ଆସନ୍ତାକାଲି ରାଜସ୍ଥାନରେ ଲୋକାର୍ପଣ ହେବ ବିଶ୍ବର ସର୍ବୋଚ୍ଚ ଶିବ ମୂର୍ତି

The Sakala Picture
Published On

ଜୟପୁର: ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତିର ଲୋକାର୍ପଣ ୨୯ ଅକ୍ଟୋବରରେ ହେବ। ନାଥୱାର ସହରରେ ଭଗବାନଙ୍କ ୩୬୯ ଫୁଟର ବିଶାଳ ମୂର୍ତି ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହାକୁ ଉଦଘାଟନ କରିବେ । ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତିକୁ ଟାଟ ପଦମ ସଂସ୍ଥାନ ନିର୍ମାଣ କରିଛି । ମହାଦେବଙ୍କ ବିଶ୍ୱ ସ୍ୱରୂପ ରୂପ ଲୋକାର୍ପଣ ଉତ୍ସବ ୨୯ରୁ ନଭେମ୍ବର ୬ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ […]

ଜୟପୁର: ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତିର ଲୋକାର୍ପଣ ୨୯ ଅକ୍ଟୋବରରେ ହେବ। ନାଥୱାର ସହରରେ ଭଗବାନଙ୍କ ୩୬୯ ଫୁଟର ବିଶାଳ ମୂର୍ତି ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହାକୁ ଉଦଘାଟନ କରିବେ । ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତିକୁ ଟାଟ ପଦମ ସଂସ୍ଥାନ ନିର୍ମାଣ କରିଛି । ମହାଦେବଙ୍କ ବିଶ୍ୱ ସ୍ୱରୂପ ରୂପ ଲୋକାର୍ପଣ ଉତ୍ସବ ୨୯ରୁ ନଭେମ୍ବର ୬ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ଯାନୁଷ୍ଠାନ ଆୟୋଜିତ କରାଯିବ । ଏହି ମୂର୍ତି ଏତେ ବିଶାଳ ହୋଇଛି ଯେ, ୨୦ କିଲୋମିଟର ଦୂରରୁ ଏହା ଦୃଶ୍ୟମାନ ହେବ । ରାତିରେ ଦୃଶ୍ୟମାନ ହେବା ପାଇଁ ଉନ୍ନତ ଧରଣର ଆଲୋକୀକରଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

ଭକ୍ତମାନଙ୍କ ସୁବିଧା ପାଇଁ ଲିଫ୍ଟ, ହଲ ଏବଂ ସିଡିର ବ୍ୟବସ୍ଥା କରାଯାଇଛି । ଏହାର ନିର୍ମାଣରେ ୩ ହଜାର ଟନ ଇସ୍ପାତ ଲୁହା, ୨.୫ ଲକ୍ଷ ଘନ ଟନର କଂକ୍ରିଟ ଏବଂ ବାଲିର ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବାକୁ ୧୦ ବର୍ଷ ସମୟ ଲାଗିଥିଲା । ୨୦୧୨ରେ ଗେହଲେଟଙ୍କ ଉପସ୍ଥିତିରେ ଏହାର ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଟିସିଏସ୍ ନାସିକ ମାମଲା: ମହିଳା କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ପାଇଁ ସଂଗଠିତ ଗ୍ୟାଙ୍ଗ୍ ଭଳି କାମ କରୁଥିଲେ ଅଭିଯୁକ୍ତ

28 Oct 2022 By The Sakala

ଆସନ୍ତାକାଲି ରାଜସ୍ଥାନରେ ଲୋକାର୍ପଣ ହେବ ବିଶ୍ବର ସର୍ବୋଚ୍ଚ ଶିବ ମୂର୍ତି

ଜୟପୁର: ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତିର ଲୋକାର୍ପଣ ୨୯ ଅକ୍ଟୋବରରେ ହେବ। ନାଥୱାର ସହରରେ ଭଗବାନଙ୍କ ୩୬୯ ଫୁଟର ବିଶାଳ ମୂର୍ତି ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହାକୁ ଉଦଘାଟନ କରିବେ । ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତିକୁ ଟାଟ ପଦମ ସଂସ୍ଥାନ ନିର୍ମାଣ କରିଛି । ମହାଦେବଙ୍କ ବିଶ୍ୱ ସ୍ୱରୂପ ରୂପ ଲୋକାର୍ପଣ ଉତ୍ସବ ୨୯ରୁ ନଭେମ୍ବର ୬ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ଯାନୁଷ୍ଠାନ ଆୟୋଜିତ କରାଯିବ । ଏହି ମୂର୍ତି ଏତେ ବିଶାଳ ହୋଇଛି ଯେ, ୨୦ କିଲୋମିଟର ଦୂରରୁ ଏହା ଦୃଶ୍ୟମାନ ହେବ । ରାତିରେ ଦୃଶ୍ୟମାନ ହେବା ପାଇଁ ଉନ୍ନତ ଧରଣର ଆଲୋକୀକରଣ କରାଯାଇଛି ।

ଭକ୍ତମାନଙ୍କ ସୁବିଧା ପାଇଁ ଲିଫ୍ଟ, ହଲ ଏବଂ ସିଡିର ବ୍ୟବସ୍ଥା କରାଯାଇଛି । ଏହାର ନିର୍ମାଣରେ ୩ ହଜାର ଟନ ଇସ୍ପାତ ଲୁହା, ୨.୫ ଲକ୍ଷ ଘନ ଟନର କଂକ୍ରିଟ ଏବଂ ବାଲିର ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବାକୁ ୧୦ ବର୍ଷ ସମୟ ଲାଗିଥିଲା । ୨୦୧୨ରେ ଗେହଲେଟଙ୍କ ଉପସ୍ଥିତିରେ ଏହାର ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର