ସଫଳତା ପଥେ ଚନ୍ଦ୍ରଯାନ-୩: ସରିଲା କକ୍ଷପଥ ଯାତ୍ରା, ଲ୍ୟାଣ୍ଡ୍‌ର ଓ ରୋଭର୍‌ ପୃଥକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

The Sakala Picture
Published On

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ର କକ୍ଷପଥ ଯାତ୍ରା ସରିଛି। ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଏଯାବତ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଟ୍ବିଟ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସୂଚନା ଦେଇଛି ଏବେ ଚନ୍ଦ୍ରଯାନ-୩ରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରି କକ୍ଷପଥକୁ ଆହୁରି ନିମ୍ନତର କରି ନିୟନ୍ତ୍ରିତ ଅବତରଣ ବା ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌’ ପାଇଁ ପ୍ରସ୍ତୁତି ଚାଲିଛି। ଇସ୍ରୋର ସୂଚନା ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ […]

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ର କକ୍ଷପଥ ଯାତ୍ରା ସରିଛି। ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଏଯାବତ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଟ୍ବିଟ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସୂଚନା ଦେଇଛି ଏବେ ଚନ୍ଦ୍ରଯାନ-୩ରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରି କକ୍ଷପଥକୁ ଆହୁରି ନିମ୍ନତର କରି ନିୟନ୍ତ୍ରିତ ଅବତରଣ ବା ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌’ ପାଇଁ ପ୍ରସ୍ତୁତି ଚାଲିଛି।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

ଇସ୍ରୋର ସୂଚନା ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ଆଜି ସ୍ବଳ୍ପ ସମୟ ପାଇଁ ଆବଶ୍ୟକ ହୋଇଥିବା ସଫଳ ‘ଫାଇରିଙ୍ଗ୍‌’ ଚନ୍ଦ୍ରଯାନ-୩କୁ ୧୫୩ କିଲୋମିଟର୍‌ x ୧୬୩ କିଲୋମିଟର୍‌ କକ୍ଷପଥକୁ ନେଇଛି। ଅର୍ଥାତ୍‌ ଚନ୍ଦ୍ରଠାରୁ ୧୫୩ x ୧୬୩ କିଲୋମିଟର୍‌ ଦୂର କକ୍ଷପଥରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଏବେ ପ୍ରଦକ୍ଷିଣ ଆରମ୍ଭ କରିଛି। କିନ୍ତୁ, ଏହା ନୂଆ କକ୍ଷପଥରେ ଥାଇ ଏପରଯ୍ୟନ୍ତ ଚନ୍ଦ୍ରର ସମ୍ପୂର୍ଣ୍ଣ ପରିକ୍ରମଣ କରିନାହିଁ। ଏଥି ସହିତ ଶେଷ ହୋଇଛି ଚନ୍ଦ୍ରାବତରଣ ନିମନ୍ତେ ଚନ୍ଦ୍ରଯାନ-୩ର ୫ମ ତଥା ଶେଷ କକ୍ଷପଥ ପ୍ରବେଶ। ଆସନ୍ତାକାଲି ଚନ୍ଦ୍ରଯାନରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରାଯିବାକୁ ଯୋଜନା କରାଯାଇଛି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

16 Aug 2023 By The Sakala

ସଫଳତା ପଥେ ଚନ୍ଦ୍ରଯାନ-୩: ସରିଲା କକ୍ଷପଥ ଯାତ୍ରା, ଲ୍ୟାଣ୍ଡ୍‌ର ଓ ରୋଭର୍‌ ପୃଥକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ର କକ୍ଷପଥ ଯାତ୍ରା ସରିଛି। ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଏଯାବତ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଟ୍ବିଟ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସୂଚନା ଦେଇଛି ଏବେ ଚନ୍ଦ୍ରଯାନ-୩ରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରି କକ୍ଷପଥକୁ ଆହୁରି ନିମ୍ନତର କରି ନିୟନ୍ତ୍ରିତ ଅବତରଣ ବା ‘ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌’ ପାଇଁ ପ୍ରସ୍ତୁତି ଚାଲିଛି।

ଇସ୍ରୋର ସୂଚନା ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ, ଆଜି ସ୍ବଳ୍ପ ସମୟ ପାଇଁ ଆବଶ୍ୟକ ହୋଇଥିବା ସଫଳ ‘ଫାଇରିଙ୍ଗ୍‌’ ଚନ୍ଦ୍ରଯାନ-୩କୁ ୧୫୩ କିଲୋମିଟର୍‌ x ୧୬୩ କିଲୋମିଟର୍‌ କକ୍ଷପଥକୁ ନେଇଛି। ଅର୍ଥାତ୍‌ ଚନ୍ଦ୍ରଠାରୁ ୧୫୩ x ୧୬୩ କିଲୋମିଟର୍‌ ଦୂର କକ୍ଷପଥରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଏବେ ପ୍ରଦକ୍ଷିଣ ଆରମ୍ଭ କରିଛି। କିନ୍ତୁ, ଏହା ନୂଆ କକ୍ଷପଥରେ ଥାଇ ଏପରଯ୍ୟନ୍ତ ଚନ୍ଦ୍ରର ସମ୍ପୂର୍ଣ୍ଣ ପରିକ୍ରମଣ କରିନାହିଁ। ଏଥି ସହିତ ଶେଷ ହୋଇଛି ଚନ୍ଦ୍ରାବତରଣ ନିମନ୍ତେ ଚନ୍ଦ୍ରଯାନ-୩ର ୫ମ ତଥା ଶେଷ କକ୍ଷପଥ ପ୍ରବେଶ। ଆସନ୍ତାକାଲି ଚନ୍ଦ୍ରଯାନରେ ଥିବା ‘ଲ୍ୟାଣ୍ଡର୍‌’ ଓ ‘ରୋଭର୍‌’କୁ ‘ପ୍ରୋପଲ୍‌ସନ୍‌ ମୋଡ୍ୟୁଲ୍‌’ରୁ ପୃଥକ୍‌ କରାଯିବାକୁ ଯୋଜନା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର