ଆଇନକ୍ସ ପକ୍ଷରୁ ବଡ଼ ଘୋଷଣା: ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଟିକେଟ୍, ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ ଦେଖିବେ ଏକ ବର୍ଷ ପାଇଁ ମାଗଣା ଚଳଚ୍ଚିତ୍ର

The Sakala Picture
Published On

ନୂଆଦିଲ୍ଲୀ: ଅଲିମ୍ପିଆନ ମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କମ୍ପାନୀମାନେ ଆଗେଇ ଆସୁଛନ୍ତି। କିଏ ପଦକ ବିଜେତାଙ୍କ ପାଇଁ ଆଜୀବନ ମାଗଣା ପିଜା ଘୋଷଣା କରିଥିବା ବେଳେ। ବିଭିନ୍ନ କମ୍ପାନୀ ଅଲିମ୍ପିଆନଙ୍କ ପାଇଁ ଦମଦାର ଅଫରମାନ ଆଣୁଛନ୍ତି। ବର୍ତ୍ତମାନ ଆଇନକ୍ସ ସିନେମା ମଧ୍ୟ ଭାରତୀୟ ଦଳ ପାଇଁ ଏକ ବଡ଼ ଘୋଷଣା କରିଛି। ସମସ୍ତ ପଦକ ବିଜେତାଙ୍କୁ ଆଇନକ୍ସ ଆଜୀବନ ମାଗଣା ଚଳଚ୍ଚିତ୍ର ଟିକେଟ୍ ଯୋଗାଇବ। ଏହାସହିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ ଆଇନକ୍ସରେ ଏକ ବର୍ଷ […]

ନୂଆଦିଲ୍ଲୀ: ଅଲିମ୍ପିଆନ ମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କମ୍ପାନୀମାନେ ଆଗେଇ ଆସୁଛନ୍ତି। କିଏ ପଦକ ବିଜେତାଙ୍କ ପାଇଁ ଆଜୀବନ ମାଗଣା ପିଜା ଘୋଷଣା କରିଥିବା ବେଳେ। ବିଭିନ୍ନ କମ୍ପାନୀ ଅଲିମ୍ପିଆନଙ୍କ ପାଇଁ ଦମଦାର ଅଫରମାନ ଆଣୁଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବର୍ତ୍ତମାନ ଆଇନକ୍ସ ସିନେମା ମଧ୍ୟ ଭାରତୀୟ ଦଳ ପାଇଁ ଏକ ବଡ଼ ଘୋଷଣା କରିଛି। ସମସ୍ତ ପଦକ ବିଜେତାଙ୍କୁ ଆଇନକ୍ସ ଆଜୀବନ ମାଗଣା ଚଳଚ୍ଚିତ୍ର ଟିକେଟ୍ ଯୋଗାଇବ। ଏହାସହିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ ଆଇନକ୍ସରେ ଏକ ବର୍ଷ ପାଇଁ ମାଗଣା ଚଳଚ୍ଚିତ୍ର ଦେଖିପାରିବେ। ଏନେଇ ଆଇନକ୍ସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ସୂଚନା ଅନୁଯାୟୀସ ନିକଟରେ ମୀରବାଈ ଚାନୁ ଟୋକିଓ ଅଲିମ୍ପିକ୍ସରରେ ଭାରୋତ୍ତୋଳନରେ  ରୌପ୍ୟ ପଦକ ଜିତିଛନ୍ତି।  ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କ ପାଇଁ ଡୋମିନୋସ୍‌ ଆଜୀବନ ମାଗଣା ପିଜ୍ଜା ଘୋଷଣା କରିଥିଲା।  ମୀରାମାଈ ଚାନୁ ଘରେ ପହଞ୍ଚିବା ମାତ୍ରେ ଡୋମିନୋସ୍‌ ପକ୍ଷରୁ ତାଙ୍କୁ ପାଖରେ ପିଜ୍ଜା ଆସି ପହଞ୍ଚି ଯାଇଥିଲା।

28 Jul 2021 By The Sakala

ଆଇନକ୍ସ ପକ୍ଷରୁ ବଡ଼ ଘୋଷଣା: ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଟିକେଟ୍, ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ ଦେଖିବେ ଏକ ବର୍ଷ ପାଇଁ ମାଗଣା ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଅଲିମ୍ପିଆନ ମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କମ୍ପାନୀମାନେ ଆଗେଇ ଆସୁଛନ୍ତି। କିଏ ପଦକ ବିଜେତାଙ୍କ ପାଇଁ ଆଜୀବନ ମାଗଣା ପିଜା ଘୋଷଣା କରିଥିବା ବେଳେ। ବିଭିନ୍ନ କମ୍ପାନୀ ଅଲିମ୍ପିଆନଙ୍କ ପାଇଁ ଦମଦାର ଅଫରମାନ ଆଣୁଛନ୍ତି।

ବର୍ତ୍ତମାନ ଆଇନକ୍ସ ସିନେମା ମଧ୍ୟ ଭାରତୀୟ ଦଳ ପାଇଁ ଏକ ବଡ଼ ଘୋଷଣା କରିଛି। ସମସ୍ତ ପଦକ ବିଜେତାଙ୍କୁ ଆଇନକ୍ସ ଆଜୀବନ ମାଗଣା ଚଳଚ୍ଚିତ୍ର ଟିକେଟ୍ ଯୋଗାଇବ। ଏହାସହିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ ଆଇନକ୍ସରେ ଏକ ବର୍ଷ ପାଇଁ ମାଗଣା ଚଳଚ୍ଚିତ୍ର ଦେଖିପାରିବେ। ଏନେଇ ଆଇନକ୍ସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀସ ନିକଟରେ ମୀରବାଈ ଚାନୁ ଟୋକିଓ ଅଲିମ୍ପିକ୍ସରରେ ଭାରୋତ୍ତୋଳନରେ  ରୌପ୍ୟ ପଦକ ଜିତିଛନ୍ତି।  ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କ ପାଇଁ ଡୋମିନୋସ୍‌ ଆଜୀବନ ମାଗଣା ପିଜ୍ଜା ଘୋଷଣା କରିଥିଲା।  ମୀରାମାଈ ଚାନୁ ଘରେ ପହଞ୍ଚିବା ମାତ୍ରେ ଡୋମିନୋସ୍‌ ପକ୍ଷରୁ ତାଙ୍କୁ ପାଖରେ ପିଜ୍ଜା ଆସି ପହଞ୍ଚି ଯାଇଥିଲା।

https://www.thesakala.in/national-international/inox-offers-free-lifetime-movie-tickets-to-indias-medal-winners-at-tokyo-olympics-2020/article-4173
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର