ଆସନ୍ତାକାଲି ବନ୍ଦ ରହିବ ଏସ୍‌ବିଆଇ ଇ-ବ୍ୟାଙ୍କିଙ୍ଗ୍: ମିଳିବନି ୟୁପିଆଇ, ୟୁନୋ ଓ ୟୁନୋ ଲାଇଟ୍ ସେବା

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ରବିବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ୨୫ ମିନିଟ୍ ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ), ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ପାଇପାରିବେ ନାହିଁ। ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଜୁଲାଇ ୪ ତାରିଖ ଦିନ […]

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ରବିବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ୨୫ ମିନିଟ୍ ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ), ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ପାଇପାରିବେ ନାହିଁ। ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ସେବା ଉପଲବ୍ଧ ହେବ ନାହିଁ । ଏହି ସମୟରେ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମର ନବୀକରଣ ସମ୍ପର୍କିତ ପ୍ରସ୍ତାବିତ କାର୍ଯ୍ୟ କରାଯିବ।ଏ ନେଇ ଏସ୍‌ବିଆଇ ଅଫିସିଆଲ୍‌ ଟ୍ବିଟର ହାଣ୍ଡେଲ୍‌ରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

03 Jul 2021 By The Sakala

ଆସନ୍ତାକାଲି ବନ୍ଦ ରହିବ ଏସ୍‌ବିଆଇ ଇ-ବ୍ୟାଙ୍କିଙ୍ଗ୍: ମିଳିବନି ୟୁପିଆଇ, ୟୁନୋ ଓ ୟୁନୋ ଲାଇଟ୍ ସେବା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ରବିବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ୨୫ ମିନିଟ୍ ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ), ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ପାଇପାରିବେ ନାହିଁ। ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ସେବା ଉପଲବ୍ଧ ହେବ ନାହିଁ । ଏହି ସମୟରେ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମର ନବୀକରଣ ସମ୍ପର୍କିତ ପ୍ରସ୍ତାବିତ କାର୍ଯ୍ୟ କରାଯିବ।ଏ ନେଇ ଏସ୍‌ବିଆଇ ଅଫିସିଆଲ୍‌ ଟ୍ବିଟର ହାଣ୍ଡେଲ୍‌ରେ ସୂଚନା ଦିଆଯାଇଛି।

https://www.thesakala.in/national-international/sbi-e-banking-will-be-closed-4th-july-sunday/article-3440
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର