ବୁଷ୍ଟର ଡୋଜ୍କୁ ନେଇ ବଡ ପରିବର୍ତ୍ତନ : ୯ ମାସ ବଦଳରେ ୬ ମାସରେ ନେଇପାରିବେ ଟୀକା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର କରୋନା ଟୀକାକୁ ନେଇ ଏକ ବଡ ପରିବର୍ତ୍ତନ କରିଛନ୍ତି । ବୁଷ୍ଟର ଡୋଜ୍ ନେବା ପାଇଁ ଏବେ ଆଉ ୯ ମାସ ଅପେକ୍ଷା କରିବାକୁ ପଡିବ ନାହିଁ । ବୁଷ୍ଟର ଡୋଜ୍ ୯ ମାସ ପରିବର୍ତ୍ତେ ୬ ମାସ ପରେ ନେଇପାରିବେ । ଯଦି ଆପଣ ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି ତେବେ ଆପଣଙ୍କୁ ବୁଷ୍ଟର ଡୋଜ ପାଇଁ ୯ […]

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର କରୋନା ଟୀକାକୁ ନେଇ ଏକ ବଡ ପରିବର୍ତ୍ତନ କରିଛନ୍ତି । ବୁଷ୍ଟର ଡୋଜ୍ ନେବା ପାଇଁ ଏବେ ଆଉ ୯ ମାସ ଅପେକ୍ଷା କରିବାକୁ ପଡିବ ନାହିଁ । ବୁଷ୍ଟର ଡୋଜ୍ ୯ ମାସ ପରିବର୍ତ୍ତେ ୬ ମାସ ପରେ ନେଇପାରିବେ ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ: ସପକ୍ଷରେ ପଡ଼ିଲା ୧୪୪ ଭୋଟ୍

ଯଦି ଆପଣ ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି ତେବେ ଆପଣଙ୍କୁ ବୁଷ୍ଟର ଡୋଜ ପାଇଁ ୯ ମାସ ପରିବର୍ତ୍ତେ ୬ ମାସ ବା ୨୬ ସପ୍ତାହ ଅପେକ୍ଷା କରିବାକୁ ପଡିବ । ସରକାରଙ୍କ ପକ୍ଷରୁ ଏହି ସୂଚନା ଦଆଯାଇ କୁହାଯାଇଛି ୧୮ ରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏବେ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ଦିଆଯିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୨ ଦିନ ୱାର୍କ-ଫ୍ରମ୍-ହୋମ୍, ବିଦେଶ ଗସ୍ତ ଉପରେ କଟକଣା

ଟୀକାରଣକୁ ନେଇ ସରକାରଙ୍କ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ (ଏନଟିଏଜିଆଇ) ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ ସମୟସୀମାକୁ କମ୍ କରିବା ପାଇଁ ସୁପାରିଶ କରିଥିଲା । ଏନଟିଏଜିଆଇ ଏହା ବ୍ୟତୀତ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଟୀକା ଦେବାକୁ ବ୍ୟବସ୍ଥା କରିବା ପାଇଁ ସୁପାରିଶ କରିଛି । ଏବେ ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କୁ ଟାକୀକରଣ ବ୍ୟବସ୍ଥା ରହିଛି ।

ଆହୁରି ପଢ଼ନ୍ତୁ: ସାରା ଦେଶରେ ତୈଳ ସଙ୍କଟ ବେଳେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ବଢ଼ିଲା...

06 Jul 2022 By The Sakala

ବୁଷ୍ଟର ଡୋଜ୍କୁ ନେଇ ବଡ ପରିବର୍ତ୍ତନ : ୯ ମାସ ବଦଳରେ ୬ ମାସରେ ନେଇପାରିବେ ଟୀକା

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର କରୋନା ଟୀକାକୁ ନେଇ ଏକ ବଡ ପରିବର୍ତ୍ତନ କରିଛନ୍ତି । ବୁଷ୍ଟର ଡୋଜ୍ ନେବା ପାଇଁ ଏବେ ଆଉ ୯ ମାସ ଅପେକ୍ଷା କରିବାକୁ ପଡିବ ନାହିଁ । ବୁଷ୍ଟର ଡୋଜ୍ ୯ ମାସ ପରିବର୍ତ୍ତେ ୬ ମାସ ପରେ ନେଇପାରିବେ ।

ଯଦି ଆପଣ ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି ତେବେ ଆପଣଙ୍କୁ ବୁଷ୍ଟର ଡୋଜ ପାଇଁ ୯ ମାସ ପରିବର୍ତ୍ତେ ୬ ମାସ ବା ୨୬ ସପ୍ତାହ ଅପେକ୍ଷା କରିବାକୁ ପଡିବ । ସରକାରଙ୍କ ପକ୍ଷରୁ ଏହି ସୂଚନା ଦଆଯାଇ କୁହାଯାଇଛି ୧୮ ରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏବେ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ଦିଆଯିବ ।

ଟୀକାରଣକୁ ନେଇ ସରକାରଙ୍କ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ (ଏନଟିଏଜିଆଇ) ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ ସମୟସୀମାକୁ କମ୍ କରିବା ପାଇଁ ସୁପାରିଶ କରିଥିଲା । ଏନଟିଏଜିଆଇ ଏହା ବ୍ୟତୀତ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଟୀକା ଦେବାକୁ ବ୍ୟବସ୍ଥା କରିବା ପାଇଁ ସୁପାରିଶ କରିଛି । ଏବେ ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କୁ ଟାକୀକରଣ ବ୍ୟବସ୍ଥା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର