ପୁଣି ଡରାଇଲାଣି କରୋନା : ଗୁଜୁରାଟ ପରେ ମଧ୍ୟପ୍ରଦେଶକୁ ଫେରିଲା ନାଇଟ୍ କର୍ଫ୍ୟୁ

The Sakala Picture
Published On

ନୂଆଦିଲ୍ଲୀ : ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍‌ । କରୋନା କବଳରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଥିବା ବେଳେ ସଂକ୍ରମଣ ଟିକେ ହ୍ରାସ ପାଇଥିଲା। କିନ୍ତୁ ଏବେ ବିଭିନ୍ନ ରାଜ୍ୟରେ ହଠାତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା। ଯାହା ପୁଣିଥରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଏବେ ପୁଣି ଥରେ ଅଧିକ କରୋନା ସଂକ୍ରମିତ ଥିବା ଅଞ୍ଚଳରେ କଟକଣା ଲଗାଉଥିବା ଦେଖାଯାଉଛି। ଗୁଜୁରାଟର […]

ନୂଆଦିଲ୍ଲୀ : ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍‌ । କରୋନା କବଳରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଥିବା ବେଳେ ସଂକ୍ରମଣ ଟିକେ ହ୍ରାସ ପାଇଥିଲା। କିନ୍ତୁ ଏବେ ବିଭିନ୍ନ ରାଜ୍ୟରେ ହଠାତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା। ଯାହା ପୁଣିଥରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଏବେ ପୁଣି ଥରେ ଅଧିକ କରୋନା ସଂକ୍ରମିତ ଥିବା ଅଞ୍ଚଳରେ କଟକଣା ଲଗାଉଥିବା ଦେଖାଯାଉଛି। ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ବଢ଼ାଯିବା ସହ ଏବେ ମଧ୍ୟପ୍ରଦେଶରେ ପୁଣି ଥରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ‌ଭୋପାଳ ଏବଂ ଇନ୍ଦୋରରେ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାକୁ ଇରାନର ନୂଆ ପ୍ରସ୍ତାବ: ପାକିସ୍ତାନ ମାଧ୍ୟମରେ ଆମେରିକାକୁ ବାର୍ତ୍ତା

ଆହୁରି ପଢ଼ନ୍ତୁ: "ଭଉଣୀକୁ ଘରେ ରଖିବି ନାହିଁ": ମେଘାଳୟ ହନିମୁନ୍ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ଜାମିନ ମିଳିବା ପରେ ଭାଇଙ୍କ ବଡ଼ ବୟାନ

ଏଥିସହିତ ଜବଲପୁର ଓ ଗୋଆଲିୟର୍ ସମେତ ୮ଟି ସହରରେ ରାତି ୧୦ଟା ପରେ ଦୋକାନ ବଜାର ବନ୍ଦ ରହିବ । ଜବଲପୁର ଓ ଗୋଆଲିୟର୍ ବ୍ୟତୀତ ସେହି ସହର ମଧ୍ୟରେ ରହିଛି- ଉଜୖେନ, ରତଲାମ, ଛିନ୍ଦଓ୍ୱାଡା, ବୁରହାନପୁର, ବୖେତୁଲ ଓ ଖରଗୋନ୍ ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ଓ ଡିଜେଲ ଗାଡ଼ିର ଭବିଷ୍ୟତ ଶୂନ୍: ଅଟୋମୋବାଇଲ କମ୍ପାନୀଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚେତାବନୀ

ସେହିପରି ଗୁଜୁରାଟ ସରକାର ପୂର୍ବରୁ ୪ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଏହି ସହର ମଧ୍ୟରେ ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟ ଆଦି ରହିଛି। ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି । ଆଉ ଏହି ଭଳି ସ୍ଥିତି ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

16 Mar 2021 By The Sakala

ପୁଣି ଡରାଇଲାଣି କରୋନା : ଗୁଜୁରାଟ ପରେ ମଧ୍ୟପ୍ରଦେଶକୁ ଫେରିଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ : ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍‌ । କରୋନା କବଳରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଥିବା ବେଳେ ସଂକ୍ରମଣ ଟିକେ ହ୍ରାସ ପାଇଥିଲା। କିନ୍ତୁ ଏବେ ବିଭିନ୍ନ ରାଜ୍ୟରେ ହଠାତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା। ଯାହା ପୁଣିଥରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଏବେ ପୁଣି ଥରେ ଅଧିକ କରୋନା ସଂକ୍ରମିତ ଥିବା ଅଞ୍ଚଳରେ କଟକଣା ଲଗାଉଥିବା ଦେଖାଯାଉଛି। ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ବଢ଼ାଯିବା ସହ ଏବେ ମଧ୍ୟପ୍ରଦେଶରେ ପୁଣି ଥରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ‌ଭୋପାଳ ଏବଂ ଇନ୍ଦୋରରେ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।

ଏଥିସହିତ ଜବଲପୁର ଓ ଗୋଆଲିୟର୍ ସମେତ ୮ଟି ସହରରେ ରାତି ୧୦ଟା ପରେ ଦୋକାନ ବଜାର ବନ୍ଦ ରହିବ । ଜବଲପୁର ଓ ଗୋଆଲିୟର୍ ବ୍ୟତୀତ ସେହି ସହର ମଧ୍ୟରେ ରହିଛି- ଉଜୖେନ, ରତଲାମ, ଛିନ୍ଦଓ୍ୱାଡା, ବୁରହାନପୁର, ବୖେତୁଲ ଓ ଖରଗୋନ୍ ।

ସେହିପରି ଗୁଜୁରାଟ ସରକାର ପୂର୍ବରୁ ୪ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଏହି ସହର ମଧ୍ୟରେ ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟ ଆଦି ରହିଛି। ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି । ଆଉ ଏହି ଭଳି ସ୍ଥିତି ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର