ପୁଣି ବଢିଲା କେଜ୍ରିୱାଲଙ୍କ ଅଡୁଆ: ଆତଙ୍କୀ ସଙ୍ଗଠନ ଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

The Sakala Picture
Published On

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ସେ ଏବେ ତିହାର ଜେଲରେ ରହିିଥିବା ବେଳେ ଏବେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ନିକଟରୁ ରାଜନୈତିକ ଚାନ୍ଦା ନେବା ଅଭିଯୋଗ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳ ଏହାର ତଦନ୍ତ କରିବା ପାଇଁ ଏନଆଇଏକୁ ଅନୁମତି ଦେଇଛନ୍ତି । ଉପ ରାଜ୍ୟପାଳ ନିକଟକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ଏଥିରେ […]

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ସେ ଏବେ ତିହାର ଜେଲରେ ରହିିଥିବା ବେଳେ ଏବେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ନିକଟରୁ ରାଜନୈତିକ ଚାନ୍ଦା ନେବା ଅଭିଯୋଗ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳ ଏହାର ତଦନ୍ତ କରିବା ପାଇଁ ଏନଆଇଏକୁ ଅନୁମତି ଦେଇଛନ୍ତି । ଉପ ରାଜ୍ୟପାଳ ନିକଟକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ଏଥିରେ ଚନ୍ଦା କଟ୍ଟର ଖଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଳାରଙ୍କୁ ମୁକୁଳାଇବା ପାଇଁ ଆପକୁ କୁହାଯାଇଥିଲା । ଏ ବାବଦକୁ ୧୬ ମିଲିୟନ ଡଲାର ଫଣ୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ୱାର୍ଲ୍ଡ ହିନ୍ଦୁ ଫେଡେରେଶନ ଇଣ୍ଡିଆ ନାମକ ଏକ ସଂଗଠନ ଏହି ଅଭିଯୋଗ କରିଛି । ୨୦୧୪ରୁ ୨୦୨୨ ମଧ୍ୟରେ ଏହି ଚାନ୍ଦା ପ୍ରଦାନ କରାଯାଇଥିଲା । ୨୦୧୪ରେ ନ୍ୟୁୟର୍କରେ ଶିଖ ଫର ଜଷ୍ଟିସର ମୂଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ସହ କେଜ୍ରିୱାଲ ସାକ୍ଷାତ କରିଥିଲେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

ଏହି ବୈଠକରେ ପନ୍ନୁଙ୍କୁ କେଜ୍ରିୱାଲ ଆଶ୍ୱସନା ଦେଇଥିଲେ ଯେ, ୧୯୯୩ ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଭୁଲ୍ଲରଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ କରିବେ । ଆପ ପକ୍ଷରୁ ଏ ନେଇ କୌଣସି ବୟାନ ଜାରି କରାଯାଇ ନାହିଁ ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

06 May 2024 By The Sakala

ପୁଣି ବଢିଲା କେଜ୍ରିୱାଲଙ୍କ ଅଡୁଆ: ଆତଙ୍କୀ ସଙ୍ଗଠନ ଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ସେ ଏବେ ତିହାର ଜେଲରେ ରହିିଥିବା ବେଳେ ଏବେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ନିକଟରୁ ରାଜନୈତିକ ଚାନ୍ଦା ନେବା ଅଭିଯୋଗ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳ ଏହାର ତଦନ୍ତ କରିବା ପାଇଁ ଏନଆଇଏକୁ ଅନୁମତି ଦେଇଛନ୍ତି । ଉପ ରାଜ୍ୟପାଳ ନିକଟକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ଏଥିରେ ଚନ୍ଦା କଟ୍ଟର ଖଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଳାରଙ୍କୁ ମୁକୁଳାଇବା ପାଇଁ ଆପକୁ କୁହାଯାଇଥିଲା । ଏ ବାବଦକୁ ୧୬ ମିଲିୟନ ଡଲାର ଫଣ୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ।

ୱାର୍ଲ୍ଡ ହିନ୍ଦୁ ଫେଡେରେଶନ ଇଣ୍ଡିଆ ନାମକ ଏକ ସଂଗଠନ ଏହି ଅଭିଯୋଗ କରିଛି । ୨୦୧୪ରୁ ୨୦୨୨ ମଧ୍ୟରେ ଏହି ଚାନ୍ଦା ପ୍ରଦାନ କରାଯାଇଥିଲା । ୨୦୧୪ରେ ନ୍ୟୁୟର୍କରେ ଶିଖ ଫର ଜଷ୍ଟିସର ମୂଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ସହ କେଜ୍ରିୱାଲ ସାକ୍ଷାତ କରିଥିଲେ ।

ଏହି ବୈଠକରେ ପନ୍ନୁଙ୍କୁ କେଜ୍ରିୱାଲ ଆଶ୍ୱସନା ଦେଇଥିଲେ ଯେ, ୧୯୯୩ ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଭୁଲ୍ଲରଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ କରିବେ । ଆପ ପକ୍ଷରୁ ଏ ନେଇ କୌଣସି ବୟାନ ଜାରି କରାଯାଇ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର