ଶିବସେନାର ଦୁଇ ଗୋଷ୍ଠୀଙ୍କ ନୂଆ ନାଁ ଦେଲେ ନିର୍ବାଚନ କମିଶନ

The Sakala Picture
Published On

ମୁମ୍ବଇ: ଆଗାମୀ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନାର ଦୁଇଟି ଦଳର ନାମ ଏବଂ ପ୍ରତୀକ ଉପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।  ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଛି। ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ନାମ ମିଳିଥିବା ବେଳେ ଅନ୍ୟ ପଟେ ସିନ୍ଦେ ଦଳ ବାଲାସାହେବଚି ଶିବସେନା ନାମ ପାଇଛନ୍ତି। ଏକନାଥ ସିନ୍ଦେଙ୍କୁ ନିର୍ବାଚନ ଆୟୋଗ ୩ଟି ବିକଳ୍ପ ମାଗିଛନ୍ତି। ସେହି ଆଧାରରେ ତାଙ୍କୁ ମଧ୍ୟ କୌଣସି ଏକ ଚିହ୍ନ ଦିଆଯିବ। […]

ମୁମ୍ବଇ: ଆଗାମୀ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନାର ଦୁଇଟି ଦଳର ନାମ ଏବଂ ପ୍ରତୀକ ଉପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।  ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଛି। ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ନାମ ମିଳିଥିବା ବେଳେ ଅନ୍ୟ ପଟେ ସିନ୍ଦେ ଦଳ ବାଲାସାହେବଚି ଶିବସେନା ନାମ ପାଇଛନ୍ତି। ଏକନାଥ ସିନ୍ଦେଙ୍କୁ ନିର୍ବାଚନ ଆୟୋଗ ୩ଟି ବିକଳ୍ପ ମାଗିଛନ୍ତି। ସେହି ଆଧାରରେ ତାଙ୍କୁ ମଧ୍ୟ କୌଣସି ଏକ ଚିହ୍ନ ଦିଆଯିବ। ତେବେ ଏକନାଥଙ୍କୁ ଏପର୍ଯ୍ୟନ୍ତ ନିର୍ବାଚନୀ ଚିହ୍ନ ଦିଆଯାଇ ନ ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର