ଆରବସାଗରରେ ବଳ ଗୋଟାଉଛି ବାତ୍ୟା ‘ଆସନା’

The Sakala Picture
Published On

ନୂଆଦିଲ୍ଲୀ: ଆରବସାଗରରେ ବଳ ଗୋଟାଉଛି ବାତ୍ୟା ଆସନା । ଗୁଜରାଟର କଚ୍ଛ ତଟ, ପାର୍ଶ୍ବବର୍ତ୍ତୀ ପାକିସ୍ତାନ ଓ ଉତ୍ତର ପୂର୍ବ ଆରବସାଗରରେ ଗଭୀର ଅବପାତ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ବହୁଛି ପବନ। ଝଟକା ପବନର ବେଗ ୭୫ କିଲୋମିଟର ରହୁଛି। ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ବାତ୍ୟା ଆସନା ଏବେ […]

ନୂଆଦିଲ୍ଲୀ: ଆରବସାଗରରେ ବଳ ଗୋଟାଉଛି ବାତ୍ୟା ଆସନା । ଗୁଜରାଟର କଚ୍ଛ ତଟ, ପାର୍ଶ୍ବବର୍ତ୍ତୀ ପାକିସ୍ତାନ ଓ ଉତ୍ତର ପୂର୍ବ ଆରବସାଗରରେ ଗଭୀର ଅବପାତ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ବହୁଛି ପବନ। ଝଟକା ପବନର ବେଗ ୭୫ କିଲୋମିଟର ରହୁଛି। ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ବାତ୍ୟା ଆସନା ଏବେ ପାକିସ୍ତାନ କରାଚି ଠାରୁ ୧୭୫ କିଲୋମିଟର ଏବଂ ଗୁଜରାଟ ନାଲିଆ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଉପକୂଳରୁ ଧୀରେ ଧୀରେ ଦୂରେଇ ଯିବ । ଆଜି ରାତି ଠାରୁ ପବନର ହ୍ରାସ ପାଇବ । ତେବେ ବାତ୍ୟାର ସର୍ବାଧିକ ପବନର ବେଗ ୮୫ କିଲୋମିଟର ରହିବ । ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଧନଜୀବନ ହାନି ରୋକିବା ଉପରେ ରହିଛି ଫୋକସ। ସୌରାଷ୍ଟ୍ର ଓ କଛ ଉପକୂଳ ପାଇଁ ବାତ୍ୟା ସତର୍କତା ରହିଛି। ଆଜି ପ୍ରବଳ ବର୍ଷା ବପନ ହେବ। ରେସକ୍ୟୁ କାର୍ଯ୍ୟରେ ସେନା, ଏନଡିଆରଏଫ ଓ ଏସଡିଆରଏଫକୁ ସଜାଗ ରଖାଯାଇଛି। ଲଗାଣ ବର୍ଷାରେ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ବିତ୍ପାତ ରଚିଛି ।  ବାତ୍ୟା ସମୟରେ ପ୍ରବଳରେ ବର୍ଷା ନେଇ ଜାମନଗର, ପୋରବନ୍ଦର ଓ ଦ୍ବାରକା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

31 Aug 2024 By The Sakala

ଆରବସାଗରରେ ବଳ ଗୋଟାଉଛି ବାତ୍ୟା ‘ଆସନା’

ନୂଆଦିଲ୍ଲୀ: ଆରବସାଗରରେ ବଳ ଗୋଟାଉଛି ବାତ୍ୟା ଆସନା । ଗୁଜରାଟର କଚ୍ଛ ତଟ, ପାର୍ଶ୍ବବର୍ତ୍ତୀ ପାକିସ୍ତାନ ଓ ଉତ୍ତର ପୂର୍ବ ଆରବସାଗରରେ ଗଭୀର ଅବପାତ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ବହୁଛି ପବନ। ଝଟକା ପବନର ବେଗ ୭୫ କିଲୋମିଟର ରହୁଛି। ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ବାତ୍ୟା ଆସନା ଏବେ ପାକିସ୍ତାନ କରାଚି ଠାରୁ ୧୭୫ କିଲୋମିଟର ଏବଂ ଗୁଜରାଟ ନାଲିଆ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଉପକୂଳରୁ ଧୀରେ ଧୀରେ ଦୂରେଇ ଯିବ । ଆଜି ରାତି ଠାରୁ ପବନର ହ୍ରାସ ପାଇବ । ତେବେ ବାତ୍ୟାର ସର୍ବାଧିକ ପବନର ବେଗ ୮୫ କିଲୋମିଟର ରହିବ । ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଧନଜୀବନ ହାନି ରୋକିବା ଉପରେ ରହିଛି ଫୋକସ। ସୌରାଷ୍ଟ୍ର ଓ କଛ ଉପକୂଳ ପାଇଁ ବାତ୍ୟା ସତର୍କତା ରହିଛି। ଆଜି ପ୍ରବଳ ବର୍ଷା ବପନ ହେବ। ରେସକ୍ୟୁ କାର୍ଯ୍ୟରେ ସେନା, ଏନଡିଆରଏଫ ଓ ଏସଡିଆରଏଫକୁ ସଜାଗ ରଖାଯାଇଛି। ଲଗାଣ ବର୍ଷାରେ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ବିତ୍ପାତ ରଚିଛି ।  ବାତ୍ୟା ସମୟରେ ପ୍ରବଳରେ ବର୍ଷା ନେଇ ଜାମନଗର, ପୋରବନ୍ଦର ଓ ଦ୍ବାରକା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର