୧୪ ସ୍ଥାନୀୟ ଆତଙ୍କୀଙ୍କ ଲିଷ୍ଟ ଜାରି କଲା ଭାରତ…

The Sakala Picture
Published On

ନୂଆଦିଲ୍ଲୀ: ଘାଟି ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଗଲା ଆତଙ୍କବାଦୀଙ୍କ କାଉଣ୍ଟ ଡାଉନ୍।  ପହଲଗାମ୍‌ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନର୍କର ବାଟ ଦେଖାଇ ସାରିଛି ଭାରତୀୟ ସେନା । ଏବେ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆକ୍ଟିଭ ଥିବା ୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି । ସେନା […]

ନୂଆଦିଲ୍ଲୀ: ଘାଟି ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଗଲା ଆତଙ୍କବାଦୀଙ୍କ କାଉଣ୍ଟ ଡାଉନ୍।  ପହଲଗାମ୍‌ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନର୍କର ବାଟ ଦେଖାଇ ସାରିଛି ଭାରତୀୟ ସେନା । ଏବେ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆକ୍ଟିଭ ଥିବା ୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ସେନା ପକ୍ଷରୁ ଘାଟିରେ ଆକ୍ଟିଭ ଥିବା ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି । ଏମାନଙ୍କ ସମ୍ପୂର୍ଣ୍ଣ ଡାଟା ଏବେ ସେନା ପାଖରେ ରହିଛି ।  ସେନା ଲିଷ୍ଟ ଅନୁସାରେ ଅବନ୍ତିପୁରାରେ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆକ୍ଟିଭ ଅଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈସର ଦୁଇ ଜଣ ଲେଖାଏଁ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୋଫିୟାନାରେ ହିଜବୁଲଓ ଜଣେ, ଲସ୍କରର ୪ ଜଣ, ଅନନ୍ତନାଗରେ ହିଜବୁଲର ୨ ଜଣ, କୁଲଗାଓଁରେ ଲସ୍କରର ଜଣେ ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

 

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର