‘ମୁଁ ନରେନ୍ଦ୍ର ଦାମୋଦର ଦାସ ମୋଦୀ’…ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ

The Sakala Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆରମ୍ଭ ହୋଇଛି ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ। ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। https://www.youtube.com/watch?v=-rBP-JvOTQA ରାଷ୍ଟ୍ରପତି ଭବନରେ ଦେଶ, ବିଦେଶର ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ଅନୁଷ୍ଠିତ ଏହି ଶପଥ  ଗ୍ରହଣ ଉତ୍ସବରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେଇ ଇତିହାସକୁ ଦୋହରାଇଛନ୍ତି। ମୋଦୀ ଲଗାତାର ୩ୟ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆରମ୍ଭ ହୋଇଛି ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ। ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

https://www.youtube.com/watch?v=-rBP-JvOTQA

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ରାଷ୍ଟ୍ରପତି ଭବନରେ ଦେଶ, ବିଦେଶର ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ଅନୁଷ୍ଠିତ ଏହି ଶପଥ  ଗ୍ରହଣ ଉତ୍ସବରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେଇ ଇତିହାସକୁ ଦୋହରାଇଛନ୍ତି। ମୋଦୀ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଭାବେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ, ଏସ.ଜୟଶଙ୍କର, ଜେପି ନଡ୍ଡା, ଶିବରାଜ ସିଂ ଚୌହାନ, ନିର୍ମଳା ସୀତାରମଣ,ମନୋହର ଲାଲ୍‌ ଖଟ୍ଟର, ଏଚ୍‌.ଡି. କୁମାରସ୍ବାମୀ , ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାମ ମୋହନ ନାଇଡୁ, ଅଶ୍ବିନୀ ବୈଷ୍ଣବ, ଏଚ୍‌.ଡି କୁମାରସ୍ୱାମୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଗିରିରାଜ ସିଂ, ଭୂପେନ୍ଦର ଯାଦବ, କିରଣ ରିଜ୍ଜିଜୁ, ଚିରାଗ ପାସୱାନ, ହରଦୀପ ସିଂ ପୁରୀ, ଗଜେନ୍ଦ୍ର ସିଂ ସେଖାୱତ, ମନସୁଖ ମାଣ୍ଡଭ୍ୟ, ଅନ୍ନପୂର୍ଣ୍ଣା ଦେବୀ, ରାଜୀବ ରଂଜନ ସିଂହ,ଜିତନରାମ୍‌ ମାଂଝି, ସର୍ବାନନ୍ଦ ସୋନୱାଲ, ବୀରେନ୍ଦ୍ର କୁମାର, ସି.ଆର୍‌ ପାଟିଲ୍‌, ଜି. କିଷନ ରେଡ୍ଡୀ, ପ୍ରହ୍ଲାଦ ଯୋଶୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ରାଓ ଇନ୍ଦ୍ରଜିତ, ଜିତେନ୍ଦ୍ର ସିଂହ, ଅର୍ଜୁନରାମ ମେଘୱାଲ ,ପ୍ରତାପ ରାଓ ଗଣପତ ରାଓ ଯାଦବ, ଜୟନ୍ତ ଚୌଧୁରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

ଏଥି ସହିତ ରାଷ୍ଟ୍ରମନ୍ତ୍ରୀ ଭାବେ ଜିତିନ ପ୍ରସାଦ, ଶ୍ରୀପଦ ନାଏକ, ପଙ୍କଜ ଚୌଧୁରୀ, କ୍ରିଷ୍ଣ ପଲ ଗୁରଜାର, ରାମଦାସ ଅଠାୱାଲେ, ନିତ୍ୟାନନ୍ଦ ରାଏ, ଅନୁପ୍ରିୟା ପଟେଲ,ଭି ସୋମନ୍ନା,ଚନ୍ଦ୍ର ଶେଖର ପେମ୍ମାସାନି, ଏସ୍‌ପି ସିଂହ ବଘେଲ,ଶୋଭା କରନ୍ଦାଲାଜେ,ବିଏଲ ବର୍ମା,ଶାନ୍ତନୁ ଠାକୁର, ସୁରେଶ ଗୋପି, ଏଲ ମୁରଗାନ, ଅଜୟ ଟାମଟା,ବନ୍ଦି ସଞ୍ଜୟ କୁମାର,କମଲେଶ ପାଶ୍ୱାନ, ଭାଗୀରଥ ଚୌଧୁରୀ, ସତୀଶ ଦୁବେ, ସଞ୍ଜୟ ସେଠ, ରବନୀତ ସିଂହ ବିଟ୍ଟୁ, ଦୁର୍ଗାଦାସ ଉଇକି, ରକ୍ଷା ଖଡସେ, ଶୁକାନ୍ତ ମଜମୁଦର, ସାବିତ୍ରୀ ଠାକୁର, ତୋଖନ ସାହୁ, ରାଜଭୂଷଣ ଚୌଧୁରୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା, ହର୍ଷ ମାଲହୋତ୍ରା, ନିମୁବେନ ବାମଭାଣିୟା, ମରୁଲୀଧର ମୋହର, ଜର୍ଜ କୁରିୟନ ଓ ପବିତ୍ର ମାର୍ଗେରିଟା ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

09 Jun 2024 By The Sakala

‘ମୁଁ ନରେନ୍ଦ୍ର ଦାମୋଦର ଦାସ ମୋଦୀ’…ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆରମ୍ଭ ହୋଇଛି ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ। ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି।

https://www.youtube.com/watch?v=-rBP-JvOTQA

ରାଷ୍ଟ୍ରପତି ଭବନରେ ଦେଶ, ବିଦେଶର ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ଅନୁଷ୍ଠିତ ଏହି ଶପଥ  ଗ୍ରହଣ ଉତ୍ସବରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ଶପଥ ନେଇ ଇତିହାସକୁ ଦୋହରାଇଛନ୍ତି। ମୋଦୀ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଭାବେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ, ଏସ.ଜୟଶଙ୍କର, ଜେପି ନଡ୍ଡା, ଶିବରାଜ ସିଂ ଚୌହାନ, ନିର୍ମଳା ସୀତାରମଣ,ମନୋହର ଲାଲ୍‌ ଖଟ୍ଟର, ଏଚ୍‌.ଡି. କୁମାରସ୍ବାମୀ , ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାମ ମୋହନ ନାଇଡୁ, ଅଶ୍ବିନୀ ବୈଷ୍ଣବ, ଏଚ୍‌.ଡି କୁମାରସ୍ୱାମୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଗିରିରାଜ ସିଂ, ଭୂପେନ୍ଦର ଯାଦବ, କିରଣ ରିଜ୍ଜିଜୁ, ଚିରାଗ ପାସୱାନ, ହରଦୀପ ସିଂ ପୁରୀ, ଗଜେନ୍ଦ୍ର ସିଂ ସେଖାୱତ, ମନସୁଖ ମାଣ୍ଡଭ୍ୟ, ଅନ୍ନପୂର୍ଣ୍ଣା ଦେବୀ, ରାଜୀବ ରଂଜନ ସିଂହ,ଜିତନରାମ୍‌ ମାଂଝି, ସର୍ବାନନ୍ଦ ସୋନୱାଲ, ବୀରେନ୍ଦ୍ର କୁମାର, ସି.ଆର୍‌ ପାଟିଲ୍‌, ଜି. କିଷନ ରେଡ୍ଡୀ, ପ୍ରହ୍ଲାଦ ଯୋଶୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ରାଓ ଇନ୍ଦ୍ରଜିତ, ଜିତେନ୍ଦ୍ର ସିଂହ, ଅର୍ଜୁନରାମ ମେଘୱାଲ ,ପ୍ରତାପ ରାଓ ଗଣପତ ରାଓ ଯାଦବ, ଜୟନ୍ତ ଚୌଧୁରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

ଏଥି ସହିତ ରାଷ୍ଟ୍ରମନ୍ତ୍ରୀ ଭାବେ ଜିତିନ ପ୍ରସାଦ, ଶ୍ରୀପଦ ନାଏକ, ପଙ୍କଜ ଚୌଧୁରୀ, କ୍ରିଷ୍ଣ ପଲ ଗୁରଜାର, ରାମଦାସ ଅଠାୱାଲେ, ନିତ୍ୟାନନ୍ଦ ରାଏ, ଅନୁପ୍ରିୟା ପଟେଲ,ଭି ସୋମନ୍ନା,ଚନ୍ଦ୍ର ଶେଖର ପେମ୍ମାସାନି, ଏସ୍‌ପି ସିଂହ ବଘେଲ,ଶୋଭା କରନ୍ଦାଲାଜେ,ବିଏଲ ବର୍ମା,ଶାନ୍ତନୁ ଠାକୁର, ସୁରେଶ ଗୋପି, ଏଲ ମୁରଗାନ, ଅଜୟ ଟାମଟା,ବନ୍ଦି ସଞ୍ଜୟ କୁମାର,କମଲେଶ ପାଶ୍ୱାନ, ଭାଗୀରଥ ଚୌଧୁରୀ, ସତୀଶ ଦୁବେ, ସଞ୍ଜୟ ସେଠ, ରବନୀତ ସିଂହ ବିଟ୍ଟୁ, ଦୁର୍ଗାଦାସ ଉଇକି, ରକ୍ଷା ଖଡସେ, ଶୁକାନ୍ତ ମଜମୁଦର, ସାବିତ୍ରୀ ଠାକୁର, ତୋଖନ ସାହୁ, ରାଜଭୂଷଣ ଚୌଧୁରୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା, ହର୍ଷ ମାଲହୋତ୍ରା, ନିମୁବେନ ବାମଭାଣିୟା, ମରୁଲୀଧର ମୋହର, ଜର୍ଜ କୁରିୟନ ଓ ପବିତ୍ର ମାର୍ଗେରିଟା ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର