ପାକିସ୍ତାନ ଟଙ୍କା ୨୦୨୨ରେ ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା

The Sakala Picture
Published On

ନୂଆଦିଲ୍ଲୀ : ବର୍ଷ ୨୦୨୨ରେ ପାକିସ୍ତାନୀ ଟଙ୍କା ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ହୋଇଛି। ଏହି ବର୍ଷକ ମଧ୍ୟରେ ପାକିସ୍ତାନୀ ଟଙ୍କର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ପ୍ରାୟ ୧୬.୫% ହ୍ରାସ ପାଇଛି। ଆହୁରିମଧ୍ୟ ଏହା ଜାପାନର ୟେନ୍‌, ଦକ୍ଷିଣ କୋରିଆ ୱାନ୍‌ ଏବଂ ବାଂଲାଦେଶର ମୁଦ୍ରା ଟାକା ଭଳି ୧୩ଟି ଏସୀୟ ରାଷ୍ଟ୍ରଙ୍କ ମୁଦ୍ରାର ବିନିମୟ ମୂଲ୍ୟ ତୁଳନାରେ ତଳେ ରହିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହାର ଆର୍ଥ଄କ ପୁନଃରୁଦ୍ଧାର କାର୍ଯ୍ୟକ୍ରମକୁ […]

ନୂଆଦିଲ୍ଲୀ : ବର୍ଷ ୨୦୨୨ରେ ପାକିସ୍ତାନୀ ଟଙ୍କା ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ହୋଇଛି। ଏହି ବର୍ଷକ ମଧ୍ୟରେ ପାକିସ୍ତାନୀ ଟଙ୍କର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ପ୍ରାୟ ୧୬.୫% ହ୍ରାସ ପାଇଛି। ଆହୁରିମଧ୍ୟ ଏହା ଜାପାନର ୟେନ୍‌, ଦକ୍ଷିଣ କୋରିଆ ୱାନ୍‌ ଏବଂ ବାଂଲାଦେଶର ମୁଦ୍ରା ଟାକା ଭଳି ୧୩ଟି ଏସୀୟ ରାଷ୍ଟ୍ରଙ୍କ ମୁଦ୍ରାର ବିନିମୟ ମୂଲ୍ୟ ତୁଳନାରେ ତଳେ ରହିଛି।

ଆହୁରି ପଢ଼ନ୍ତୁ: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହାର ଆର୍ଥ଄କ ପୁନଃରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ବରିତ କରିବାରେ ବିଳମ୍ବ କରିବା ପରେ ପାକିସ୍ତାନ ମୁଦ୍ରା ମୂଲ୍ୟରେ ଜୁନ୍‌ଠାରୁ ୫.୧ ପ୍ରତିଶତ ହ୍ରାସ ଘଟିଛି। ଏଥ଄ଯୋଗୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଜାରି ରହିଛି। ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଛି। ମଙ୍ଗଳବାର ଦିନର କାରବାରରେ ଆନ୍ତଃବିଦେଶୀ ବିନିମୟ ବଜାରରେ ପାକିସ୍ତାନୀ ମୁଦ୍ରା ମୂଲ୍ୟ ୨୧୧.୪୮ ଟଙ୍କାରେ କାରବାର ଶେଷ କରିଥିଲା, ଯାହା ୨୦୨୧ ଡିସେମ୍ବର ୩୧ରେ ୧୭୬.୫୧ ଟଙ୍କାରେ ରହିଥିଲା।

ଆହୁରି ପଢ଼ନ୍ତୁ: ନିଟ୍ (NEET) ପେପର ଲିକ୍: ମୋଦୀ ସରକାରଙ୍କ ଉପରେ ବର୍ଷିଲେ କେଜ୍ରିୱାଲ, ଆନ୍ଦୋଳନ ପାଇଁ Gen-Zଙ୍କୁ କଲେ ଆହ୍ୱାନ

23 Jun 2022 By The Sakala

ପାକିସ୍ତାନ ଟଙ୍କା ୨୦୨୨ରେ ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା

ନୂଆଦିଲ୍ଲୀ : ବର୍ଷ ୨୦୨୨ରେ ପାକିସ୍ତାନୀ ଟଙ୍କା ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ହୋଇଛି। ଏହି ବର୍ଷକ ମଧ୍ୟରେ ପାକିସ୍ତାନୀ ଟଙ୍କର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ପ୍ରାୟ ୧୬.୫% ହ୍ରାସ ପାଇଛି। ଆହୁରିମଧ୍ୟ ଏହା ଜାପାନର ୟେନ୍‌, ଦକ୍ଷିଣ କୋରିଆ ୱାନ୍‌ ଏବଂ ବାଂଲାଦେଶର ମୁଦ୍ରା ଟାକା ଭଳି ୧୩ଟି ଏସୀୟ ରାଷ୍ଟ୍ରଙ୍କ ମୁଦ୍ରାର ବିନିମୟ ମୂଲ୍ୟ ତୁଳନାରେ ତଳେ ରହିଛି।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହାର ଆର୍ଥ଄କ ପୁନଃରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ବରିତ କରିବାରେ ବିଳମ୍ବ କରିବା ପରେ ପାକିସ୍ତାନ ମୁଦ୍ରା ମୂଲ୍ୟରେ ଜୁନ୍‌ଠାରୁ ୫.୧ ପ୍ରତିଶତ ହ୍ରାସ ଘଟିଛି। ଏଥ଄ଯୋଗୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଜାରି ରହିଛି। ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଛି। ମଙ୍ଗଳବାର ଦିନର କାରବାରରେ ଆନ୍ତଃବିଦେଶୀ ବିନିମୟ ବଜାରରେ ପାକିସ୍ତାନୀ ମୁଦ୍ରା ମୂଲ୍ୟ ୨୧୧.୪୮ ଟଙ୍କାରେ କାରବାର ଶେଷ କରିଥିଲା, ଯାହା ୨୦୨୧ ଡିସେମ୍ବର ୩୧ରେ ୧୭୬.୫୧ ଟଙ୍କାରେ ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର