ଭାରତୀୟ ନୌସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
କୋଚି: ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଆଜି ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ନୌସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଜନୈକ ନୌସେନା ଅଧିକାରୀ ରନୱେରେ ହେଲିକପ୍ଟଟର ରୋଟର ବ୍ଲେଡ ସଂସ୍ପର୍ଶ ଆସି ଯାଇଥିଲେ। ଫଳରେ ରୋଟର ବ୍ଲେଡ ଧକ୍କାରେ ରନୱେ ଉପରେ ହିଁ ସଂପୃକ୍ତ ନୌସେନା ଅଧିକାରୀ ମୃତ୍ୟୁ ଘଟଥିଲା। Kerala | […]
କୋଚି: ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଆଜି ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ନୌସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଜନୈକ ନୌସେନା ଅଧିକାରୀ ରନୱେରେ ହେଲିକପ୍ଟଟର ରୋଟର ବ୍ଲେଡ ସଂସ୍ପର୍ଶ ଆସି ଯାଇଥିଲେ। ଫଳରେ ରୋଟର ବ୍ଲେଡ ଧକ୍କାରେ ରନୱେ ଉପରେ ହିଁ ସଂପୃକ୍ତ ନୌସେନା ଅଧିକାରୀ ମୃତ୍ୟୁ ଘଟଥିଲା।
Kerala | One Navy sailor lost his life in an accident involving a Chetak helicopter during its ground maintenance checks at Naval air base INS Garuda in Kochi. More details awaited: Indian Navy officials
ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ପ୍ରତିବାଦ କରିବାର ଅଧିକାର ଅଛି, ବିସିଆଇ ହସ୍ତକ୍ଷେପ କରିପାରିବ ନାହିଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି— ANI (@ANI) November 4, 2023
ଦକ୍ଷିଣ ନୌସେନାର ଆଇଏନଏସ ଗରୁଡ ରନୱେରେ ଏହି ଦୁର୍ଘଟଣା ଘଟିଛି। ଏଠାରେ କମାଣ୍ଡ ମୁଖ୍ୟାଳୟର ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ହେଲିକପ୍ଟଟର ପାଇଲଟ ସମେତ ଅନ୍ୟଜଣେ ମଧ୍ୟ ଆହତ ହୋଇଛନ୍ତି। ଆହତ ଦୁଇଜଣ ଏବେ ନୌସେନା ମୁଖ୍ୟାଳୟରେ ଥିବା ସଞ୍ଜୀବନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଭାରତୀୟ ନୌସେନାର ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
କୋଚି: ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଆଜି ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ନୌସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଜନୈକ ନୌସେନା ଅଧିକାରୀ ରନୱେରେ ହେଲିକପ୍ଟଟର ରୋଟର ବ୍ଲେଡ ସଂସ୍ପର୍ଶ ଆସି ଯାଇଥିଲେ। ଫଳରେ ରୋଟର ବ୍ଲେଡ ଧକ୍କାରେ ରନୱେ ଉପରେ ହିଁ ସଂପୃକ୍ତ ନୌସେନା ଅଧିକାରୀ ମୃତ୍ୟୁ ଘଟଥିଲା।
Kerala | One Navy sailor lost his life in an accident involving a Chetak helicopter during its ground maintenance checks at Naval air base INS Garuda in Kochi. More details awaited: Indian Navy officials
— ANI (@ANI) November 4, 2023