ସୂଚନାଯୋଗ୍ୟ ଗତ ସୋମବାରରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ପ୍ରଥମେ ମେଡିସିନ ପାଇଁ ସ୍ୱେଣ୍ଟ ପାବୋଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଗତକାଲି ଅର୍ଥାତ ମଙ୍ଗଳବାର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ୩ ପଦାର୍ଥ ବିଜ୍ଞାନୀଙ୍କୁ ଏଥର ମିଳିତ ଭାବେ ମିଳିଛି ନୋବେଲ। ଏହି ୩ ପଦାର୍ଥ ବିଜ୍ଞାନୀ ହେଉଛନ୍ତି ଆଲେନ ଆସପେକ୍ଟ, ଜନ ଏଫ କ୍ଲଜର, ଆଣ୍ଟୋନ ଜେଲିଙ୍ଗର। ଏହି ୩ ବୈଜ୍ଞାନିକଙ୍କୁ କ୍ୱାଣ୍ଟମ ମେକୋନିକ୍ସ କ୍ଷେତ୍ରରେ କାମ କରିବା ପାଇଁ ମିଳିଛି ନୋବେଲ ପୁରସ୍କାର। ଆସନ୍ତାକାଲି ଗୁରୁବାର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ । ସେହିପରି ୧୦ ତାରିଖରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ ।

ଆହୁରି ପଢ଼ନ୍ତୁ: ଓ୍ୱାଶିଂଟନ ଡିସି ମେୟର ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ରିନି ସମ୍ପତ, ରଚିଲେ ଇତିହାସ

ଉଲ୍ଲେଖଯୋଗ୍ୟ ଉଦ୍‌ଭାବକ ଆଲ୍‌ଫ୍ରେଡ୍‌ ନେବେଲ୍‌ଙ୍କ ଇଚ୍ଛାକୁ ଆଧାର କରି ମାନବଜାତିର ପ୍ରଭୁତ୍ବ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ବ ଓ ସଙ୍ଗଠନଗୁଡ଼ିକୁ ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମରଣୋତ୍ତର ପୁରସ୍କାର ଦିଆଯିବ ନାହିଁ ୧୯୭୪ରୁ ନୋବେଲ୍‌ ଫାଉଣ୍ଡେସନ୍‌ ସ୍ଥିର କରିଛି। କିନ୍ତୁ, ପୁରସ୍କାର ଘୋଷଣା (ଅକ୍ଟୋବର) ଓ ପୁରସ୍କାର ପ୍ରଦାନ (ଡିସେମ୍ବର) ମଧ୍ୟରେ ଯଦି ପୁରସ୍କାର ପାଇବାକୁ ଥିବା କୌଣସି ବ୍ୟକ୍ତି ମରିଯାଆନ୍ତି ତାଙ୍କୁ ପୁରସ୍କାର ଦିଆଯିବ। ଏହି ପରିବର୍ତ୍ତନ ପୂର୍ବରୁ ମାତ୍ର ୨ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସମ୍ପ୍ରତି ପ୍ରତି ବିଭାଗରେ ନୋବେଲ୍‌ ପୁରସ୍କାର ବାବଦରେ ୮୯୫,୦୦୦ ଡଲାର୍‌ ଏବଂ ୧୮ କ୍ୟାରେଟ୍‌ର ସ୍ବର୍ଣ୍ଣପଦକ ପ୍ରଦାନ କରାଯାଉଛି।

ଆହୁରି ପଢ଼ନ୍ତୁ: UIDAI ର ବଡ଼ ସ୍ପଷ୍ଟୀକରଣ: ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ

05 Oct 2022 By The Sakala

ରାସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା, ୩ ରାସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ

ନୂଆଦିଲ୍ଲୀ : ଚଳିତ ବର୍ଷ ରାସାୟନବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ରାସାୟନ ବିଜ୍ଞାନୀଙ୍କୁ ଏଥର ମିଳିତ ଭାବେ ମିଳିବ ନୋବେଲ। ଏହି ୩ ରାସାୟନ ବିଜ୍ଞାନୀ ହେଉଛନ୍ତି କାରୋଲିନ୍ ଆର୍ ବାର୍ଟୋଜି, ମୋର୍ଟେନ ମେଲଡାଲ, କେ ବରୀ ସାରପଲେସ । ଏହି ୩ ଜଣ  ରାସାୟନ ବିଜ୍ଞାନୀଙ୍କୁ ସମ୍ମାନଜନକ ପୁରସ୍କାର ମିଳିବ। ରସାୟନ ଏବଂ ବାୟୋର୍ଥୋଗୋନାଲ କେମେଷ୍ଟ୍ରିର ବିକାଶ ପାଇଁ ସମସ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ ଗତ ସୋମବାରରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ପ୍ରଥମେ ମେଡିସିନ ପାଇଁ ସ୍ୱେଣ୍ଟ ପାବୋଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଗତକାଲି ଅର୍ଥାତ ମଙ୍ଗଳବାର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ୩ ପଦାର୍ଥ ବିଜ୍ଞାନୀଙ୍କୁ ଏଥର ମିଳିତ ଭାବେ ମିଳିଛି ନୋବେଲ। ଏହି ୩ ପଦାର୍ଥ ବିଜ୍ଞାନୀ ହେଉଛନ୍ତି ଆଲେନ ଆସପେକ୍ଟ, ଜନ ଏଫ କ୍ଲଜର, ଆଣ୍ଟୋନ ଜେଲିଙ୍ଗର। ଏହି ୩ ବୈଜ୍ଞାନିକଙ୍କୁ କ୍ୱାଣ୍ଟମ ମେକୋନିକ୍ସ କ୍ଷେତ୍ରରେ କାମ କରିବା ପାଇଁ ମିଳିଛି ନୋବେଲ ପୁରସ୍କାର। ଆସନ୍ତାକାଲି ଗୁରୁବାର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ । ସେହିପରି ୧୦ ତାରିଖରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ ।

ଉଲ୍ଲେଖଯୋଗ୍ୟ ଉଦ୍‌ଭାବକ ଆଲ୍‌ଫ୍ରେଡ୍‌ ନେବେଲ୍‌ଙ୍କ ଇଚ୍ଛାକୁ ଆଧାର କରି ମାନବଜାତିର ପ୍ରଭୁତ୍ବ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ବ ଓ ସଙ୍ଗଠନଗୁଡ଼ିକୁ ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମରଣୋତ୍ତର ପୁରସ୍କାର ଦିଆଯିବ ନାହିଁ ୧୯୭୪ରୁ ନୋବେଲ୍‌ ଫାଉଣ୍ଡେସନ୍‌ ସ୍ଥିର କରିଛି। କିନ୍ତୁ, ପୁରସ୍କାର ଘୋଷଣା (ଅକ୍ଟୋବର) ଓ ପୁରସ୍କାର ପ୍ରଦାନ (ଡିସେମ୍ବର) ମଧ୍ୟରେ ଯଦି ପୁରସ୍କାର ପାଇବାକୁ ଥିବା କୌଣସି ବ୍ୟକ୍ତି ମରିଯାଆନ୍ତି ତାଙ୍କୁ ପୁରସ୍କାର ଦିଆଯିବ। ଏହି ପରିବର୍ତ୍ତନ ପୂର୍ବରୁ ମାତ୍ର ୨ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ସମ୍ପ୍ରତି ପ୍ରତି ବିଭାଗରେ ନୋବେଲ୍‌ ପୁରସ୍କାର ବାବଦରେ ୮୯୫,୦୦୦ ଡଲାର୍‌ ଏବଂ ୧୮ କ୍ୟାରେଟ୍‌ର ସ୍ବର୍ଣ୍ଣପଦକ ପ୍ରଦାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର