ସରକାର ଗଢିବ ତାଲିବାନ

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଏହି ନୂଆ ସରକାରର ନେତୃତ୍ୱ ତାଲିବାନର ସହ-ସଂସ୍ଥାପକ ମୁଲ୍ଲା ବରାଦର ନେବେ । ଏପରିକି ଦୋହା […]

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଏହି ନୂଆ ସରକାରର ନେତୃତ୍ୱ ତାଲିବାନର ସହ-ସଂସ୍ଥାପକ ମୁଲ୍ଲା ବରାଦର ନେବେ । ଏପରିକି ଦୋହା ସ୍ଥିତ ତାଲିବାନର ରାଜନୖେତିକ କାର୍ଯ୍ୟାଳୟର ଚେୟାରମ୍ୟାନ୍ ମୁଲ୍ଲା ଅବଦୁଲ୍ ଗନି ବରାଦରଙ୍କୁ ସରକାରର ପ୍ରମୁଖ ଭାବେ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ମୁଲ୍ଲା ଅବଦୁଲ୍ ଙ୍କ ସହ ତାଲିବାନର ସଂସ୍ଥାପକ ମୁଲ୍ଲା ଉମର୍ ଙ୍କ ପୁଅ ମୁଲ୍ଳା ମହମ୍ମଦ ୟାକୁବ୍ ଓ ଶେର ମହମ୍ମଦ ଅବାସ୍ ଷ୍ଟେନକଜଇଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯିବ ବୋଲି ଜଣାପଡିଛି । ଏପରିକି ସମସ୍ତ ଟପ୍ ନେତା କାବୁଲରେ ପହଞ୍ଚିଥିବା ନେଇ ପ୍ରକାଶ କରିଛନ୍ତି ତାଲିବାନର ସୂଚନା ଓ ସଂସ୍କୃତି ଆୟୋଗର ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲାହ ସାମଗାନି । ସରକାର ଗଠନ ପାଇଁ ଆପୋଷ ବୁଝାମଣା ହୋଇଥିବା ବେଳେ ଏବେ ମନ୍ତ୍ରୀମଣ୍ଡଳକୁ ନେଇ ବିଚାର ବିର୍ମଶ ଚାଲିଛି । ଜଣେ ବରିଷ୍ଠ ତାଲିବାନୀ ଅଧିକାରୀ କହିଛନ୍ତି ଯେ ସଙ୍ଗଠନର ସୁପ୍ରିମ ଲିଡର ହିବତୁଲ୍ଲା ଅଖୁନ୍ଦଜାଦା ଧାର୍ମିକ ମାମଲା ଓ ଇସଲାମ ଅଧିନରେ ରାଜବ୍ୟବସ୍ଥାର ଢାଞ୍ଚା ପ୍ରସ୍ତୁତ କରିବେ । ଏପରିକି ସରକାରରେ ୧୨ ମୁସଲିମ୍ ବିଦ୍ୱାନଙ୍କ ସୁରା ବା ପରାମର୍ଶଦାତା ପରିଷଦ ସହ ୨୫ ମନ୍ତ୍ରୀ ରହିବେ ।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

04 Sep 2021 By The Sakala

ସରକାର ଗଢିବ ତାଲିବାନ

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଏହି ନୂଆ ସରକାରର ନେତୃତ୍ୱ ତାଲିବାନର ସହ-ସଂସ୍ଥାପକ ମୁଲ୍ଲା ବରାଦର ନେବେ । ଏପରିକି ଦୋହା ସ୍ଥିତ ତାଲିବାନର ରାଜନୖେତିକ କାର୍ଯ୍ୟାଳୟର ଚେୟାରମ୍ୟାନ୍ ମୁଲ୍ଲା ଅବଦୁଲ୍ ଗନି ବରାଦରଙ୍କୁ ସରକାରର ପ୍ରମୁଖ ଭାବେ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

ମୁଲ୍ଲା ଅବଦୁଲ୍ ଙ୍କ ସହ ତାଲିବାନର ସଂସ୍ଥାପକ ମୁଲ୍ଲା ଉମର୍ ଙ୍କ ପୁଅ ମୁଲ୍ଳା ମହମ୍ମଦ ୟାକୁବ୍ ଓ ଶେର ମହମ୍ମଦ ଅବାସ୍ ଷ୍ଟେନକଜଇଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯିବ ବୋଲି ଜଣାପଡିଛି । ଏପରିକି ସମସ୍ତ ଟପ୍ ନେତା କାବୁଲରେ ପହଞ୍ଚିଥିବା ନେଇ ପ୍ରକାଶ କରିଛନ୍ତି ତାଲିବାନର ସୂଚନା ଓ ସଂସ୍କୃତି ଆୟୋଗର ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲାହ ସାମଗାନି । ସରକାର ଗଠନ ପାଇଁ ଆପୋଷ ବୁଝାମଣା ହୋଇଥିବା ବେଳେ ଏବେ ମନ୍ତ୍ରୀମଣ୍ଡଳକୁ ନେଇ ବିଚାର ବିର୍ମଶ ଚାଲିଛି । ଜଣେ ବରିଷ୍ଠ ତାଲିବାନୀ ଅଧିକାରୀ କହିଛନ୍ତି ଯେ ସଙ୍ଗଠନର ସୁପ୍ରିମ ଲିଡର ହିବତୁଲ୍ଲା ଅଖୁନ୍ଦଜାଦା ଧାର୍ମିକ ମାମଲା ଓ ଇସଲାମ ଅଧିନରେ ରାଜବ୍ୟବସ୍ଥାର ଢାଞ୍ଚା ପ୍ରସ୍ତୁତ କରିବେ । ଏପରିକି ସରକାରରେ ୧୨ ମୁସଲିମ୍ ବିଦ୍ୱାନଙ୍କ ସୁରା ବା ପରାମର୍ଶଦାତା ପରିଷଦ ସହ ୨୫ ମନ୍ତ୍ରୀ ରହିବେ ।

https://www.thesakala.in/national-international/taliban-announce-new-government/article-5174
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର