ଟିକେଟ୍‌ ନଥିବାରୁ ମହିଳାଙ୍କୁ ଦୁଷ୍କର୍ମ କଲେ ଟିସି

The Sakala Picture
Published On

ଭୋପାଳ : ମଧ୍ୟପ୍ରଦେଶ ସାଗରରେ ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଟିସି ଦୁଷ୍କର୍ମ କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ଜିଆରପିଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅନୁଯାୟୀ ଶନିବାର ମହିଳା ନିଜ ପତିଙ୍କ ସହ ଗୁନାରୁ ସାଗର ଯାତ୍ରା କରୁଥିଲେ। ପତ୍ନୀକୁ ଟ୍ରେନ୍‌ରେ ବସାଇ ପତି ଟିକେଟ୍‌ ନେବାକୁ ଯାଇଥିଲେ। ଏହି ସମୟରେ ଟ୍ରେନ୍‌ ଛାଡିଦେବାରୁ ପତି ଷ୍ଟେସନରେ ରହି ଯାଇଥିଲେ। ମହିଳା ରାତି ୮ଟାରେ ସାଗରରେ ପହଞ୍ଚିଥିଲେ। ପ୍ଲାଟଫର୍ମରୁ ବାହାରିବା ସମୟରେ […]

ଭୋପାଳ : ମଧ୍ୟପ୍ରଦେଶ ସାଗରରେ ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଟିସି ଦୁଷ୍କର୍ମ କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ଜିଆରପିଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅନୁଯାୟୀ ଶନିବାର ମହିଳା ନିଜ ପତିଙ୍କ ସହ ଗୁନାରୁ ସାଗର ଯାତ୍ରା କରୁଥିଲେ। ପତ୍ନୀକୁ ଟ୍ରେନ୍‌ରେ ବସାଇ ପତି ଟିକେଟ୍‌ ନେବାକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: SIR ପ୍ରକ୍ରିୟା ବୈଧ, ନିର୍ବାଚନ ଆୟୋଗ କୌଣସି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି: ସୁପ୍ରିମକୋର୍ଟ

ଏହି ସମୟରେ ଟ୍ରେନ୍‌ ଛାଡିଦେବାରୁ ପତି ଷ୍ଟେସନରେ ରହି ଯାଇଥିଲେ। ମହିଳା ରାତି ୮ଟାରେ ସାଗରରେ ପହଞ୍ଚିଥିଲେ। ପ୍ଲାଟଫର୍ମରୁ ବାହାରିବା ସମୟରେ ଟିସି ରାଜୁଲାଲ ମିନା ତାଙ୍କୁ ଟିକେଟ୍‌ ମାଗିଥିଲେ। ମହିଳା ଟିସିଙ୍କୁ ସବୁକଥା କହିଥିଲେ। ଏହା ଶୁଣିବା ପରେ ଟିସି ଚାଲାଣ କାଟିବାକୁ କହିଥିଲେ। ପରେ ଏତଲା ଭୟ ଦେଖାଇ ତାଙ୍କ ସହ ବଡ଼ ବାବୁଙ୍କ ନିକଟକୁ ଯିବାକୁ ଡାକିଥିଲେ। ଭୟରେ ମହିଳା ଟିସିଙ୍କ ସାଥିରେ ଯାଇଥିଲେ। ଅଭିଯୁକ୍ତ ଟିସି ରେଳବାଇ କ୍ବାର୍ଟରକୁ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

ଆହୁରି ପଢ଼ନ୍ତୁ: ଗ୍ୱାଲିୟରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା: ସ୍ୱାମୀଙ୍କୁ କଳା କହି ଥଟ୍ଟା କରିବା ସହ ଆଇଫୋନ୍ ଓ ଏସି ମାଗୁଛି ସ୍ତ୍ରୀ

07 Jun 2022 By The Sakala

ଟିକେଟ୍‌ ନଥିବାରୁ ମହିଳାଙ୍କୁ ଦୁଷ୍କର୍ମ କଲେ ଟିସି

ଭୋପାଳ : ମଧ୍ୟପ୍ରଦେଶ ସାଗରରେ ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଟିସି ଦୁଷ୍କର୍ମ କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ଜିଆରପିଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅନୁଯାୟୀ ଶନିବାର ମହିଳା ନିଜ ପତିଙ୍କ ସହ ଗୁନାରୁ ସାଗର ଯାତ୍ରା କରୁଥିଲେ। ପତ୍ନୀକୁ ଟ୍ରେନ୍‌ରେ ବସାଇ ପତି ଟିକେଟ୍‌ ନେବାକୁ ଯାଇଥିଲେ।

ଏହି ସମୟରେ ଟ୍ରେନ୍‌ ଛାଡିଦେବାରୁ ପତି ଷ୍ଟେସନରେ ରହି ଯାଇଥିଲେ। ମହିଳା ରାତି ୮ଟାରେ ସାଗରରେ ପହଞ୍ଚିଥିଲେ। ପ୍ଲାଟଫର୍ମରୁ ବାହାରିବା ସମୟରେ ଟିସି ରାଜୁଲାଲ ମିନା ତାଙ୍କୁ ଟିକେଟ୍‌ ମାଗିଥିଲେ। ମହିଳା ଟିସିଙ୍କୁ ସବୁକଥା କହିଥିଲେ। ଏହା ଶୁଣିବା ପରେ ଟିସି ଚାଲାଣ କାଟିବାକୁ କହିଥିଲେ। ପରେ ଏତଲା ଭୟ ଦେଖାଇ ତାଙ୍କ ସହ ବଡ଼ ବାବୁଙ୍କ ନିକଟକୁ ଯିବାକୁ ଡାକିଥିଲେ। ଭୟରେ ମହିଳା ଟିସିଙ୍କ ସାଥିରେ ଯାଇଥିଲେ। ଅଭିଯୁକ୍ତ ଟିସି ରେଳବାଇ କ୍ବାର୍ଟରକୁ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର