ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ବିଜେପି: ମନୀଷ ସିସୋଦିଆ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ର କରୁଛି ବିଜେପି । ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ସାଂସଦ ମନୋଜ ତିୱାରୀ ଏଥିରେ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି ସିସୋଦିଆ । କିନ୍ତୁ ଆମ୍ ଆଦମୀ ପାର୍ଟି (ଆପ୍) ହୀନ ରାଜନୀତିକୁ ଭୟ କରୁନାହିଁ ବୋଲି ସିସୋଦିଆ କହିଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ […]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ର କରୁଛି ବିଜେପି । ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ସାଂସଦ ମନୋଜ ତିୱାରୀ ଏଥିରେ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି ସିସୋଦିଆ । କିନ୍ତୁ ଆମ୍ ଆଦମୀ ପାର୍ଟି (ଆପ୍) ହୀନ ରାଜନୀତିକୁ ଭୟ କରୁନାହିଁ ବୋଲି ସିସୋଦିଆ କହିଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ ସାକ୍ସେନା ଏହି ଅଭିଯୋଗର ଯାଞ୍ଚ କରିବାକୁ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ଗୁଜରାଟ ଏବଂ ଏମସିଡି ନିର୍ବାଚନରେ ​​ପରାଜୟ ଭୟରେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି। ବିଜେପି ସାଂସଦ ମନୋଜ ତିୱାରୀ ଖୋଲାଖୋଲି ଅରବିନ୍ଦ ଜୀଙ୍କୁ ଆକ୍ରମଣ କରିବାକୁ କହୁଛନ୍ତି ଏବଂ ଏନେଇ ପୂରା ପ୍ଲାନିଂ କରୁଛନ୍ତି। ଆପ୍ ସେମାନଙ୍କର ହୀନ ରାଜନୀତିକୁ ଭୟ କରୁନାହିଁ । ଲୋକେ ବର୍ତ୍ତମାନ ସେମାନଙ୍କ ଗୁଣ୍ଡାଗର୍ଦ୍ଦିର ଉତ୍ତର ଦେବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

25 Nov 2022 By The Sakala

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ବିଜେପି: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ର କରୁଛି ବିଜେପି । ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ସାଂସଦ ମନୋଜ ତିୱାରୀ ଏଥିରେ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି ସିସୋଦିଆ । କିନ୍ତୁ ଆମ୍ ଆଦମୀ ପାର୍ଟି (ଆପ୍) ହୀନ ରାଜନୀତିକୁ ଭୟ କରୁନାହିଁ ବୋଲି ସିସୋଦିଆ କହିଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ ସାକ୍ସେନା ଏହି ଅଭିଯୋଗର ଯାଞ୍ଚ କରିବାକୁ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ଗୁଜରାଟ ଏବଂ ଏମସିଡି ନିର୍ବାଚନରେ ​​ପରାଜୟ ଭୟରେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି। ବିଜେପି ସାଂସଦ ମନୋଜ ତିୱାରୀ ଖୋଲାଖୋଲି ଅରବିନ୍ଦ ଜୀଙ୍କୁ ଆକ୍ରମଣ କରିବାକୁ କହୁଛନ୍ତି ଏବଂ ଏନେଇ ପୂରା ପ୍ଲାନିଂ କରୁଛନ୍ତି। ଆପ୍ ସେମାନଙ୍କର ହୀନ ରାଜନୀତିକୁ ଭୟ କରୁନାହିଁ । ଲୋକେ ବର୍ତ୍ତମାନ ସେମାନଙ୍କ ଗୁଣ୍ଡାଗର୍ଦ୍ଦିର ଉତ୍ତର ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର