ଫୁମିଓ କିଶିଦା ହେବେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

The Sakala Picture
Published On

ଟୋକିଓ: ଫୁମିଓ କିଶିଦା ହେବେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ  । ଜାପାନର ଶାସକ ଦଳ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦାଙ୍କୁ ବୁଧବାର ଦିନ ନିର୍ବାଚିତ କରିଛି । ଏହାଦ୍ୱାରା ସେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତି ଭାବରେ ପରିଗଣିତ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । କିଶିଦା ତାଙ୍କ ପ୍ରତିପକ୍ଷ ଲୋକପ୍ରିୟ ନେତା ତାରୋ କୋନୋଙ୍କୁ ଅପ୍ରତ୍ୟାଶିତ ଭାବରେ ପରାସ୍ତ କରି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପଥ ପରିଷ୍କାର କରିଛନ୍ତି । ଅନ୍ୟପକ୍ଷରେ […]

ଟୋକିଓ: ଫୁମିଓ କିଶିଦା ହେବେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ  । ଜାପାନର ଶାସକ ଦଳ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦାଙ୍କୁ ବୁଧବାର ଦିନ ନିର୍ବାଚିତ କରିଛି । ଏହାଦ୍ୱାରା ସେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତି ଭାବରେ ପରିଗଣିତ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । କିଶିଦା ତାଙ୍କ ପ୍ରତିପକ୍ଷ ଲୋକପ୍ରିୟ ନେତା ତାରୋ କୋନୋଙ୍କୁ ଅପ୍ରତ୍ୟାଶିତ ଭାବରେ ପରାସ୍ତ କରି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପଥ ପରିଷ୍କାର କରିଛନ୍ତି । ଅନ୍ୟପକ୍ଷରେ ସଂପ୍ରତି ଦେଶର ପ୍ରଧାନମନ୍ତ୍ରୀ ଥିବା ୟୋଶିହିଦେ ସୁଗା ମାତ୍ର ଏକ ବର୍ଷ ପ୍ରଧାନମନ୍ତ୍ରୀ ଭାବରେ ରହିବା ପରେ ଉକ୍ତ ପଦରୁ ଓହରି ଯିବାକୁ ଇଛା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ପୋହା-ଜିଲାପି ବିକିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ଜାଣନ୍ତୁ କାହିଁକି କଲେ ଏମିତି ବିରୋଧ?

29 Sep 2021 By The Sakala

ଫୁମିଓ କିଶିଦା ହେବେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଟୋକିଓ: ଫୁମିଓ କିଶିଦା ହେବେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ  । ଜାପାନର ଶାସକ ଦଳ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦାଙ୍କୁ ବୁଧବାର ଦିନ ନିର୍ବାଚିତ କରିଛି । ଏହାଦ୍ୱାରା ସେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତି ଭାବରେ ପରିଗଣିତ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । କିଶିଦା ତାଙ୍କ ପ୍ରତିପକ୍ଷ ଲୋକପ୍ରିୟ ନେତା ତାରୋ କୋନୋଙ୍କୁ ଅପ୍ରତ୍ୟାଶିତ ଭାବରେ ପରାସ୍ତ କରି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପଥ ପରିଷ୍କାର କରିଛନ୍ତି । ଅନ୍ୟପକ୍ଷରେ ସଂପ୍ରତି ଦେଶର ପ୍ରଧାନମନ୍ତ୍ରୀ ଥିବା ୟୋଶିହିଦେ ସୁଗା ମାତ୍ର ଏକ ବର୍ଷ ପ୍ରଧାନମନ୍ତ୍ରୀ ଭାବରେ ରହିବା ପରେ ଉକ୍ତ ପଦରୁ ଓହରି ଯିବାକୁ ଇଛା ପ୍ରକାଶ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର