ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନୂଆ ସେନା ମୁଖ୍ୟ

The Sakala Picture
Published On

ନୂଆଦିଲ୍ଲୀ : ସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପରବର୍ତ୍ତୀ ସେନା ମୁଖ୍ୟ ହେବେ । ଏଥିନେଇ ମଙ୍ଗଳବାର ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୩୦ ତାରିଖରେ ସେ ବର୍ତ୍ତମାନ ସେନା ମୁଖ୍ୟ ରହିଥିବା ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ବୋଲି କୁହାଯାଇଛି। ରେୱା ସୈନିକ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଦ୍ବିବେଦୀ ୧୯୮୪ ମସିହାରେ ଜମ୍ମୁ କାଶ୍ମୀର ରାଇଫଲ୍ସ ଡିଭିଜନରେ ଯୋଗ […]

ନୂଆଦିଲ୍ଲୀ : ସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପରବର୍ତ୍ତୀ ସେନା ମୁଖ୍ୟ ହେବେ । ଏଥିନେଇ ମଙ୍ଗଳବାର ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୩୦ ତାରିଖରେ ସେ ବର୍ତ୍ତମାନ ସେନା ମୁଖ୍ୟ ରହିଥିବା ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ରେୱା ସୈନିକ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଦ୍ବିବେଦୀ ୧୯୮୪ ମସିହାରେ ଜମ୍ମୁ କାଶ୍ମୀର ରାଇଫଲ୍ସ ଡିଭିଜନରେ ଯୋଗ ଦେଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ଦ୍ବିବେଦୀଙ୍କ ଦୀର୍ଘ ୩୯ ବର୍ଷର ଅଭିଜ୍ଞତା ରହିଛି। ସେ ନର୍ଦଣ୍ଣ କମାଣ୍ଡର ଭାବେ କାର୍ଯ୍ୟ କରିବା ସହିତ ଇନଫେଣ୍ଟ୍ରି ଡିଭିଜନର ଡିଜି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

12 Jun 2024 By The Sakala

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନୂଆ ସେନା ମୁଖ୍ୟ

ନୂଆଦିଲ୍ଲୀ : ସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପରବର୍ତ୍ତୀ ସେନା ମୁଖ୍ୟ ହେବେ । ଏଥିନେଇ ମଙ୍ଗଳବାର ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୩୦ ତାରିଖରେ ସେ ବର୍ତ୍ତମାନ ସେନା ମୁଖ୍ୟ ରହିଥିବା ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ବୋଲି କୁହାଯାଇଛି।

ରେୱା ସୈନିକ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଦ୍ବିବେଦୀ ୧୯୮୪ ମସିହାରେ ଜମ୍ମୁ କାଶ୍ମୀର ରାଇଫଲ୍ସ ଡିଭିଜନରେ ଯୋଗ ଦେଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ଦ୍ବିବେଦୀଙ୍କ ଦୀର୍ଘ ୩୯ ବର୍ଷର ଅଭିଜ୍ଞତା ରହିଛି। ସେ ନର୍ଦଣ୍ଣ କମାଣ୍ଡର ଭାବେ କାର୍ଯ୍ୟ କରିବା ସହିତ ଇନଫେଣ୍ଟ୍ରି ଡିଭିଜନର ଡିଜି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର