ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବୃଦ୍ଧି ହେଲା ମହଙ୍ଗା ଭତ୍ତା । ଦେଶର ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଏହାର ଲାଭ ମିଳିବ। କେନ୍ଦ୍ର କ୍ୟାବିନେଟ୍ ଗୁରୁବାର କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଡିଏ ଏବଂ ଡିଆରକୁ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସେମାନେ ସମୁଦାୟ ୩୧ ପ୍ରତିଶତ ଡିଏ ପାଇବେ । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହେବା […]
ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବୃଦ୍ଧି ହେଲା ମହଙ୍ଗା ଭତ୍ତା । ଦେଶର ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଏହାର ଲାଭ ମିଳିବ। କେନ୍ଦ୍ର କ୍ୟାବିନେଟ୍ ଗୁରୁବାର କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଡିଏ ଏବଂ ଡିଆରକୁ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସେମାନେ ସମୁଦାୟ ୩୧ ପ୍ରତିଶତ ଡିଏ ପାଇବେ । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି।
ଡିଏ ବୃଦ୍ଧିରେ ଅତି କମରେ ୪୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ଠାକୁର ସୂଚନା ଦେଇଛନ୍ତି। ଏହା ପିଛିଲା ଭାବେ ଜୁଲାଇ ୧ ତାରିଖ ୨୦୨୧ ମସିହାରୁ ଲାଗୁ କରାଯିବ ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଜୁଲାଇରେ ସରକାର ମହଙ୍ଗା ଭତ୍ତା (ଡିଏ) କୁ ୧୧ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହାପୂର୍ବରୁ ଡିଏକୁ ୧୭ ପ୍ରତିଶତ ହାରରେ ଦିଆଯାଉଥିଲା ।
ଡିିଏର ହିସାବ କିପରି କରାଯାଇଥାଏ :
କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଏ। ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୨୦ ହଜାର ଟଙ୍କା, ତେବେ ସେ ବର୍ତ୍ତମାନ ମହଙ୍ଗା ଭତ୍ତା ଭାବରେ ୫,୬୦୦ ଟଙ୍କା ପାଉଛନ୍ତି । ଏହି ରାଶି ହେଉଛି ମୂଳ ବେତନର ୨୮% ହୋଇଥାଏ। ଡିଏ ୩% ବୃଦ୍ଧି ପରେ, କର୍ମଚାରୀଙ୍କୁ ଡିଏ ଭାବରେ ୬,୨୦୦ ଟଙ୍କା ମିଳିବ । ଅର୍ଥାତ୍ ଏହା ୬୦୦ ଟଙ୍କା ବୃଦ୍ଧି ପାଇବ । ଏହା ମୂଳ ଦରମା ଆଧାରରେ ବୃଦ୍ଧି ପାଇଥାଏ ।