‘ମଦ ଏକ ବଡ ଟନିକ୍, କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ’ – କେନ୍ଦ୍ରମନ୍ତ୍ରୀ ଫଗନ୍ ସିଂ କୁଲେସ୍ତାଙ୍କ ବିବାଦୀୟ ମନ୍ତବ୍ଯ

The Sakala Picture
Published On

ନୂଆଦିଲ୍ଲୀ: ମଦ ସ୍ୱାସ୍ଥ୍ୟପକ୍ଷେ ହାନି କାରକ ହୋଇଥିବା ବେଳେ ମଦକୁ ପ୍ରଶଂସା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ । ମଦକୁ ନେଇ ଆଜି ବିବାଦୀୟ ମନ୍ତବ୍ଯ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଫଗନ ସିଂ କୁଲେସ୍ତା । ସେ କହିଛନ୍ତି ଯେ, ମଦ ମଣିଷ ଶରୀରରେ ଏକ ଟନିକ୍ ଭଳି କାମକରେ, କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ। ଏହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ,  ଆଜି ମଧ୍ୟପ୍ରଦେଶ ମଣ୍ଡଲାରେ ଏକ ସଭାକୁ […]

ନୂଆଦିଲ୍ଲୀ: ମଦ ସ୍ୱାସ୍ଥ୍ୟପକ୍ଷେ ହାନି କାରକ ହୋଇଥିବା ବେଳେ ମଦକୁ ପ୍ରଶଂସା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ । ମଦକୁ ନେଇ ଆଜି ବିବାଦୀୟ ମନ୍ତବ୍ଯ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଫଗନ ସିଂ କୁଲେସ୍ତା । ସେ କହିଛନ୍ତି ଯେ, ମଦ ମଣିଷ ଶରୀରରେ ଏକ ଟନିକ୍ ଭଳି କାମକରେ, କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ। ଏହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ମୁରାଦାବାଦରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସାଜିଥିବା ପୁତୁରା ସହ ମିଶି ସ୍ୱାମୀଙ୍କୁ କରେଣ୍ଟ ଓ ବିଷ ଦେଇ ହତ୍ୟା କଲା ସ୍ତ୍ରୀ

ସୂଚନା ଅନୁଯାୟୀ,  ଆଜି ମଧ୍ୟପ୍ରଦେଶ ମଣ୍ଡଲାରେ ଏକ ସଭାକୁ ଉଦବୋଧନ ଦେବାକୁ ପହଞ୍ଚିଥିଲେ କେନ୍ଦ୍ର ଇସ୍ପାତ ରାଜ୍ୟମନ୍ତ୍ରୀ ଫଗନ ସିଂ କୁଲେସ୍ତା । ସେଠାରେ ସେ ମଦକୁ ନେଇ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି  ମଦ ମଣିଷ ଶରୀରରେ ଏକ ଟନିକ୍ ଭଳି କାମକରେ । କରୋନା କାଳରେ ସ୍ୱାସ୍ଥ୍ୟପାଇଁ ମଦର ନିତ୍ୟାନ୍ତ ଆବଶ୍ୟକତା ରହିଛି । ତେଣୁ ଦେଶରେ ମଦ ପିଇବା ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କୁ ମାରାଥନ୍ ଜେରା, ଦ୍ୱିତୀୟ ଶବ ବ୍ୟବଚ୍ଛେଦରୁ ଖୋଲିବ କି ଗୁମର?

ସେ ଆହୁରି ମଧ୍ଯ କହିଛନ୍ତି ଯେ, ଯେତେବେଳେ କରୋନାରେ ଦେଶ ତଥା ରାଜ୍ୟରେ ସଟଡାଉନ ଜାରି ରହିଥିଲା  ​​ସେତେବେଳେ ସମସ୍ତ ଦୋକାନ ବନ୍ଦ ହୋଇଯାଇଥିଲା। ଯାହା ପରେ ଦୋକାନ ଖୋଲିବା ମାତ୍ରେ ଲୋକଙ୍କ ଭିଡ ଜମିଥିଲା। ମଦ ସରକାରଙ୍କ ଏକ ବଡ଼ ରାଜସ୍ୱ ଅଟେ।  ସେଥିପାଇଁ ବିଭିନ୍ନ ରାଜ୍ଯର ସରକାର ନିଜେ ଏହି ନିଷ୍ପତ୍ତି ନିଅନ୍ତି। କାରଣ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ।

ଆହୁରି ପଢ଼ନ୍ତୁ: ଇନ୍ଦୋରରେ ମଦ ବ୍ୟବସାୟୀଙ୍କୁ ବ୍ଲାକମେଲ୍: ଘରୋଇ ଫଟୋ ଭାଇରାଲ୍ କରି ୧ କୋଟି ମାଗିଥିବା ୭ ଅଭିଯୁକ୍ତ ଗିରଫ, ଯାଞ୍ଚ ପାଇଁ ଗଲା ମୋବାଇଲ୍

06 Jun 2021 By The Sakala

‘ମଦ ଏକ ବଡ ଟନିକ୍, କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ’ – କେନ୍ଦ୍ରମନ୍ତ୍ରୀ ଫଗନ୍ ସିଂ କୁଲେସ୍ତାଙ୍କ ବିବାଦୀୟ ମନ୍ତବ୍ଯ

ନୂଆଦିଲ୍ଲୀ: ମଦ ସ୍ୱାସ୍ଥ୍ୟପକ୍ଷେ ହାନି କାରକ ହୋଇଥିବା ବେଳେ ମଦକୁ ପ୍ରଶଂସା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ । ମଦକୁ ନେଇ ଆଜି ବିବାଦୀୟ ମନ୍ତବ୍ଯ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଫଗନ ସିଂ କୁଲେସ୍ତା । ସେ କହିଛନ୍ତି ଯେ, ମଦ ମଣିଷ ଶରୀରରେ ଏକ ଟନିକ୍ ଭଳି କାମକରେ, କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ। ଏହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ,  ଆଜି ମଧ୍ୟପ୍ରଦେଶ ମଣ୍ଡଲାରେ ଏକ ସଭାକୁ ଉଦବୋଧନ ଦେବାକୁ ପହଞ୍ଚିଥିଲେ କେନ୍ଦ୍ର ଇସ୍ପାତ ରାଜ୍ୟମନ୍ତ୍ରୀ ଫଗନ ସିଂ କୁଲେସ୍ତା । ସେଠାରେ ସେ ମଦକୁ ନେଇ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି  ମଦ ମଣିଷ ଶରୀରରେ ଏକ ଟନିକ୍ ଭଳି କାମକରେ । କରୋନା କାଳରେ ସ୍ୱାସ୍ଥ୍ୟପାଇଁ ମଦର ନିତ୍ୟାନ୍ତ ଆବଶ୍ୟକତା ରହିଛି । ତେଣୁ ଦେଶରେ ମଦ ପିଇବା ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ଯେତେବେଳେ କରୋନାରେ ଦେଶ ତଥା ରାଜ୍ୟରେ ସଟଡାଉନ ଜାରି ରହିଥିଲା  ​​ସେତେବେଳେ ସମସ୍ତ ଦୋକାନ ବନ୍ଦ ହୋଇଯାଇଥିଲା। ଯାହା ପରେ ଦୋକାନ ଖୋଲିବା ମାତ୍ରେ ଲୋକଙ୍କ ଭିଡ ଜମିଥିଲା। ମଦ ସରକାରଙ୍କ ଏକ ବଡ଼ ରାଜସ୍ୱ ଅଟେ।  ସେଥିପାଇଁ ବିଭିନ୍ନ ରାଜ୍ଯର ସରକାର ନିଜେ ଏହି ନିଷ୍ପତ୍ତି ନିଅନ୍ତି। କାରଣ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର