ଆମ୍ବର ରାଣୀ ‘ନୂରଜାହାଁ’: ଗୋଟିଏ ଆମ୍ବର ମୂଲ୍ଯ ୫୦୦ରୁ ୧୦୦୦ ଟଙ୍କା

The Sakala Picture
Published On

ଇନ୍ଦୋର: ଏମିତି ଏକ ଆମ୍ବ ଅଛି ଯାହାର ମୂଲ୍ଯ ୫୦୦ଟଙ୍କରୁ ୧୦୦ ଟଙ୍କା ରହିଛି। ଏହି ଆମ୍ବକୁ ମଧ୍ଯ ଆମ୍ବ ପ୍ରେମୀମାନେ ଆମ୍ବର ରାଣୀ ବୋଲି କହିଥାନ୍ତି। ଏହି ଆମ୍ବର ନାଁ ହେଉଛି ‘ନୂରଜାହାଁ’ । ସବୁଠୁ ରୋଚକ ପୂର୍ଣ୍ଣ କଥା ହେଉଛି ଏହି ଆମ୍ବର ବଜାର ଚାହିଦା ଏତେ ମାତ୍ରାରେ ରହିଛି ଯେ, ଏହାକୁ ନେବା ପାଇଁ ଲୋକେ ବୁକିଂ କରିଥାନ୍ତି। ଖବର ମୁତାବକ ଏହା ଆମ୍ବର ବୁକିଂ ମଧ୍ଯ ସରି ଜାଇଛି। ମଧ୍ୟପ୍ରଦେଶର ଆଲିରାଜପୁର […]

ଇନ୍ଦୋର: ଏମିତି ଏକ ଆମ୍ବ ଅଛି ଯାହାର ମୂଲ୍ଯ ୫୦୦ଟଙ୍କରୁ ୧୦୦ ଟଙ୍କା ରହିଛି। ଏହି ଆମ୍ବକୁ ମଧ୍ଯ ଆମ୍ବ ପ୍ରେମୀମାନେ ଆମ୍ବର ରାଣୀ ବୋଲି କହିଥାନ୍ତି। ଏହି ଆମ୍ବର ନାଁ ହେଉଛି ‘ନୂରଜାହାଁ’ । ସବୁଠୁ ରୋଚକ ପୂର୍ଣ୍ଣ କଥା ହେଉଛି ଏହି ଆମ୍ବର ବଜାର ଚାହିଦା ଏତେ ମାତ୍ରାରେ ରହିଛି ଯେ, ଏହାକୁ ନେବା ପାଇଁ ଲୋକେ ବୁକିଂ କରିଥାନ୍ତି। ଖବର ମୁତାବକ ଏହା ଆମ୍ବର ବୁକିଂ ମଧ୍ଯ ସରି ଜାଇଛି।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ଖସିପଡ଼ିଲା ଆମେରିକାର ସବୁଠାରୁ ଦାମୀ ଡ୍ରୋନ୍ MQ-4C ଟ୍ରାଇଟନ୍, ଇରାନ ଉପରେ ସନ୍ଦେହ

ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାରେ ଚାଷ କରାଯାଉଥିବା ନୂରଜାହାଁ ଆମ୍ବ ଗତ ବର୍ଷ ତୁଳନାରେ ଭଲ ଅମଳ ହୋଇଛି ଏବଂ ଫଳର ଆକାର ମଧ୍ଯ ଭଲ ରହିଛି। ଭଲ ପାଗ ହେତୁ ଏଥର ଭଲ ଅମଳ ହୋଇଛି। ଯାହା ଫଳରେ ଏହର ମୂଲ୍ଯ ଗତ ବର୍ଷ ଅପେକ୍ଷା ଅଧିକ ରହିଛି।

ଆହୁରି ପଢ଼ନ୍ତୁ: Operation CyHawk 4.0: ସାଇବର ଅପରାଧ ଉପରେ ଦିଲ୍ଲୀ ପୋଲିସର ବଡ଼ ପ୍ରହାର, ୬୦୦ରୁ ଅଧିକ ଗିରଫ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନୂରଜାହାଁ ଆମ୍ବ ଆଫଗାନିସ୍ତାନରେ ହୋଇଥାଏ।  ଇନ୍ଦୋରଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଗୁଜୁରାଟ ସୀମାବର୍ତ୍ତୀ ଆଲିରାଜପୁର ଜିଲ୍ଲାର କାଥିୱାଡା ଅଞ୍ଚଳରେ ମଧ୍ଯ ଏହାକୁ ଚାଷ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ପଡ଼ୋଶୀଙ୍କ ଉପରେ ପ୍ରତିଶୋଧ ନେବାକୁ ବଜାଇଲେ ଭୂତଙ୍କ ଶବ୍ଦ: ୧୦ ଘଣ୍ଟା ଧରି ଚାଲିଲା ଖେଳ, ଶେଷରେ ଅଦାଲତ ଶୁଣାଇଲେ କଡ଼ା ନିଷ୍ପତ୍ତି

କାଥିୱାଡା ଅଞ୍ଚଳରେ ଜଣେ ଚାଷୀ ଶିବରାଜ ସିଂହ ଯାଦବ କହିଛନ୍ତି ଯେ, ମୋ ବଗିଚାରେ ଥିବା ତିନୋଟି ନୂରଜାହାଁ ଆମ୍ବ ଗଛର ୨୫୦ଟି ଆମ୍ବ ହୋଇଥିଲା। ଗୋଟିଏ ଆମ୍ବର ମୂଲ୍ୟ ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ରହିଛି। ସମସ୍ତ ଆମ୍ବ ପାଇଁ ବୁକିଂ ହୋଇସାରିଛି ବୋଲି ଚାଷୀ ଶିବରାଜ ସିଂହ ଯାଦବ କହିଛନ୍ତି।  ଯେ ଯେଉଁମାନେ ନୂରଜାହାଁ ଆମ୍ବ ବୁକ୍ କରିଛନ୍ତି ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ତଥା ପଡୋଶୀ ଗୁଜୁରାଟର ଫଳପ୍ରେମୀ ଅଛନ୍ତି। ଗୋଟିଏ ଗେଟିଏ ଆମ୍ବର ଓଜନ ୨ରୁ ୩କେଜି ହେବ।

ବିଶେଷଜ୍ଞ ଇଶାକ ମାନସୁରୀ କହିଛନ୍ତି ଯେ, ଏଥର ଏହି କିସମର ଆମ୍ବ ଫସଲ ଭଲ ହୋଇଛି।  କିନ୍ତୁମହାମାରୀ ପାଇଁ ବ୍ୟବସାୟ ଉପରେ ପ୍ରଭାବ ପକାଇଛି। ୨୦୨୦ରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ‘ନୂରଜାହାଁ ଗଛଗୁଡିକ ସଠିକ୍ ଭାବରେ ଫୁଲ ଦେଇପାରି ନ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ରେ ଏହି କିସମର ଗୋଟିଏ ଆମ୍ବ ହାରାହାରି ୨.୭୫ କିଲୋଗ୍ରାମ ଥିଲା ଏବଂ କ୍ରେତାମାନେ ଏଥିପାଇଁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଦାନ କରିଥିଲେ।

ଜୁନ୍ ଆରମ୍ଭରୁ ଫଳ ଉତ୍ପାଦନ କରାଯାଇଥାଏ। ଏହି ଗଛଗୁଡ଼ିକରେ ଜାନୁଆରୀ-ଫେବୃଆରୀରେ ଫୁଲ ଆରମ୍ଭ ହୁଏ।  ସ୍ଥାନୀୟ କୃଷକମାନେ କହିଛନ୍ତି ଯେ, ଯେ ଗୋଟିଏ ନୂରଜାହାଁ  ଆମ୍ବର ଫୁଲର ଓଜନ ୧୫୦ ରୁ ୨୦୦ ଗ୍ରାମ।

07 Jun 2021 By The Sakala

ଆମ୍ବର ରାଣୀ ‘ନୂରଜାହାଁ’: ଗୋଟିଏ ଆମ୍ବର ମୂଲ୍ଯ ୫୦୦ରୁ ୧୦୦୦ ଟଙ୍କା

ଇନ୍ଦୋର: ଏମିତି ଏକ ଆମ୍ବ ଅଛି ଯାହାର ମୂଲ୍ଯ ୫୦୦ଟଙ୍କରୁ ୧୦୦ ଟଙ୍କା ରହିଛି। ଏହି ଆମ୍ବକୁ ମଧ୍ଯ ଆମ୍ବ ପ୍ରେମୀମାନେ ଆମ୍ବର ରାଣୀ ବୋଲି କହିଥାନ୍ତି। ଏହି ଆମ୍ବର ନାଁ ହେଉଛି ‘ନୂରଜାହାଁ’ । ସବୁଠୁ ରୋଚକ ପୂର୍ଣ୍ଣ କଥା ହେଉଛି ଏହି ଆମ୍ବର ବଜାର ଚାହିଦା ଏତେ ମାତ୍ରାରେ ରହିଛି ଯେ, ଏହାକୁ ନେବା ପାଇଁ ଲୋକେ ବୁକିଂ କରିଥାନ୍ତି। ଖବର ମୁତାବକ ଏହା ଆମ୍ବର ବୁକିଂ ମଧ୍ଯ ସରି ଜାଇଛି।

ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାରେ ଚାଷ କରାଯାଉଥିବା ନୂରଜାହାଁ ଆମ୍ବ ଗତ ବର୍ଷ ତୁଳନାରେ ଭଲ ଅମଳ ହୋଇଛି ଏବଂ ଫଳର ଆକାର ମଧ୍ଯ ଭଲ ରହିଛି। ଭଲ ପାଗ ହେତୁ ଏଥର ଭଲ ଅମଳ ହୋଇଛି। ଯାହା ଫଳରେ ଏହର ମୂଲ୍ଯ ଗତ ବର୍ଷ ଅପେକ୍ଷା ଅଧିକ ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନୂରଜାହାଁ ଆମ୍ବ ଆଫଗାନିସ୍ତାନରେ ହୋଇଥାଏ।  ଇନ୍ଦୋରଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଗୁଜୁରାଟ ସୀମାବର୍ତ୍ତୀ ଆଲିରାଜପୁର ଜିଲ୍ଲାର କାଥିୱାଡା ଅଞ୍ଚଳରେ ମଧ୍ଯ ଏହାକୁ ଚାଷ କରାଯାଇଥାଏ।

କାଥିୱାଡା ଅଞ୍ଚଳରେ ଜଣେ ଚାଷୀ ଶିବରାଜ ସିଂହ ଯାଦବ କହିଛନ୍ତି ଯେ, ମୋ ବଗିଚାରେ ଥିବା ତିନୋଟି ନୂରଜାହାଁ ଆମ୍ବ ଗଛର ୨୫୦ଟି ଆମ୍ବ ହୋଇଥିଲା। ଗୋଟିଏ ଆମ୍ବର ମୂଲ୍ୟ ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ରହିଛି। ସମସ୍ତ ଆମ୍ବ ପାଇଁ ବୁକିଂ ହୋଇସାରିଛି ବୋଲି ଚାଷୀ ଶିବରାଜ ସିଂହ ଯାଦବ କହିଛନ୍ତି।  ଯେ ଯେଉଁମାନେ ନୂରଜାହାଁ ଆମ୍ବ ବୁକ୍ କରିଛନ୍ତି ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ତଥା ପଡୋଶୀ ଗୁଜୁରାଟର ଫଳପ୍ରେମୀ ଅଛନ୍ତି। ଗୋଟିଏ ଗେଟିଏ ଆମ୍ବର ଓଜନ ୨ରୁ ୩କେଜି ହେବ।

ବିଶେଷଜ୍ଞ ଇଶାକ ମାନସୁରୀ କହିଛନ୍ତି ଯେ, ଏଥର ଏହି କିସମର ଆମ୍ବ ଫସଲ ଭଲ ହୋଇଛି।  କିନ୍ତୁମହାମାରୀ ପାଇଁ ବ୍ୟବସାୟ ଉପରେ ପ୍ରଭାବ ପକାଇଛି। ୨୦୨୦ରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ‘ନୂରଜାହାଁ ଗଛଗୁଡିକ ସଠିକ୍ ଭାବରେ ଫୁଲ ଦେଇପାରି ନ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ରେ ଏହି କିସମର ଗୋଟିଏ ଆମ୍ବ ହାରାହାରି ୨.୭୫ କିଲୋଗ୍ରାମ ଥିଲା ଏବଂ କ୍ରେତାମାନେ ଏଥିପାଇଁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଦାନ କରିଥିଲେ।

ଜୁନ୍ ଆରମ୍ଭରୁ ଫଳ ଉତ୍ପାଦନ କରାଯାଇଥାଏ। ଏହି ଗଛଗୁଡ଼ିକରେ ଜାନୁଆରୀ-ଫେବୃଆରୀରେ ଫୁଲ ଆରମ୍ଭ ହୁଏ।  ସ୍ଥାନୀୟ କୃଷକମାନେ କହିଛନ୍ତି ଯେ, ଯେ ଗୋଟିଏ ନୂରଜାହାଁ  ଆମ୍ବର ଫୁଲର ଓଜନ ୧୫୦ ରୁ ୨୦୦ ଗ୍ରାମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର