ଜ୍ଞାନବାପି ମାମଲା : ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ବି ଝଟକା, ଜାରି ରହିବ ଏଏସ୍ଆଇ ସର୍ଭେ

The Sakala Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ବିବାଦୀୟ ଜ୍ଞାନବାପି ମସଜିଦ ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମଧ୍ୟ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଜାରି ରହିବ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମୁସଲିମ ପକ୍ଷ ଆବେଦନର ଶୁଣାଣି କରି ମସଜିଦର ଢାଞ୍ଚାକୁ କୌଣସି କ୍ଷତି ନ ହେଲା ଭଳି ସର୍ଭେ କାର୍ଯ୍ୟ […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ବିବାଦୀୟ ଜ୍ଞାନବାପି ମସଜିଦ ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମଧ୍ୟ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଜାରି ରହିବ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମୁସଲିମ ପକ୍ଷ ଆବେଦନର ଶୁଣାଣି କରି ମସଜିଦର ଢାଞ୍ଚାକୁ କୌଣସି କ୍ଷତି ନ ହେଲା ଭଳି ସର୍ଭେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମିରଟରେ ଜଣେ ନକଲି ଆଇଏଏସ୍ ଅଧିକାରୀ ଗିରଫ: ମଦ ନିଶାରେ ପୋଲିସକୁ ଦେଉଥିଲା ଧମକ, ଏମିତି ଖୋଲିଲା ଗୁମର

ସୁପ୍ରିମକୋର୍ଟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ)କୁ ଖନନ ନକରି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ହାଇକୋର୍ଟ ମଧ୍ୟ ଏଭଳି କଥା କହିଥିଲେ। ମୁସଲିମ ପକ୍ଷ ସର୍ଭେ ରିପୋର୍ଟକୁ ଏକ ଵନ୍ଦ ଲଫାପାରେ ଦେବାକୁ ଦାବି କରିଥିଲେ। ଏହାକୁ ସାର୍ବଜନୀନ ନ କରିବାକୁ କହିଥିଲା ମୁସଲିମ ପକ୍ଷ । ମୁସଲିମ ପକ୍ଷର ଏହି ଦାବି ନେଇ ସୁପ୍ରିମକୋର୍ଟ କହିଛନ୍ତିି ଯେ ସର୍ଭେ ପାଇଁ ଆଦେଶ ଜିଲ୍ଲା କୋର୍ଟ ଦେଇଥିଲେ । ସର୍ଭେ ରିପୋର୍ଟ କେମିତି ଦାଖଲ କରିବାକୁ ହେବ ତାହା ମଧ୍ୟ ଜିଲ୍ଲା କୋର୍ଟ ସ୍ଥିର କରିବେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ୨୪ ଘଣ୍ଟା ମଧ୍ୟରେ ଦୁବାଇ ଉପରେ ଦ୍ୱିତୀୟ ଥର ଆକ୍ରମଣ, ବାଗଦାଦସ୍ଥିତ ଆମେରିକୀୟ ଦୂତାବାସକୁ ଟାର୍ଗେଟ

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମୁସଲିମ ପକ୍ଷକୁ ଅଯୋଧ୍ୟା ମାମଲାରେ କୋର୍ଟଙ୍କ ରାୟ ପଢିବାକୁ କହିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ ଯେ ଆମେ ସବୁବେଳେ ଆବେଦନ କରି ସବୁକିଛି ଚ୍ୟାଲେଞ୍ଜ କରିପାରିବୁ ନାହିଁ । ଦୁଇଟି କୋର୍ଟ ଆପଣଙ୍କ ବିରୋଧରେ ରାୟ ଦେଇଛନ୍ତି। ସର୍ଭେରୁ କେବଳ ପ୍ରମାଣ ସାମ୍ନାକୁ ଆସିବ ଏବଂ ଭବିଷ୍ୟତରେ ଏହା ଆପଣଙ୍କ କ୍ଷେତ୍ରରେ ଉପଯୋଗୀ ହେବ । ଆପଣ ଆମ ଅଯୋଧ୍ୟା ରାୟ ଦେଖନ୍ତୁ, ସର୍ଭେର ମହତ୍ତ୍ଵ କେବଳ ପ୍ରମାଣ ପାଇଁ ଉଦ୍ଦିଷ୍ଟ । ଅଯୋଧ୍ୟା ରାମ ମନ୍ଦିର ମାମଲାରେ ରାୟ ମଧ୍ୟ ପ୍ରମାଣ ଉପରେ ଆଧାରିତ ଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: '୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା

ସୂଚନାଯୋଗ୍ୟ, କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି ଥିବା ବାରଣାସୀର ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ରହିଛି । କାଶୀ ବିଶ୍ବନାଥ ମନ୍ଦିରର ଏକ ଅଂଶକୁ ଧ୍ବସଂ କରାଯାଇ ମସଜିଦ ନିର୍ମାଣ କରାଯାଇଛି । ମୁସଲିମ ଶାସକ ଔରଙ୍ଗଜେବଙ୍କ ଶାସନକାଳରେ ଷୋଡ଼ଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ ହୋଇଥିବା ନେଇ ୧୯୯୧ ମସିହାରେ ବାରାଣସୀର ଏକ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାର ପରିସରକୁ ଏଏସଆଇ ସର୍ଭେ କଲେ କାନ୍ଥରେ ସ୍ବସ୍ତିକ ଚିହ୍ନ ସହ ଶିବଙ୍କ ଶ୍ଲୋକ ମିଳିବ ବୋଲି ପିଟିସନରେ ଦର୍ଶାଯାଇଥିଲା ।

04 Aug 2023 By The Sakala

ଜ୍ଞାନବାପି ମାମଲା : ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ବି ଝଟକା, ଜାରି ରହିବ ଏଏସ୍ଆଇ ସର୍ଭେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ବିବାଦୀୟ ଜ୍ଞାନବାପି ମସଜିଦ ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମଧ୍ୟ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଜାରି ରହିବ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମୁସଲିମ ପକ୍ଷ ଆବେଦନର ଶୁଣାଣି କରି ମସଜିଦର ଢାଞ୍ଚାକୁ କୌଣସି କ୍ଷତି ନ ହେଲା ଭଳି ସର୍ଭେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ)କୁ ଖନନ ନକରି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ହାଇକୋର୍ଟ ମଧ୍ୟ ଏଭଳି କଥା କହିଥିଲେ। ମୁସଲିମ ପକ୍ଷ ସର୍ଭେ ରିପୋର୍ଟକୁ ଏକ ଵନ୍ଦ ଲଫାପାରେ ଦେବାକୁ ଦାବି କରିଥିଲେ। ଏହାକୁ ସାର୍ବଜନୀନ ନ କରିବାକୁ କହିଥିଲା ମୁସଲିମ ପକ୍ଷ । ମୁସଲିମ ପକ୍ଷର ଏହି ଦାବି ନେଇ ସୁପ୍ରିମକୋର୍ଟ କହିଛନ୍ତିି ଯେ ସର୍ଭେ ପାଇଁ ଆଦେଶ ଜିଲ୍ଲା କୋର୍ଟ ଦେଇଥିଲେ । ସର୍ଭେ ରିପୋର୍ଟ କେମିତି ଦାଖଲ କରିବାକୁ ହେବ ତାହା ମଧ୍ୟ ଜିଲ୍ଲା କୋର୍ଟ ସ୍ଥିର କରିବେ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମୁସଲିମ ପକ୍ଷକୁ ଅଯୋଧ୍ୟା ମାମଲାରେ କୋର୍ଟଙ୍କ ରାୟ ପଢିବାକୁ କହିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ ଯେ ଆମେ ସବୁବେଳେ ଆବେଦନ କରି ସବୁକିଛି ଚ୍ୟାଲେଞ୍ଜ କରିପାରିବୁ ନାହିଁ । ଦୁଇଟି କୋର୍ଟ ଆପଣଙ୍କ ବିରୋଧରେ ରାୟ ଦେଇଛନ୍ତି। ସର୍ଭେରୁ କେବଳ ପ୍ରମାଣ ସାମ୍ନାକୁ ଆସିବ ଏବଂ ଭବିଷ୍ୟତରେ ଏହା ଆପଣଙ୍କ କ୍ଷେତ୍ରରେ ଉପଯୋଗୀ ହେବ । ଆପଣ ଆମ ଅଯୋଧ୍ୟା ରାୟ ଦେଖନ୍ତୁ, ସର୍ଭେର ମହତ୍ତ୍ଵ କେବଳ ପ୍ରମାଣ ପାଇଁ ଉଦ୍ଦିଷ୍ଟ । ଅଯୋଧ୍ୟା ରାମ ମନ୍ଦିର ମାମଲାରେ ରାୟ ମଧ୍ୟ ପ୍ରମାଣ ଉପରେ ଆଧାରିତ ଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି ଥିବା ବାରଣାସୀର ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ରହିଛି । କାଶୀ ବିଶ୍ବନାଥ ମନ୍ଦିରର ଏକ ଅଂଶକୁ ଧ୍ବସଂ କରାଯାଇ ମସଜିଦ ନିର୍ମାଣ କରାଯାଇଛି । ମୁସଲିମ ଶାସକ ଔରଙ୍ଗଜେବଙ୍କ ଶାସନକାଳରେ ଷୋଡ଼ଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ ହୋଇଥିବା ନେଇ ୧୯୯୧ ମସିହାରେ ବାରାଣସୀର ଏକ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାର ପରିସରକୁ ଏଏସଆଇ ସର୍ଭେ କଲେ କାନ୍ଥରେ ସ୍ବସ୍ତିକ ଚିହ୍ନ ସହ ଶିବଙ୍କ ଶ୍ଲୋକ ମିଳିବ ବୋଲି ପିଟିସନରେ ଦର୍ଶାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର