ରାଜନୀତିରୁ ବିଦାୟ ନେଲେ ଭାଜପାର ବାବୁଲ ସୁପ୍ରିୟୋ

The Sakala Picture
Published On

ଲୋକପ୍ରିୟ ଗାୟକ ତଥା ଭାଜପା ସରକାରଙ୍କର କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି । ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଦେଇଛନ୍ତି ସୂଚନା। ରାଜନୀତି ବିନା ମଧ୍ୟ ଏହି କାମ ସମ୍ଭବ ବୋଲି ସେ କହିଛନ୍ତି। କିଛିଦିନରୁ ଏନେଇ ଚର୍ଚ୍ଚା ହେଉଥିଲେ ହେଁ ଏତେ ଶୀଘ୍ର ସେ ରାଜନୀତି ଛାଡ଼ି ନ ପାରନ୍ତି ବୋଲି କୁହାଯାଉଥିଲା । ହେଲେ ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ […]

ଲୋକପ୍ରିୟ ଗାୟକ ତଥା ଭାଜପା ସରକାରଙ୍କର କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି । ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଦେଇଛନ୍ତି ସୂଚନା। ରାଜନୀତି ବିନା ମଧ୍ୟ ଏହି କାମ ସମ୍ଭବ ବୋଲି ସେ କହିଛନ୍ତି। କିଛିଦିନରୁ ଏନେଇ ଚର୍ଚ୍ଚା ହେଉଥିଲେ ହେଁ ଏତେ ଶୀଘ୍ର ସେ ରାଜନୀତି ଛାଡ଼ି ନ ପାରନ୍ତି ବୋଲି କୁହାଯାଉଥିଲା । ହେଲେ ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

31 Jul 2021 By The Sakala

ରାଜନୀତିରୁ ବିଦାୟ ନେଲେ ଭାଜପାର ବାବୁଲ ସୁପ୍ରିୟୋ

ଲୋକପ୍ରିୟ ଗାୟକ ତଥା ଭାଜପା ସରକାରଙ୍କର କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି । ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଦେଇଛନ୍ତି ସୂଚନା। ରାଜନୀତି ବିନା ମଧ୍ୟ ଏହି କାମ ସମ୍ଭବ ବୋଲି ସେ କହିଛନ୍ତି। କିଛିଦିନରୁ ଏନେଇ ଚର୍ଚ୍ଚା ହେଉଥିଲେ ହେଁ ଏତେ ଶୀଘ୍ର ସେ ରାଜନୀତି ଛାଡ଼ି ନ ପାରନ୍ତି ବୋଲି କୁହାଯାଉଥିଲା । ହେଲେ ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର