କାବୁଲ ଏୟାରପୋର୍ଟ ବାହାରେ ସିରିଜ୍ ବିସ୍ଫୋରଣ, ଆଇଏସଆଇଏସ ହାତ ଥିବା କହିଲା ତାଲିବାନ
କାବୁଲ : ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସେଠାରେ ପରିସ୍ଥିତ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ କାବୁଲର ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି । କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ନାକୁ ଆସିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ସେପଟେ ବିସ୍ଫୋରଣରେ […]
କାବୁଲ : ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସେଠାରେ ପରିସ୍ଥିତ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ କାବୁଲର ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି । କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ନାକୁ ଆସିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ସେପଟେ ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୫ ଆହତ ହୋଇଥିବା କୁହାଯାଉଛି ।ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ଓ ଶିଶୁ ଥିବା କୁହାଯାଉଛି ।
#UPDATE | "Explosion near the Abbey Gate of the Kabul airport has resulted in an unknown number of casualties," tweets John Kirby, Assistant to the Secretary of Defense for Public Affairs, the US #Afghanistan pic.twitter.com/VpTf5U4lbI
ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ— ANI (@ANI) August 26, 2021
ପେଣ୍ଟାଗନ ମୁଖପାତ୍ର ଜନ କର୍ବି କହିଛନ୍ତି ଯେ ପ୍ରଥମ ବିସ୍ଫୋରଣଟି ଆବେ ଗେଟ ନିକଟରେ ଓ ଦ୍ବିତୀୟ ବିସ୍ଫୋରଣଟି ଆବେ ଗେଟ ନିକଟରେ ଥିବା ବାରନ ହୋଟେଲ ଆଗରେ ହୋଇଥିଲା । ମୃତକଙ୍କ ମଧ୍ୟରେ ଉଭୟ ଆଫଗାନ ଓ ଆମେରିକୀୟ ନାଗରିକ ଅଛନ୍ତି।ଅନ୍ୟପଟେ ଏହି ସିରିଜ୍ ବିସ୍ଫୋରଣରେ ଆଇଏସଆଇଏସର ହାତ ଥିବା ତାଲିବାନ ଅଭିଯୋଗ କରିଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଘଟଣାକୁ ଆତଙ୍କୀ ଆକ୍ରମଣ ବୋଲି କହିବା ସହିତ ଆଇଏସଆଇଏସ ଏହା ପଛରେ ରହିଥିବା ଅଭିଯୋଗ କରିଛନ୍ତି । ବିଶ୍ୱ ଶାନ୍ତି ପାଇଁ ତାଲିବାନ ବଦ୍ଧ ପରିକର ଏବଂ କୌଣସି ପରସ୍ଥିତିରେ ଆତଙ୍କବାଦକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମୁଜାହିଦ କହିଛନ୍ତି । ଏହା ସହିତ ଏଭଳି ଆକ୍ରମଣ ପାଇଁ ପୂର୍ବରୁ ଆମେରିକା ଚେତାଇ ଦେଇଥିଲା ବୋଲି ମୁଜାହିଦ ପ୍ରକାଶ କରିଛନ୍ତି ।
VIDEO: People being rushed to the hospital following reported suicide bomber attack at Kabul airport.
— Election Wizard (@ElectionWiz) August 26, 2021
ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ଆଫଗାନିସ୍ତାନ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ହଜାର ହଜାର ଆଫଗାନ ଲୋକ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ଫଳରେ କାବୁଲ ବିମାନବନ୍ଦରରେ ଏବେ ପ୍ରବଳ ଗହଳି ରହିଛି । ଏ ପରିସ୍ଥିତିରେ ଆଜି ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । କିଛି ଦିନ ତଳେ ଆମେରିକାର ଗୁଇନ୍ଦା ସଂସ୍ଥା କାବୁଲ ବିମାନବନ୍ଦରରେ ବିସ୍ଫୋରଣ ହୋଇପାରେ ବୋଲି ସତର୍କତା ଜାରି କରିଥିଲା ।
କାବୁଲ ଏୟାରପୋର୍ଟ ବାହାରେ ସିରିଜ୍ ବିସ୍ଫୋରଣ, ଆଇଏସଆଇଏସ ହାତ ଥିବା କହିଲା ତାଲିବାନ
କାବୁଲ : ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ସେଠାରେ ପରିସ୍ଥିତ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନ ସଙ୍କଟ ମଧ୍ୟରେ କାବୁଲର ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ଘଟିଛି । କାବୁଲର ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ନାକୁ ଆସିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ସେପଟେ ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୫ ଆହତ ହୋଇଥିବା କୁହାଯାଉଛି ।ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ଓ ଶିଶୁ ଥିବା କୁହାଯାଉଛି ।
#UPDATE | "Explosion near the Abbey Gate of the Kabul airport has resulted in an unknown number of casualties," tweets John Kirby, Assistant to the Secretary of Defense for Public Affairs, the US #Afghanistan pic.twitter.com/VpTf5U4lbI
— ANI (@ANI) August 26, 2021

About The Author