ସିଟ୍ ଖାଲି ଥିଲେ ଅଲଗା ପରୀକ୍ଷା କରିପାରିବ ୟୁନିଭର୍ସିଟି: ୟୁଜିସି
ନୂଆଦିଲ୍ଲୀ: ସିୟୁଇଟି ପରୀକ୍ଷା ପରେ ସିଟ୍ ଖାଲି ରହିଲେ ୟୁନିଭର୍ସିଟି ଗୁଡିକ ଅଲଗା ଭାବେ ପରୀକ୍ଷା ଆୟୋଜନ କରିପାରିବେ। ଏହା ଦ୍ବାରା ଖାଲି ଆସନ ପୂରଣ କରିପାରିବେ ବୋଲି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କୁହାଯାଇଛି। କୌଣସି ସିଟ୍ ଖାଲି ନ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୟୁଜି ଏବଂ ପିଜିରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି କଲେଜ ନିୟମ କୋହଳ କରାଯାଇଛି ବୋଲି ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି।

About The Author