କାବୁଲ୍‌ରେ ଖୋଲିଲା ମଲ୍, ହୋଟେଲ ଓ ବଜାର

The Sakala Picture
Published On

କାବୁଲ: ତାଲିବାନ ଦଖଲର ୭ ଦିନ ପରେ କାବୁଲର ବଜାର ଖୋଲିବା ଆରମ୍ଭ କରିଛି। ସହରର ମଲ୍, ହୋଟେଲ, ମାଂସ-ପନିପରିବା-ଶସ୍ୟ ବଜାର, ଗ୍ରୋସରୀ ଷ୍ଟୋର୍ ଏବଂ ସପିଂ ପାଇଁ ସବୁଠାରୁ ପ୍ରସିଦ୍ଧ ଗୁଲବର୍ ସେଣ୍ଟରରେ ସପିଂ ପାଇଁ ଲୋକେ ଭିଡ଼ ଜମାଇଥିଲେ। ଏମିତିକି ରାସ୍ତା କଡ଼ରେ ଥିବା ଆଇସକ୍ରିମ ବିକ୍ରେତାମାନେ ସେମାନଙ୍କର ବେପାରକୁ ଫେରିଆସିଛନ୍ତି। କାବୁଲର ସବୁଠାରୁ ପ୍ରସିଦ୍ଧ ମଲ୍ ଗୁଲବର ସେଣ୍ଟର ଆଜି ଖୋଲିବା ପରେ ସେଠାରେ ଳୋକଙ୍କ ଗହଳି ଆରମ୍ଭ ହୋଇଛି। ମଲରେ ଥିବା […]

କାବୁଲ: ତାଲିବାନ ଦଖଲର ୭ ଦିନ ପରେ କାବୁଲର ବଜାର ଖୋଲିବା ଆରମ୍ଭ କରିଛି। ସହରର ମଲ୍, ହୋଟେଲ, ମାଂସ-ପନିପରିବା-ଶସ୍ୟ ବଜାର, ଗ୍ରୋସରୀ ଷ୍ଟୋର୍ ଏବଂ ସପିଂ ପାଇଁ ସବୁଠାରୁ ପ୍ରସିଦ୍ଧ ଗୁଲବର୍ ସେଣ୍ଟରରେ ସପିଂ ପାଇଁ ଲୋକେ ଭିଡ଼ ଜମାଇଥିଲେ। ଏମିତିକି ରାସ୍ତା କଡ଼ରେ ଥିବା ଆଇସକ୍ରିମ ବିକ୍ରେତାମାନେ ସେମାନଙ୍କର ବେପାରକୁ ଫେରିଆସିଛନ୍ତି।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

କାବୁଲର ସବୁଠାରୁ ପ୍ରସିଦ୍ଧ ମଲ୍ ଗୁଲବର ସେଣ୍ଟର ଆଜି ଖୋଲିବା ପରେ ସେଠାରେ ଳୋକଙ୍କ ଗହଳି ଆରମ୍ଭ ହୋଇଛି। ମଲରେ ଥିବା ୭୦ ପ୍ରତିଶତରୁ ଅଧିକ ଦୋକାନ ଖୋଲା ରହିଛି। ତଳ ମହଲାରେ ଥିବା ଫୁଡ୍‌ କୋର୍ଟରେ ୨୫-୩୦ ଲୋକ ଖାଦ୍ୟ ଖାଉଥ଄ବା ଦେଖିବାକୁ ମିଳିଛି। ଅଧାରୁ ଅଧିକ ଚେୟାର ଖାଲି ଅଛି। ପୂର୍ବରୁ ଶନିବାର ସନ୍ଧ୍ୟାରେ ଏଠାରେ ବସିବାର ସ୍ଥାନ ନ ଥିଲା। ୨୨ ଅଗଷ୍ଟ, ରବିବାର ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ କାବୁଲର ଏହି ଖୋଲା ବଜାର କାର ପାର୍କିଂ କରିବାକୁ ସ୍ଥାନ ନ ଥÒଲା। ତେବେ ଆଫଗାନିସ୍ଥାନରେ ଏ ଯାଏ ବିଦ୍ୟାଳୟ ଏବଂ ବ୍ୟାଙ୍କ ଓ ଟଙ୍କା ବିନିମୟ କେନ୍ଦ୍ର ଖୋଳିପାରିନାହିଁ। ସହରର ଆନ୍ତର୍ଜାତୀୟ ଇଂରାଜୀ ଭାଷା ପ୍ରତିଷ୍ଠାନରୁ ୩ ଦିନରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ୯ଟି ବିଦ୍ୟାଳୟକୁ ଯାଇଥିଲୁ, କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସିଟି ଖୋଲା ନାହିଁ। କିଛି ଦିନ ପୂର୍ବରୁ ତାଲିବାନ ସରକାର ଝିଅମାନେ ସ୍କୁଲ ଯାଉଥିବା ଏକ ଚିତ୍ର ପ୍ରକାଶ କରିଥିଲେ, କିନ୍ତୁ କାବୁଲରେ ଏପର୍ଯ୍ୟନ୍ତ କୌ ଣସି ବିଦ୍ୟାଳୟ ଖୋଲା ହୋଇନାହିଁ। ୱେଷ୍ଟର୍ଣ୍ଣ ୟୁନିଅନ୍, ମନି ଗ୍ରାମ, ଏକ୍ସପ୍ରେସ ମନି ସମେତ କାବୁଲର ସମସ୍ତ ବ୍ୟାଙ୍କ ବନ୍ଦ ରହିଛି। ବ୍ୟାଙ୍କ ସୁରକ୍ଷା କର୍ମଙ୍କ ଉତ୍ତର ହେଉଛି, ବ୍ୟାଙ୍କର କର୍ମଚାରୀମାନେ ନାହାଁନ୍ତି। ଅନ୍ୟପକ୍ଷରେ ବୁଧବାରଠାରୁ ବ୍ୟାଙ୍କ ଖୋଲାଯିବ ବୋଲି ତାଲିବାନ୍ ଘୋଷଣା କରିଥÒଲେ ସୁଦ୍ଧା ଏହା ଆଜି ଖୋଲିନାହିଁ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

26 Aug 2021 By The Sakala

କାବୁଲ୍‌ରେ ଖୋଲିଲା ମଲ୍, ହୋଟେଲ ଓ ବଜାର

କାବୁଲ: ତାଲିବାନ ଦଖଲର ୭ ଦିନ ପରେ କାବୁଲର ବଜାର ଖୋଲିବା ଆରମ୍ଭ କରିଛି। ସହରର ମଲ୍, ହୋଟେଲ, ମାଂସ-ପନିପରିବା-ଶସ୍ୟ ବଜାର, ଗ୍ରୋସରୀ ଷ୍ଟୋର୍ ଏବଂ ସପିଂ ପାଇଁ ସବୁଠାରୁ ପ୍ରସିଦ୍ଧ ଗୁଲବର୍ ସେଣ୍ଟରରେ ସପିଂ ପାଇଁ ଲୋକେ ଭିଡ଼ ଜମାଇଥିଲେ। ଏମିତିକି ରାସ୍ତା କଡ଼ରେ ଥିବା ଆଇସକ୍ରିମ ବିକ୍ରେତାମାନେ ସେମାନଙ୍କର ବେପାରକୁ ଫେରିଆସିଛନ୍ତି।

କାବୁଲର ସବୁଠାରୁ ପ୍ରସିଦ୍ଧ ମଲ୍ ଗୁଲବର ସେଣ୍ଟର ଆଜି ଖୋଲିବା ପରେ ସେଠାରେ ଳୋକଙ୍କ ଗହଳି ଆରମ୍ଭ ହୋଇଛି। ମଲରେ ଥିବା ୭୦ ପ୍ରତିଶତରୁ ଅଧିକ ଦୋକାନ ଖୋଲା ରହିଛି। ତଳ ମହଲାରେ ଥିବା ଫୁଡ୍‌ କୋର୍ଟରେ ୨୫-୩୦ ଲୋକ ଖାଦ୍ୟ ଖାଉଥ଄ବା ଦେଖିବାକୁ ମିଳିଛି। ଅଧାରୁ ଅଧିକ ଚେୟାର ଖାଲି ଅଛି। ପୂର୍ବରୁ ଶନିବାର ସନ୍ଧ୍ୟାରେ ଏଠାରେ ବସିବାର ସ୍ଥାନ ନ ଥିଲା। ୨୨ ଅଗଷ୍ଟ, ରବିବାର ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ କାବୁଲର ଏହି ଖୋଲା ବଜାର କାର ପାର୍କିଂ କରିବାକୁ ସ୍ଥାନ ନ ଥÒଲା। ତେବେ ଆଫଗାନିସ୍ଥାନରେ ଏ ଯାଏ ବିଦ୍ୟାଳୟ ଏବଂ ବ୍ୟାଙ୍କ ଓ ଟଙ୍କା ବିନିମୟ କେନ୍ଦ୍ର ଖୋଳିପାରିନାହିଁ। ସହରର ଆନ୍ତର୍ଜାତୀୟ ଇଂରାଜୀ ଭାଷା ପ୍ରତିଷ୍ଠାନରୁ ୩ ଦିନରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ୯ଟି ବିଦ୍ୟାଳୟକୁ ଯାଇଥିଲୁ, କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସିଟି ଖୋଲା ନାହିଁ। କିଛି ଦିନ ପୂର୍ବରୁ ତାଲିବାନ ସରକାର ଝିଅମାନେ ସ୍କୁଲ ଯାଉଥିବା ଏକ ଚିତ୍ର ପ୍ରକାଶ କରିଥିଲେ, କିନ୍ତୁ କାବୁଲରେ ଏପର୍ଯ୍ୟନ୍ତ କୌ ଣସି ବିଦ୍ୟାଳୟ ଖୋଲା ହୋଇନାହିଁ। ୱେଷ୍ଟର୍ଣ୍ଣ ୟୁନିଅନ୍, ମନି ଗ୍ରାମ, ଏକ୍ସପ୍ରେସ ମନି ସମେତ କାବୁଲର ସମସ୍ତ ବ୍ୟାଙ୍କ ବନ୍ଦ ରହିଛି। ବ୍ୟାଙ୍କ ସୁରକ୍ଷା କର୍ମଙ୍କ ଉତ୍ତର ହେଉଛି, ବ୍ୟାଙ୍କର କର୍ମଚାରୀମାନେ ନାହାଁନ୍ତି। ଅନ୍ୟପକ୍ଷରେ ବୁଧବାରଠାରୁ ବ୍ୟାଙ୍କ ଖୋଲାଯିବ ବୋଲି ତାଲିବାନ୍ ଘୋଷଣା କରିଥÒଲେ ସୁଦ୍ଧା ଏହା ଆଜି ଖୋଲିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର