ପାକିସ୍ତାନକୁ କଡ଼ା ବାର୍ତ୍ତା; ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭୁଜ ଏୟାରବେସରେ ପହଞ୍ଚି ଯବାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ବାୟୁସେନା ଯୋଦ୍ଧାଙ୍କ ସହିତ କଥା ହୋଇ ବୀରତ୍ବକୁ ସଲାମ କରିଥିଲେ । ଏହି ସମୟରେ ବାୟୁସେନା ପ୍ରମୁଖ ଏୟାର ମାର୍ଶଲ ଏପି.ସିଂ ମଧ୍ୟ ରାଜନାଥ ସିଂହଙ୍କ ସହିତ ଉପସ୍ଥିତ ରହିଥିଲେ । ତେବେ ଭୁଜ୍ ଏୟାରବେସକୁ ପାକିସ୍ତାନ ଧ୍ବଂସ କରିଥିବା ଦାବି କରୁଥିଲା । ଏଠାରେ ପହଞ୍ଚି ଏହା ମିଛ ବୋଲି ପ୍ରମାଣିତ କରିଛନ୍ତି ରାଜନାଥ […]

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭୁଜ ଏୟାରବେସରେ ପହଞ୍ଚି ଯବାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ବାୟୁସେନା ଯୋଦ୍ଧାଙ୍କ ସହିତ କଥା ହୋଇ ବୀରତ୍ବକୁ ସଲାମ କରିଥିଲେ । ଏହି ସମୟରେ ବାୟୁସେନା ପ୍ରମୁଖ ଏୟାର ମାର୍ଶଲ ଏପି.ସିଂ ମଧ୍ୟ ରାଜନାଥ ସିଂହଙ୍କ ସହିତ ଉପସ୍ଥିତ ରହିଥିଲେ । ତେବେ ଭୁଜ୍ ଏୟାରବେସକୁ ପାକିସ୍ତାନ ଧ୍ବଂସ କରିଥିବା ଦାବି କରୁଥିଲା । ଏଠାରେ ପହଞ୍ଚି ଏହା ମିଛ ବୋଲି ପ୍ରମାଣିତ କରିଛନ୍ତି ରାଜନାଥ ସିଂହ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଗୁଜରାଟ ଭୁଜ ଏୟାରବେସରେ ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି । ବ୍ରହ୍ମୋସ ମିସାଇଲର ତାକତକୁ ପାକିସ୍ତାନ ସ୍ବୀକାର କରିସାରିଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି । ଗତକାଲି ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ରାଜନାଥ । ଗୁରୁବାର ଦିନ ଜମ୍ମୁ କଶ୍ମୀରର ଶ୍ରୀନଗର ଯାତ୍ରା କରି ସେନା ଯବାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀନଗରରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଥିଲେ । ସେ କହିଥିଲେ, ପାକିସ୍ତାନ ଆତଙ୍କବାଦୀକୁ ଆଶ୍ରୟ ଦେବା ବନ୍ଦ କରୁ । ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର