ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

The Sakala Picture
Published On

ପଶ୍ଚିମବଙ୍ଗ: ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ଲଗାତାର ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ରାଜଭବନରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀପ୍ ଧନକଡ। କୋଭିଡ୍ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟିଏମସିର ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମେତ ଟିଏମ୍‌ସିର ଅନେକ ବିଧାୟକ ଉପସ୍ଥିତ ଥିଲେ। ମମତାଙ୍କ ସହ କୌଣସି ମନ୍ତ୍ରୀ […]

ପଶ୍ଚିମବଙ୍ଗ: ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ଲଗାତାର ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ରାଜଭବନରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀପ୍ ଧନକଡ। କୋଭିଡ୍ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟିଏମସିର ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମେତ ଟିଏମ୍‌ସିର ଅନେକ ବିଧାୟକ ଉପସ୍ଥିତ ଥିଲେ। ମମତାଙ୍କ ସହ କୌଣସି ମନ୍ତ୍ରୀ ଶପଥ ନେଇନାହାନ୍ତି। ତେବେ ଏଥର ନିର୍ବାଚନରେ ମମତା ପରାଜିତ ହୋଇଥିବାରୁ ୬ ମାସ ମଧ୍ୟରେ ଆଉ ଥରେ ତାଙ୍କୁ ନିର୍ବାଚନ ଜିତିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: SIT କଲା ୪୦ କର୍ମଚାରୀଙ୍କୁ ଜେରା, ୩ଟି ଅଭିଯୋଗ ପରେ ବି ରୁଜୁ ହୋଇନି FIR

ଆହୁରି ପଢ଼ନ୍ତୁ: କୋଲକାତାର ତାରାତଲାରେ ଭୁଶୁଡିଲା ନିର୍ମାଣାଧୀନ ଗୋଦାମର ଛାତ, ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସିରହିଥିବା ଆଶଙ୍କା

05 May 2021 By The Sakala

ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ଲଗାତାର ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ରାଜଭବନରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀପ୍ ଧନକଡ। କୋଭିଡ୍ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟିଏମସିର ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମେତ ଟିଏମ୍‌ସିର ଅନେକ ବିଧାୟକ ଉପସ୍ଥିତ ଥିଲେ। ମମତାଙ୍କ ସହ କୌଣସି ମନ୍ତ୍ରୀ ଶପଥ ନେଇନାହାନ୍ତି। ତେବେ ଏଥର ନିର୍ବାଚନରେ ମମତା ପରାଜିତ ହୋଇଥିବାରୁ ୬ ମାସ ମଧ୍ୟରେ ଆଉ ଥରେ ତାଙ୍କୁ ନିର୍ବାଚନ ଜିତିବାକୁ ପଡ଼ିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର