ମନୋରଞ୍ଜନ
ଓଡ଼ିଶା
ଜଳ ସଙ୍କଟ: ଦିଲ୍ଲୀକୁ ଜଳ ଯୋଗାଣ ପାଇଁ ହିମାଚଳ ପ୍ରଦେଶକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଳୀ: ଦିଲ୍ଲୀରେ ଏବେ ଜଳ ସଙ୍କଟ ପ୍ରମୁଖ ସମସ୍ୟା ପାଲଟିଛି। ଜଳ ସଙ୍କଟର ମୁକାବିଲା ପାଇଁ ସହରକୁ ସାହାଯ୍ୟ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁବାର ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ହରିଆଣା ବୋର୍ଡକୁ ସୂଚନା ଦେବା ସହ ହିମାଚଳ ପ୍ରଦେଶକୁ ଜଳ ଛାଡ କରିବାକୁ କୋର୍ଟ କହିଛନ୍ତି। ଏହା ସହ ଦିଲ୍ଲୀକୁ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ହରିଆଣାଙ୍କୁ […]
ନୂଆଦିଲ୍ଳୀ: ଦିଲ୍ଲୀରେ ଏବେ ଜଳ ସଙ୍କଟ ପ୍ରମୁଖ ସମସ୍ୟା ପାଲଟିଛି। ଜଳ ସଙ୍କଟର ମୁକାବିଲା ପାଇଁ ସହରକୁ ସାହାଯ୍ୟ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁବାର ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତାକାଲି ହରିଆଣା ବୋର୍ଡକୁ ସୂଚନା ଦେବା ସହ ହିମାଚଳ ପ୍ରଦେଶକୁ ଜଳ ଛାଡ କରିବାକୁ କୋର୍ଟ କହିଛନ୍ତି। ଏହା ସହ ଦିଲ୍ଲୀକୁ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ହରିଆଣାଙ୍କୁ କୁହାଯାଇଛି। ପିଟିଆଇ ଅନୁଯାୟୀ, ସୁପ୍ରିମକୋର୍ଟ କହିଛନ୍ତି ଯେ ଜଳର ଅପଚୟ ନହେବା ଏବଂ ଜଳ ଉପରେ କୌଣସି ରାଜନୀତି ହେବା ଉଚିତ ନୁହେଁ।
ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଉତ୍ତାପ ହେତୁ ଜଳର ଘୋର୍ ଅଭାବ ଦେଖିବାକୁ ମିଳିଛି। ଜଳର ଘୋର ଅଭାବ ମଧ୍ୟରେ ହରିଆଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରୁ ଅତିରିକ୍ତ ଜଳ ଯୋଗାଣ ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ।