ଅର୍ଥନୀତିରେ ୩ ଆମେରିକୀୟଙ୍କୁ ମିଳିତ ନୋବେଲ୍
ନୂଆଦିଲ୍ଲୀ: ୨୦୨୨ ପାଇଁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମିଳିତ ଭାବେ ୩ ଜଣଙ୍କ ନାଁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଉକ୍ତ ୩ ଜଣ ବ୍ଯକ୍ତି ହେଲେ ଆମେରିକାର ବେନ ଏସ ବର୍ଣ୍ଣାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିଫ ଏଚ ଡ଼ିବିଗ । ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ଏହି ସମ୍ମାନ ଜନକ ପୁରସ୍କାର ପାଇବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବ୍ବିର ଅହମ୍ମଦ ଲୋନ ଗିରଫ
10 Oct 2022
By The Sakala
ଅର୍ଥନୀତିରେ ୩ ଆମେରିକୀୟଙ୍କୁ ମିଳିତ ନୋବେଲ୍
ନୂଆଦିଲ୍ଲୀ: ୨୦୨୨ ପାଇଁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମିଳିତ ଭାବେ ୩ ଜଣଙ୍କ ନାଁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଉକ୍ତ ୩ ଜଣ ବ୍ଯକ୍ତି ହେଲେ ଆମେରିକାର ବେନ ଏସ ବର୍ଣ୍ଣାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିଫ ଏଚ ଡ଼ିବିଗ । ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ଏହି ସମ୍ମାନ ଜନକ ପୁରସ୍କାର ପାଇବେ।
⊕ https://www.thesakala.in/national-international/nobel-prize-in-economic-sciences-jointly-awarded-to-ben-s-bernanke-douglas-w-diamond-and-philip-h-dybvig/article-15600