ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଗାନ୍ଧୀନଗର: ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି  ଭୂପେନ୍ଦ୍ର ପଟେଲ । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ବିଜେପି ବିଧାୟକ  ।  ବିଧାୟକ ଦଳ ବୈଠକରେ  ନେତା ନିର୍ବାଚିତ ହେବା ପରେ ଏବେ ଏନେଇ ସ୍ପଷ୍ଟ ହୋଇଛି  । ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ । ମୁଖ୍ୟମନ୍ତ୍ରୀ ପଦବୀରେ ବସିଥିବା ବିଜୟ ରୂପାଣୀ ପଦବୀରୁ ଅଚାନକ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ […]

ଗାନ୍ଧୀନଗର: ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି  ଭୂପେନ୍ଦ୍ର ପଟେଲ । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ବିଜେପି ବିଧାୟକ  ।  ବିଧାୟକ ଦଳ ବୈଠକରେ  ନେତା ନିର୍ବାଚିତ ହେବା ପରେ ଏବେ ଏନେଇ ସ୍ପଷ୍ଟ ହୋଇଛି  । ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ପୋଲିସର 'ପେଲେଟ୍ ଗନ୍' ବ୍ୟବହାର ଅଭିଯୋଗ: ଅମିତ ଶାହଙ୍କ ଇସ୍ତଫା ସହ ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ

ମୁଖ୍ୟମନ୍ତ୍ରୀ ପଦବୀରେ ବସିଥିବା ବିଜୟ ରୂପାଣୀ ପଦବୀରୁ ଅଚାନକ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ସେ ନେଇ ଚର୍ଚ୍ଚା ହୋଇଥିଲା  । ସେପଟେ ବିଜୟ ରୂପାଣୀ ଦଳର ନିଷ୍ପତ୍ତି ମୁତାବକ ଇସ୍ତଫା ଦେଇଥିବା ଘୋଣଣା କରିଥିଲେ  ।

ଆହୁରି ପଢ଼ନ୍ତୁ: ଯୌନ ନିର୍ଯାତନା ମାମଲାରୁ ଦୋଷମୁକ୍ତ ହେଲେ ପୂର୍ବତନ WFI ମୁଖ୍ୟ ବ୍ରିଜଭୂଷଣ ସିଂହ

ରବିବାର ବସିଥିବା ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ଭୂପେନ୍ଦ୍ର ଭାଇ ପଟେଲ ।  ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରହ୍ଲାଦ ଯୋଶୀ ଏହି ବୈଠକରେ  ଯୋଗଦେଇଥିଲେ। ବର୍ତ୍ତମାନ ଘାଟୋଲୋଡିଆ ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର ପଟେଲ । ଗତ ବିଧାନ ସଭା ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ବନ୍ଦୀଙ୍କଠାରୁ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: ମଧ୍ୟସ୍ଥି ତାଲିକାରୁ ପାକିସ୍ତାନକୁ ବାଦ୍ ଦେଲେ ଡୋନାଲ୍ଡ ଟ୍ରମ୍ପ, ଉଠିଲା ପକ୍ଷପାତିତାର ଅଭିଯୋଗ

12 Sep 2021 By The Sakala

ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର: ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି  ଭୂପେନ୍ଦ୍ର ପଟେଲ । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ବିଜେପି ବିଧାୟକ  ।  ବିଧାୟକ ଦଳ ବୈଠକରେ  ନେତା ନିର୍ବାଚିତ ହେବା ପରେ ଏବେ ଏନେଇ ସ୍ପଷ୍ଟ ହୋଇଛି  । ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ ।

ମୁଖ୍ୟମନ୍ତ୍ରୀ ପଦବୀରେ ବସିଥିବା ବିଜୟ ରୂପାଣୀ ପଦବୀରୁ ଅଚାନକ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ସେ ନେଇ ଚର୍ଚ୍ଚା ହୋଇଥିଲା  । ସେପଟେ ବିଜୟ ରୂପାଣୀ ଦଳର ନିଷ୍ପତ୍ତି ମୁତାବକ ଇସ୍ତଫା ଦେଇଥିବା ଘୋଣଣା କରିଥିଲେ  ।

ରବିବାର ବସିଥିବା ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ଭୂପେନ୍ଦ୍ର ଭାଇ ପଟେଲ ।  ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରହ୍ଲାଦ ଯୋଶୀ ଏହି ବୈଠକରେ  ଯୋଗଦେଇଥିଲେ। ବର୍ତ୍ତମାନ ଘାଟୋଲୋଡିଆ ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର ପଟେଲ । ଗତ ବିଧାନ ସଭା ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ବନ୍ଦୀଙ୍କଠାରୁ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର