କେଜେରିୱାଲ ସରକାର କରୁଛନ୍ତି ନୂତନ ଯୋଜନା, ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା କରୋନା ଟିକା !

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଟିକା ଦିଲ୍ଲୀବାସୀଙ୍କୁ ମାଗଣା ଯୋଗାଇବା ପାଇଁ ଯୋଜନା କରୁଛନ୍ତି। ଦିଲ୍ଲୀରେ ମାଗଣାରେ ବିଦ୍ୟୁତ୍ ଏବଂ ଜଳ ଭଳି ସମସ୍ତ ସୁବିଧା ଯୋଗାଇବା ପରେ କେଜରିୱାଲ ସରକାର ଏହି ମହାମାରୀ ସମୟରେ ମାଗଣା କରୋନା ଟିକା ଦେବାକୁ ଚିନ୍ତା କରୁଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଲ୍ଲୀବାସୀଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳବାର ଦିନ ବିଧାନସଭାରେ ବଜେଟ୍ ଉପସ୍ଥାପନ ବୋଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାର ସରକାରୀ ଘୋଷଣା […]

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଟିକା ଦିଲ୍ଲୀବାସୀଙ୍କୁ ମାଗଣା ଯୋଗାଇବା ପାଇଁ ଯୋଜନା କରୁଛନ୍ତି। ଦିଲ୍ଲୀରେ ମାଗଣାରେ ବିଦ୍ୟୁତ୍ ଏବଂ ଜଳ ଭଳି ସମସ୍ତ ସୁବିଧା ଯୋଗାଇବା ପରେ କେଜରିୱାଲ ସରକାର ଏହି ମହାମାରୀ ସମୟରେ ମାଗଣା କରୋନା ଟିକା ଦେବାକୁ ଚିନ୍ତା କରୁଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଲ୍ଲୀବାସୀଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳବାର ଦିନ ବିଧାନସଭାରେ ବଜେଟ୍ ଉପସ୍ଥାପନ ବୋଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାର ସରକାରୀ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ସୂଚନା ଅନୁଯାୟୀ, ଏ ବାବଦରେ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଦିଲ୍ଲୀରେ ସମସ୍ତ ଡାକ୍ତରଖାନାରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବ। ବାସ୍ତବରେ ଅନେକ ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ବଢିବାରେ ଲାଗିଛି। ଟିକା ଆସିବା ପରେ ମଧ୍ୟ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନାହିଁ। ଏହି ସମୟରେ, ଦିଲ୍ଲୀ ସରକାର ସମସ୍ତଙ୍କୁ ବିନା ମୂଲ୍ୟରେ କରୋନା ଟିକା ପ୍ରଦାନ କରିବାକୁ ବିଚାର କରୁଛନ୍ତି। ବର୍ତ୍ତମାନ ସମସ୍ତ ସରକାରୀ ଡାକ୍ତରଖାନାରେ ଏହି ଟିକା ମାଗଣା, କିନ୍ତୁ ଏହା ଆଗକୁ ଜାରି ରହିବ କି ନାହିଁ ତାହା ଦିଲ୍ଲୀ ସରକାର ନୁହେଁ କେନ୍ଦ୍ର ସରକାର ସ୍ଥିର କରିବେ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର