ଭାରତ କେବେବି ବିଭାଜିତ ହେବାର ନଥିଲା, ଏହା ଏକ ଐତିହାସିକ ଭୁଲ : ଅସଦୁଦ୍ଦିନ ଓୱେସୀ

The Sakala Picture
Published On

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଭାରତର ବିଭାଜନକୁ ଏକ ଐତିହାସିକ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଭାରତ କେବେବି ବିଭାଜିତ ହେବାର ନଥିଲା। ଦୁର୍ଭାଗ୍ୟବଶତଃ ଏହି ବିଭାଜନ ଘଟିଗଲା। ଏହା ହୋଇନଥିଲେ ଭଲ ହୋଇଥାନ୍ତା। ଆଜି ହାଇଦ୍ରାବାଦରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅସଦୁଦ୍ଦିନ ଓୱେସୀ ଏହ କହିଛନ୍ତି। ଆହୁରି ମଧ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଭାରତର ବିଭାଜନ ସମ୍ପର୍କରେ ଯଦି ଆପଣ ଚାହାଁନ୍ତି, ଏକ ବିତର୍କର […]

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଭାରତର ବିଭାଜନକୁ ଏକ ଐତିହାସିକ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଭାରତ କେବେବି ବିଭାଜିତ ହେବାର ନଥିଲା। ଦୁର୍ଭାଗ୍ୟବଶତଃ ଏହି ବିଭାଜନ ଘଟିଗଲା। ଏହା ହୋଇନଥିଲେ ଭଲ ହୋଇଥାନ୍ତା। ଆଜି ହାଇଦ୍ରାବାଦରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅସଦୁଦ୍ଦିନ ଓୱେସୀ ଏହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜମଗଡ଼ ହସ୍ପିଟାଲରେ ଅମାନବୀୟ ଘଟଣା: ଆହତ ବୃଦ୍ଧାଙ୍କୁ ଧକ୍କା ମାରିଲେ ଡାକ୍ତର, ପ୍ରତିବାଦ କରିବାରୁ ପୁଅକୁ ମାଡ଼

ଆହୁରି ମଧ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଭାରତର ବିଭାଜନ ସମ୍ପର୍କରେ ଯଦି ଆପଣ ଚାହାଁନ୍ତି, ଏକ ବିତର୍କର ଆୟୋଜନ କରନ୍ତୁ। ସେହି ବିତର୍କରେ ମୁଁ ଆପଣଙ୍କୁ କହିବି ଏହି ଦେଶର ବିଭାଜନ ପାଇଁ କିଏ ଦାୟୀ? ସେ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଦ୍ୱାରା ଇଣ୍ଡିଆ ୱିନ୍ସ ଫ୍ରିଡମ (India Wins Freedom) ପଢିବାକୁ ମଧ୍ୟ ପରାମର୍ଶ ଦେଇଥଲେ। ଏଥି ସହିତ ଅସଦୁଦ୍ଦିନ ଓୱେସୀ କହିଛନ୍ତି ମୌଲାନା ଅବୁଲ କଲାମ ଆଜାଦ କିପରି କଂଗ୍ରେସ ନେତାଙ୍କ ନିକଟକୁ ଯାଇଥିଲେ ଏବଂ ବିଭାଜନର ଏହି ପ୍ରସ୍ତାବକୁ ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ ତାହା କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନୀଲ ଅମ୍ବାନୀଙ୍କୁ ଇଡିର ବଡ଼ ଝଟକା: ଜବତ ହେଲା ୫୮୧ କୋଟି ଟଙ୍କାର ସମ୍ପତ୍ତି

16 Oct 2023 By The Sakala

ଭାରତ କେବେବି ବିଭାଜିତ ହେବାର ନଥିଲା, ଏହା ଏକ ଐତିହାସିକ ଭୁଲ : ଅସଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଭାରତର ବିଭାଜନକୁ ଏକ ଐତିହାସିକ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଭାରତ କେବେବି ବିଭାଜିତ ହେବାର ନଥିଲା। ଦୁର୍ଭାଗ୍ୟବଶତଃ ଏହି ବିଭାଜନ ଘଟିଗଲା। ଏହା ହୋଇନଥିଲେ ଭଲ ହୋଇଥାନ୍ତା। ଆଜି ହାଇଦ୍ରାବାଦରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅସଦୁଦ୍ଦିନ ଓୱେସୀ ଏହ କହିଛନ୍ତି।

ଆହୁରି ମଧ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଭାରତର ବିଭାଜନ ସମ୍ପର୍କରେ ଯଦି ଆପଣ ଚାହାଁନ୍ତି, ଏକ ବିତର୍କର ଆୟୋଜନ କରନ୍ତୁ। ସେହି ବିତର୍କରେ ମୁଁ ଆପଣଙ୍କୁ କହିବି ଏହି ଦେଶର ବିଭାଜନ ପାଇଁ କିଏ ଦାୟୀ? ସେ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଦ୍ୱାରା ଇଣ୍ଡିଆ ୱିନ୍ସ ଫ୍ରିଡମ (India Wins Freedom) ପଢିବାକୁ ମଧ୍ୟ ପରାମର୍ଶ ଦେଇଥଲେ। ଏଥି ସହିତ ଅସଦୁଦ୍ଦିନ ଓୱେସୀ କହିଛନ୍ତି ମୌଲାନା ଅବୁଲ କଲାମ ଆଜାଦ କିପରି କଂଗ୍ରେସ ନେତାଙ୍କ ନିକଟକୁ ଯାଇଥିଲେ ଏବଂ ବିଭାଜନର ଏହି ପ୍ରସ୍ତାବକୁ ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ ତାହା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର