ଦେଶରେ ଜୁଲାଇ ୪ ତାରିଖରୁ ଆସି ସାରିଛି କରୋନାର ତୃତୀୟ ଲହର !

The Sakala Picture
Published On

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ବିଶିଷ୍ଟ ବୖେଜ୍ଞାନିକ ଦାବି କରିଛନ୍ତି କି ଜୁଲାଇ ୪ ତାରିଖରୁ ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଛି ବୋଲି । ଜଣାଶୁଣା ଭୗେତିକ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ଗତ ୧୫ ମାସର ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ହାରକୁ ଦେଖି ଏଭଳି ଆକଳନ କରିଛନ୍ତି । ବୖେଜ୍ଞାନିକ ଶ୍ରୀବାସ୍ତବ କହିଛନ୍ତି ଯେ ଜୁଲାଇ ୪ ତାରିଖରୁ କରୋନା ସଂକ୍ରମଣର ନୂଆ ମାମଲା ଏବଂ ମୃତ୍ୟୁ ହାର ସୂଚାଇ ଦେଉଛି ଯେ ଦେଶରେ […]

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ବିଶିଷ୍ଟ ବୖେଜ୍ଞାନିକ ଦାବି କରିଛନ୍ତି କି ଜୁଲାଇ ୪ ତାରିଖରୁ ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଛି ବୋଲି । ଜଣାଶୁଣା ଭୗେତିକ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ଗତ ୧୫ ମାସର ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ହାରକୁ ଦେଖି ଏଭଳି ଆକଳନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ବୖେଜ୍ଞାନିକ ଶ୍ରୀବାସ୍ତବ କହିଛନ୍ତି ଯେ ଜୁଲାଇ ୪ ତାରିଖରୁ କରୋନା ସଂକ୍ରମଣର ନୂଆ ମାମଲା ଏବଂ ମୃତ୍ୟୁ ହାର ସୂଚାଇ ଦେଉଛି ଯେ ଦେଶରେ ତୃତୀୟ ପ୍ରବାହ ଆସିସାରିଛି। ଏହି ରେଟ୍ ଫେବୃଆରୀ ୨୦୨୧ର ପ୍ରଥମ ସପ୍ତାହ ଭଳି ରହିଛି । ସେ ସମୟରେ କରୋନାର ଦ୍ୱିତୀୟ ପ୍ରବାହ ଦେଶରେ ପଶିଥିଲା । ଯାହା ଏପ୍ରିଲରେ ଶିଖରରେ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଶ୍ରୀବାସ୍ତବ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ କରୋନା ପ୍ରୋଟୋକଲ୍ ଠିକ୍ ଭାବେ ଅନୁସରଣ ନକରନ୍ତି, ତେବେ ତୃତୀୟ ଲହର ପିକ୍ ଧରିପାରେ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ପରିମଳ, ମାସ୍କ ପିନ୍ଧିବା ଏବଂ ଟୀକାକରଣ ଭଳି ପ୍ରୋଟୋକଲକୁ କଡାକଡି ଭାବେ ଅନୁସରଣ କରିବାକୁ ପଡିବ ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

କରୋନାର ପ୍ରାୟ ୪୬୧ ଦିନର ଡେଥ୍ ରେଟର ବିଶ୍ଳେଷଣକୁ ଆଧାର କରି ଡକ୍ଟର ଶ୍ରୀବାସ୍ତବ ତିନୋଟି ମେଟ୍ରିକ୍ସ ପ୍ରସ୍ତୁତ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ମେଟ୍ରିକ୍ସ ସୂଚିତ କରେ ଯେ କରୋନାର ତୃତୀୟ ପ୍ରବାହ ଜୁଲାଇ ୪ରେ ପହଞ୍ଚିଛି । ସେ ଏହି ମେଟ୍ରିକର ନାମ କୋଭିଡ-୧୯ ‘ଡେଲି ଡେଥ୍ ଲୋଡ୍(ଡିଡିଏଲ୍) ନାମ ରଖାଯାଇଛି । ସେ ପ୍ରତି ୨୪ ଘଣ୍ଟାରେ ଡିଡିଏଲକୁ କାଲକୁଲେଟ୍ କରିଥିଲେ ।

ଏହି ଅଧ୍ୟୟନ ଏଭଳି ଏକ ସମୟରେ ଆସିଛି ଯେତେବେଳେ ସରକାର କ୍ରମାଗତ ଭାବରେ ଲୋକଙ୍କୁ କୋଭିଡ ନିୟମାବଳୀ ମାନିବାକୁ ନିବେଦନ କରୁଛନ୍ତି। ଏମିତିକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଇଛି ଯେ ଲୋକମାନେ ବର୍ତ୍ତମାନ ସତର୍କ ରହିବା ନିହାତି ଆବଶ୍ୟକ। କାରଣ କରୋନା ସରିନାହିଁ । ହେଲେ ମାର୍କେଟ୍ ଓ ହିଲ୍ ଷ୍ଟେସନ ଗୁଡିକରେ ଯେପରି ଜନସମାଗମ ହେଉଛି ତାହାକୁ ଦେଖିଲେ ଲାଗୁଛି ଯେପରି ଲୋକମାନେ ଭାବୁଛନ୍ତି କରୋନା ସରିଯାଇଛି ବୋଲି ।

ତେବେ ଯଦି ଲୋକମାନେ ଏଭଳି ମନୋଭାବ ପରିବର୍ତ୍ତନ ନକରନ୍ତି ତାହେଲେ କୋହଳ ହୋଇଥିବା କଟକଣା ଗୁଡିକୁ ପୁଣି ପ୍ରତ୍ୟାହାର କରାଯାଇପାରେ ।

12 Jul 2021 By The Sakala

ଦେଶରେ ଜୁଲାଇ ୪ ତାରିଖରୁ ଆସି ସାରିଛି କରୋନାର ତୃତୀୟ ଲହର !

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ବିଶିଷ୍ଟ ବୖେଜ୍ଞାନିକ ଦାବି କରିଛନ୍ତି କି ଜୁଲାଇ ୪ ତାରିଖରୁ ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଛି ବୋଲି । ଜଣାଶୁଣା ଭୗେତିକ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ଗତ ୧୫ ମାସର ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ହାରକୁ ଦେଖି ଏଭଳି ଆକଳନ କରିଛନ୍ତି ।

ବୖେଜ୍ଞାନିକ ଶ୍ରୀବାସ୍ତବ କହିଛନ୍ତି ଯେ ଜୁଲାଇ ୪ ତାରିଖରୁ କରୋନା ସଂକ୍ରମଣର ନୂଆ ମାମଲା ଏବଂ ମୃତ୍ୟୁ ହାର ସୂଚାଇ ଦେଉଛି ଯେ ଦେଶରେ ତୃତୀୟ ପ୍ରବାହ ଆସିସାରିଛି। ଏହି ରେଟ୍ ଫେବୃଆରୀ ୨୦୨୧ର ପ୍ରଥମ ସପ୍ତାହ ଭଳି ରହିଛି । ସେ ସମୟରେ କରୋନାର ଦ୍ୱିତୀୟ ପ୍ରବାହ ଦେଶରେ ପଶିଥିଲା । ଯାହା ଏପ୍ରିଲରେ ଶିଖରରେ ପହଞ୍ଚିଥିଲା।

ଶ୍ରୀବାସ୍ତବ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ କରୋନା ପ୍ରୋଟୋକଲ୍ ଠିକ୍ ଭାବେ ଅନୁସରଣ ନକରନ୍ତି, ତେବେ ତୃତୀୟ ଲହର ପିକ୍ ଧରିପାରେ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ପରିମଳ, ମାସ୍କ ପିନ୍ଧିବା ଏବଂ ଟୀକାକରଣ ଭଳି ପ୍ରୋଟୋକଲକୁ କଡାକଡି ଭାବେ ଅନୁସରଣ କରିବାକୁ ପଡିବ ।

କରୋନାର ପ୍ରାୟ ୪୬୧ ଦିନର ଡେଥ୍ ରେଟର ବିଶ୍ଳେଷଣକୁ ଆଧାର କରି ଡକ୍ଟର ଶ୍ରୀବାସ୍ତବ ତିନୋଟି ମେଟ୍ରିକ୍ସ ପ୍ରସ୍ତୁତ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ମେଟ୍ରିକ୍ସ ସୂଚିତ କରେ ଯେ କରୋନାର ତୃତୀୟ ପ୍ରବାହ ଜୁଲାଇ ୪ରେ ପହଞ୍ଚିଛି । ସେ ଏହି ମେଟ୍ରିକର ନାମ କୋଭିଡ-୧୯ ‘ଡେଲି ଡେଥ୍ ଲୋଡ୍(ଡିଡିଏଲ୍) ନାମ ରଖାଯାଇଛି । ସେ ପ୍ରତି ୨୪ ଘଣ୍ଟାରେ ଡିଡିଏଲକୁ କାଲକୁଲେଟ୍ କରିଥିଲେ ।

ଏହି ଅଧ୍ୟୟନ ଏଭଳି ଏକ ସମୟରେ ଆସିଛି ଯେତେବେଳେ ସରକାର କ୍ରମାଗତ ଭାବରେ ଲୋକଙ୍କୁ କୋଭିଡ ନିୟମାବଳୀ ମାନିବାକୁ ନିବେଦନ କରୁଛନ୍ତି। ଏମିତିକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଇଛି ଯେ ଲୋକମାନେ ବର୍ତ୍ତମାନ ସତର୍କ ରହିବା ନିହାତି ଆବଶ୍ୟକ। କାରଣ କରୋନା ସରିନାହିଁ । ହେଲେ ମାର୍କେଟ୍ ଓ ହିଲ୍ ଷ୍ଟେସନ ଗୁଡିକରେ ଯେପରି ଜନସମାଗମ ହେଉଛି ତାହାକୁ ଦେଖିଲେ ଲାଗୁଛି ଯେପରି ଲୋକମାନେ ଭାବୁଛନ୍ତି କରୋନା ସରିଯାଇଛି ବୋଲି ।

ତେବେ ଯଦି ଲୋକମାନେ ଏଭଳି ମନୋଭାବ ପରିବର୍ତ୍ତନ ନକରନ୍ତି ତାହେଲେ କୋହଳ ହୋଇଥିବା କଟକଣା ଗୁଡିକୁ ପୁଣି ପ୍ରତ୍ୟାହାର କରାଯାଇପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର