ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆଉ ଜଣେ ପାକିସ୍ତାନୀ ଅଫିସରଙ୍କୁ ବିଦା ହେବା ପାଇଁ ଭାରତ ନୋଟିସ୍ ଜାରି କଲା । ତାଙ୍କୁ ଭାରତ ଛାଡ଼ିବା ପାଇଁ ୨୪ ଘଣ୍ଟିଆ ନୋଟିସ୍ ଦିଆଯାଇଛି । ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଜଣେ ଅଧିକାରୀ ନିଜର ଅଫିସିଆଲ ଷ୍ଟାଟସ୍ ବା ସ୍ଥିତି ବିଷୟରେ ସୂଚନା ଦେଇନଥିବାରୁ ତାଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ କୁହାଯାଇଛି । ଖବର ଅନୁଯାୟୀ, ଗତ ୧୩ତାରିଖ ଦିନ ଭାରତ ଅନ୍ୟ ଜଣେ ପାକ୍ ଅଧିକାରୀଙ୍କୁ ଦେଶରୁ […]
ନୂଆଦିଲ୍ଲୀ: ଆଉ ଜଣେ ପାକିସ୍ତାନୀ ଅଫିସରଙ୍କୁ ବିଦା ହେବା ପାଇଁ ଭାରତ ନୋଟିସ୍ ଜାରି କଲା । ତାଙ୍କୁ ଭାରତ ଛାଡ଼ିବା ପାଇଁ ୨୪ ଘଣ୍ଟିଆ ନୋଟିସ୍ ଦିଆଯାଇଛି । ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଜଣେ ଅଧିକାରୀ ନିଜର ଅଫିସିଆଲ ଷ୍ଟାଟସ୍ ବା ସ୍ଥିତି ବିଷୟରେ ସୂଚନା ଦେଇନଥିବାରୁ ତାଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ କୁହାଯାଇଛି ।
ଖବର ଅନୁଯାୟୀ, ଗତ ୧୩ତାରିଖ ଦିନ ଭାରତ ଅନ୍ୟ ଜଣେ ପାକ୍ ଅଧିକାରୀଙ୍କୁ ଦେଶରୁ ବିଦା କରିଥିଲା ।
21 May 2025
By The Sakala
ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆଉ ଜଣେ ପାକିସ୍ତାନୀ ଅଫିସରଙ୍କୁ ବିଦା ହେବା ପାଇଁ ଭାରତ ନୋଟିସ୍ ଜାରି କଲା । ତାଙ୍କୁ ଭାରତ ଛାଡ଼ିବା ପାଇଁ ୨୪ ଘଣ୍ଟିଆ ନୋଟିସ୍ ଦିଆଯାଇଛି । ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଜଣେ ଅଧିକାରୀ ନିଜର ଅଫିସିଆଲ ଷ୍ଟାଟସ୍ ବା ସ୍ଥିତି ବିଷୟରେ ସୂଚନା ଦେଇନଥିବାରୁ ତାଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ କୁହାଯାଇଛି ।
ଖବର ଅନୁଯାୟୀ, ଗତ ୧୩ତାରିଖ ଦିନ ଭାରତ ଅନ୍ୟ ଜଣେ ପାକ୍ ଅଧିକାରୀଙ୍କୁ ଦେଶରୁ ବିଦା କରିଥିଲା ।
⊕ https://www.thesakala.in/national-international/india-declares-pakistani-official-persona-non-grata-orders-exit-within-24-hours/article-40724