ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ମାଓବାଦୀ ନିହତ, ଜଣେ ଯବାନ ସହିଦ
ଛତିଶଗଡ଼: ଏନକାଉଣ୍ଟରରେ ୫ ମାଓବାଦୀ ନିହତ । ବିଜାପୁର-ଦନ୍ତେୱାଡ଼ା ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୫ ମାଓବାଦୀ । ଗାଙ୍ଗାଲୁର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
03 Dec 2025
By Madhusudan Das

https://www.thesakala.in/national-international/5-naxalites-killed-in-bijapur-in-police-encounter/article-43385