ମା’କୁ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲା ଝିଅ

The Sakala Picture
Published On

ଉତ୍ତର ପ୍ରବେଶରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ପହଞ୍ଚିଥିଲା ବେଳେ ଏଠାରେ ହସ୍ପିଟାଲ ଠାରୁ ଆରମ୍ଭ କରି ଶଶ୍ମାନଘାଟ ଏବଂ ସାଧାରଣରେ ଦିନକୁ ଦିନ ଆଶ୍ଚର୍ଯ୍ୟ କଲାଭଳି ବହୁ ଖବର ସମ୍ନାକୁ ଆସିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବଢିଚାଲିଥିଲା ବେଳେ ପ୍ରତି ଘରେ ୨ ରୁ ୩ ଜଣ କରୋନା ପଢିଟିଲ ଚିହ୍ନଟ ହେଉଛନ୍ତି। ଅଧିକାଂଶ ଜିଲ୍ଲାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । କେବଳ ସଂକ୍ରମଣ ନୁହେଁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ […]

ଉତ୍ତର ପ୍ରବେଶରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ପହଞ୍ଚିଥିଲା ବେଳେ ଏଠାରେ ହସ୍ପିଟାଲ ଠାରୁ ଆରମ୍ଭ କରି ଶଶ୍ମାନଘାଟ ଏବଂ ସାଧାରଣରେ ଦିନକୁ ଦିନ ଆଶ୍ଚର୍ଯ୍ୟ କଲାଭଳି ବହୁ ଖବର ସମ୍ନାକୁ ଆସିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବଢିଚାଲିଥିଲା ବେଳେ ପ୍ରତି ଘରେ ୨ ରୁ ୩ ଜଣ କରୋନା ପଢିଟିଲ ଚିହ୍ନଟ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ସମର୍ଥ ସିଂହ ଗିରଫ, ସିବିଆଇ ତଦନ୍ତ ପାଇଁ ସୁପାରିସ

ଅଧିକାଂଶ ଜିଲ୍ଲାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । କେବଳ ସଂକ୍ରମଣ ନୁହେଁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବିଭିନ୍ନ ହସ୍ପିଟାଲଗୁଡିକରେ ସ୍ଥିତି ଅତ୍ୟନ୍ତ ବେହାଲ ହୋଇପଡ଼ିଥିବା ବେଳେ ଅମ୍ଳଜାନର ଅଭାବକୁ ନେଇ ସ୍ଥିତି ଅଧିକ ଉତ୍କଟ ହୋଇପଡ଼ିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପିଟିସନ୍ କମିଟିର ନୂଆ ଅଧ୍ୟକ୍ଷ ହେଲେ ରାଘବ ଚଢା, ମିଳିଲା ବଡ଼ ଦାୟିତ୍ୱ

ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ଲୋକମାନେ ଅମ୍ଳଜାନ ଅନେଷ୍ଟରେ ଏଣେତେଣେ ବୁଲୁଛନ୍ତି କିନ୍ତୁ ପାଇପାରୁନାହାନ୍ତି। ରାଜ୍ୟ ସରକାର ଅମ୍ଳଜାନ ଉପଲବ୍ଧତାକୁ ନେଇ ଭିନ୍ନ କଥା କହୁଥିଲା ବେଳେ ବାସ୍ତବ ସ୍ଥିତି ଅଲଗା ବୋଲି ସାଧାରଣରେ ଅଭିଯୋଗ କରାଯାଇଛି । ତେବେ ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ବହରାଇଟ ମେଡ଼ିକାଲ କଲେଜରେ ଏକ ଭାବବିହ୍ବଳ ଦୃଶ୍ୟ ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ଯୌନ ଅପରାଧ ମାମଲାଗୁଡ଼ିକ ତୁରନ୍ତ ରୁଜୁ କର, ଦୋଷୀଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କର: ପୋଲିସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ଦ୍ଦେଶ

ଅମ୍ଳଜାନ ପାଇଁ ଜୀବନ ସହ ସଂଘର୍ଷ କରୁଥିବା ନିଜ ମାଆଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଝିଅ ନିଜ ମୁହଁରୁ ନିଶ୍ୱାସ ଦେଉଥିବା ଦେଖାଯାଇଛି । ବହରାଇବ ମେଡିକାଲ କଲେଜରେ ଜଣେ ମା’ ଅମ୍ଳଜାନ ପାଇଁ ଘଣ୍ଟା ଘଣ୍ଟା ଧରି ସଂଗ୍ରାମ କରିଥିଲେ ମଧ୍ୟ ତାଙ୍କୁ ଅମ୍ଳଜାନ ମିଳିନଥିଲା । ମା’ଙ୍କ ଏହିଭଳି ସ୍ଥିତି ଦେଖୁ ଝିଅ ନିଜ ମୁହଁରୁ ତାଙ୍କୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।

ଝିଅ ମା’କୁ ଜାବୁଡିଧରି ତାଙ୍କ ମୁହଁ ସହିତ ନିଜ ମୁହଁକୁ ଲଗାଇ ନିଶ୍ଵାସ ଦେଇଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏଭଳି ବିଷୟ ପଦାକୁ ଆସିଛି

03 May 2021 By The Sakala

ମା’କୁ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲା ଝିଅ

ଉତ୍ତର ପ୍ରବେଶରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ପହଞ୍ଚିଥିଲା ବେଳେ ଏଠାରେ ହସ୍ପିଟାଲ ଠାରୁ ଆରମ୍ଭ କରି ଶଶ୍ମାନଘାଟ ଏବଂ ସାଧାରଣରେ ଦିନକୁ ଦିନ ଆଶ୍ଚର୍ଯ୍ୟ କଲାଭଳି ବହୁ ଖବର ସମ୍ନାକୁ ଆସିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ବଢିଚାଲିଥିଲା ବେଳେ ପ୍ରତି ଘରେ ୨ ରୁ ୩ ଜଣ କରୋନା ପଢିଟିଲ ଚିହ୍ନଟ ହେଉଛନ୍ତି।

ଅଧିକାଂଶ ଜିଲ୍ଲାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । କେବଳ ସଂକ୍ରମଣ ନୁହେଁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବିଭିନ୍ନ ହସ୍ପିଟାଲଗୁଡିକରେ ସ୍ଥିତି ଅତ୍ୟନ୍ତ ବେହାଲ ହୋଇପଡ଼ିଥିବା ବେଳେ ଅମ୍ଳଜାନର ଅଭାବକୁ ନେଇ ସ୍ଥିତି ଅଧିକ ଉତ୍କଟ ହୋଇପଡ଼ିଛି ।

ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ଲୋକମାନେ ଅମ୍ଳଜାନ ଅନେଷ୍ଟରେ ଏଣେତେଣେ ବୁଲୁଛନ୍ତି କିନ୍ତୁ ପାଇପାରୁନାହାନ୍ତି। ରାଜ୍ୟ ସରକାର ଅମ୍ଳଜାନ ଉପଲବ୍ଧତାକୁ ନେଇ ଭିନ୍ନ କଥା କହୁଥିଲା ବେଳେ ବାସ୍ତବ ସ୍ଥିତି ଅଲଗା ବୋଲି ସାଧାରଣରେ ଅଭିଯୋଗ କରାଯାଇଛି । ତେବେ ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ବହରାଇଟ ମେଡ଼ିକାଲ କଲେଜରେ ଏକ ଭାବବିହ୍ବଳ ଦୃଶ୍ୟ ସାମ୍ନାକୁ ଆସିଛି ।

ଅମ୍ଳଜାନ ପାଇଁ ଜୀବନ ସହ ସଂଘର୍ଷ କରୁଥିବା ନିଜ ମାଆଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଝିଅ ନିଜ ମୁହଁରୁ ନିଶ୍ୱାସ ଦେଉଥିବା ଦେଖାଯାଇଛି । ବହରାଇବ ମେଡିକାଲ କଲେଜରେ ଜଣେ ମା’ ଅମ୍ଳଜାନ ପାଇଁ ଘଣ୍ଟା ଘଣ୍ଟା ଧରି ସଂଗ୍ରାମ କରିଥିଲେ ମଧ୍ୟ ତାଙ୍କୁ ଅମ୍ଳଜାନ ମିଳିନଥିଲା । ମା’ଙ୍କ ଏହିଭଳି ସ୍ଥିତି ଦେଖୁ ଝିଅ ନିଜ ମୁହଁରୁ ତାଙ୍କୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।

ଝିଅ ମା’କୁ ଜାବୁଡିଧରି ତାଙ୍କ ମୁହଁ ସହିତ ନିଜ ମୁହଁକୁ ଲଗାଇ ନିଶ୍ଵାସ ଦେଇଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏଭଳି ବିଷୟ ପଦାକୁ ଆସିଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର