ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଡ଼ୁଆ

The Sakala Picture
Published On

ରାୟପୁର : ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଡ଼ୁଆ । ବାଘେଲଙ୍କ ବିରୋଧରେ ମହାଦେବ ଆପ ମାମଲାରେ ବାଘେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ୧୨୦ବି, ୩୪, ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ମାର୍ଚ୍ଚ ୪ରେ ଭୁପେଶ ବାଘେଲ ଏବଂ ଅନ୍ୟ ୨୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗ ଲୋକ ସଭା ନିର୍ବାଚନ ପୂର୍ବରୁ […]

ରାୟପୁର : ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଡ଼ୁଆ । ବାଘେଲଙ୍କ ବିରୋଧରେ ମହାଦେବ ଆପ ମାମଲାରେ ବାଘେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ୧୨୦ବି, ୩୪, ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ମାର୍ଚ୍ଚ ୪ରେ ଭୁପେଶ ବାଘେଲ ଏବଂ ଅନ୍ୟ ୨୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ପୂର୍ବତନ ସିଏମ ଭୁପେଶ ବାଘେଲଙ୍କ ବିରୋଧରେ ପୋଲିସ ମାମଲାରେ ତାଙ୍କୁ ଆଇପିସିର ବିଭିନ୍ନ ବିଭାଗରେ ଠକେଇ, ଅପରାଧିକ ଷଡଯନ୍ତ୍ର, ବିଶ୍ୱାସ ଉଲ୍ଲଂଘନ ଏବଂ ଜାଲିଆତି ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୧ରେ ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

17 Mar 2024 By The Sakala

ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଡ଼ୁଆ

ରାୟପୁର : ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଡ଼ୁଆ । ବାଘେଲଙ୍କ ବିରୋଧରେ ମହାଦେବ ଆପ ମାମଲାରେ ବାଘେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ୧୨୦ବି, ୩୪, ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ମାର୍ଚ୍ଚ ୪ରେ ଭୁପେଶ ବାଘେଲ ଏବଂ ଅନ୍ୟ ୨୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ପୂର୍ବତନ ସିଏମ ଭୁପେଶ ବାଘେଲଙ୍କ ବିରୋଧରେ ପୋଲିସ ମାମଲାରେ ତାଙ୍କୁ ଆଇପିସିର ବିଭିନ୍ନ ବିଭାଗରେ ଠକେଇ, ଅପରାଧିକ ଷଡଯନ୍ତ୍ର, ବିଶ୍ୱାସ ଉଲ୍ଲଂଘନ ଏବଂ ଜାଲିଆତି ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୧ରେ ଅଭିଯୋଗ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର