ବିଜେପିରେ ମିଶିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌

The Sakala Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଆସନ୍ତା ୩୦ ତାରିଖରେ ବିଜେପିରେ ଯୋଗ‌ଦେବେ। ଏହି ସୂଚନା ଦେଇଛନ୍ତି ବିଜେପି ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ସେ କହିଛନ୍ତି ଯେ ସୋମବାର ରାତିରେ ଶ୍ରୀ ସୋରେନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ନିଜେ ଏକ ଦଳ ଗଠନ କରିବେ ବୋଲି ଚମ୍ପାଇ ସୋରେନ୍‌ ପୂର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଥିଲେ। ନୂଆ ଦଳ […]

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଆସନ୍ତା ୩୦ ତାରିଖରେ ବିଜେପିରେ ଯୋଗ‌ଦେବେ। ଏହି ସୂଚନା ଦେଇଛନ୍ତି ବିଜେପି ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ସେ କହିଛନ୍ତି ଯେ ସୋମବାର ରାତିରେ ଶ୍ରୀ ସୋରେନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ସୂଚନା ଅନୁଯାୟୀ, ନିଜେ ଏକ ଦଳ ଗଠନ କରିବେ ବୋଲି ଚମ୍ପାଇ ସୋରେନ୍‌ ପୂର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଥିଲେ। ନୂଆ ଦଳ ଗଠନ କରି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି କହିଥିଲେ । ଆମେ ନୂଆ ସାଥୀ ଖୋଜୁଛୁ, ସେମାନଙ୍କ ସହ ଆଗକୁ ବଢ଼ିବୁ ବୋଲି ମଧ୍ୟ କହିଥିଲେ ଚମ୍ପାଇ ।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

27 Aug 2024 By The Sakala

ବିଜେପିରେ ମିଶିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଆସନ୍ତା ୩୦ ତାରିଖରେ ବିଜେପିରେ ଯୋଗ‌ଦେବେ। ଏହି ସୂଚନା ଦେଇଛନ୍ତି ବିଜେପି ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ସେ କହିଛନ୍ତି ଯେ ସୋମବାର ରାତିରେ ଶ୍ରୀ ସୋରେନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ, ନିଜେ ଏକ ଦଳ ଗଠନ କରିବେ ବୋଲି ଚମ୍ପାଇ ସୋରେନ୍‌ ପୂର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଥିଲେ। ନୂଆ ଦଳ ଗଠନ କରି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି କହିଥିଲେ । ଆମେ ନୂଆ ସାଥୀ ଖୋଜୁଛୁ, ସେମାନଙ୍କ ସହ ଆଗକୁ ବଢ଼ିବୁ ବୋଲି ମଧ୍ୟ କହିଥିଲେ ଚମ୍ପାଇ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର