ମହଙ୍ଗା ମାଡ: ଅଭିନବ ଉପାୟରେ ଆସି ଦାଖଲ କଲେ ପ୍ରାର୍ଥୀପତ୍ର

The Sakala Picture
Published On

ପାଟନା: ପଞ୍ଚାୟତ ନିର୍ବାଚନକୁ ନେଇ ବିହାର ରାଜନୀତି ସରଗରମ । ଏଥିରେ ପ୍ରାର୍ଥୀଙ୍କୁ ଅଲଗା ଅଲଗା ବେଶଭୂଷାରେ ଦେଖିବାକୁ ମିଳୁଛି। ଏବେ କଟିହାର ଜିଲ୍ଲାର ଜଣେ ପ୍ରାର୍ଥୀ ମଇଁଷି ଉପରେ ବସି ମୁଖିଆ ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । କଟିହାର ହସନଗଞ୍ଜ ବ୍ଲକ ରାମପୁର ପଞ୍ଚାୟତର ମୁଖ୍ୟ ପଦ ପାଇଁ ନିର୍ବାଚନ ଲଢୁଥିବା ଆଜାଦ ଆଲାମ ମଇଁଷି ଉପରେ ବସି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି । ଏହାର […]

ପାଟନା: ପଞ୍ଚାୟତ ନିର୍ବାଚନକୁ ନେଇ ବିହାର ରାଜନୀତି ସରଗରମ । ଏଥିରେ ପ୍ରାର୍ଥୀଙ୍କୁ ଅଲଗା ଅଲଗା ବେଶଭୂଷାରେ ଦେଖିବାକୁ ମିଳୁଛି। ଏବେ କଟିହାର ଜିଲ୍ଲାର ଜଣେ ପ୍ରାର୍ଥୀ ମଇଁଷି ଉପରେ ବସି ମୁଖିଆ ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । କଟିହାର ହସନଗଞ୍ଜ ବ୍ଲକ ରାମପୁର ପଞ୍ଚାୟତର ମୁଖ୍ୟ ପଦ ପାଇଁ ନିର୍ବାଚନ ଲଢୁଥିବା ଆଜାଦ ଆଲାମ ମଇଁଷି ଉପରେ ବସି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ୨୪ ଘଣ୍ଟା ମଧ୍ୟରେ ଦୁବାଇ ଉପରେ ଦ୍ୱିତୀୟ ଥର ଆକ୍ରମଣ, ବାଗଦାଦସ୍ଥିତ ଆମେରିକୀୟ ଦୂତାବାସକୁ ଟାର୍ଗେଟ

ଏହାର କାରଣ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଲୋକଙ୍କ ଉପରେ ମହଙ୍ଗା ମାଡ ପଡିଛି । ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି। ପେଟ୍ରୋଲ-ଡିଜେଲ ମୂଲ୍ୟ ବଢିବାରେ ଲାଗିଛି। ଆମେ ପଶୁପାଳନ କରୁଛି। ମଇଁଷି ପାଳୁଛୁ। ଏହାର କ୍ଷୀର ପିଉଛୁ ଏବଂ ଉପରେ ବସି ଯାତ୍ରା କରୁଛୁ।

ଆହୁରି ପଢ଼ନ୍ତୁ: ବୁଲନ୍ଦସହରରେ ଚାଞ୍ଚଲ୍ୟ: ଜଙ୍ଗଲରୁ ମିଳିଲା ଦିଅର, ଭାଉଜ ଓ ୪ ବର୍ଷର କୁନି ଝିଅର ମୃତଦେହ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

13 Sep 2021 By The Sakala

ମହଙ୍ଗା ମାଡ: ଅଭିନବ ଉପାୟରେ ଆସି ଦାଖଲ କଲେ ପ୍ରାର୍ଥୀପତ୍ର

ପାଟନା: ପଞ୍ଚାୟତ ନିର୍ବାଚନକୁ ନେଇ ବିହାର ରାଜନୀତି ସରଗରମ । ଏଥିରେ ପ୍ରାର୍ଥୀଙ୍କୁ ଅଲଗା ଅଲଗା ବେଶଭୂଷାରେ ଦେଖିବାକୁ ମିଳୁଛି। ଏବେ କଟିହାର ଜିଲ୍ଲାର ଜଣେ ପ୍ରାର୍ଥୀ ମଇଁଷି ଉପରେ ବସି ମୁଖିଆ ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । କଟିହାର ହସନଗଞ୍ଜ ବ୍ଲକ ରାମପୁର ପଞ୍ଚାୟତର ମୁଖ୍ୟ ପଦ ପାଇଁ ନିର୍ବାଚନ ଲଢୁଥିବା ଆଜାଦ ଆଲାମ ମଇଁଷି ଉପରେ ବସି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି ।

ଏହାର କାରଣ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଲୋକଙ୍କ ଉପରେ ମହଙ୍ଗା ମାଡ ପଡିଛି । ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି। ପେଟ୍ରୋଲ-ଡିଜେଲ ମୂଲ୍ୟ ବଢିବାରେ ଲାଗିଛି। ଆମେ ପଶୁପାଳନ କରୁଛି। ମଇଁଷି ପାଳୁଛୁ। ଏହାର କ୍ଷୀର ପିଉଛୁ ଏବଂ ଉପରେ ବସି ଯାତ୍ରା କରୁଛୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର