ରଘୁରାମ ରାଜନ୍‌ଙ୍କ ବଡ଼ ବୟାନ୍, ଭାରତରେ ଯୁବ ବର୍ଗ ଖୁସିନାହାଁନ୍ତି

The Sakala Picture
Published On

ନୂଆଦିଲ୍ଲୀ: ଭାରତର ଯୁବ ଉଦ୍ୟୋଗୀ ଖୁସିନାହାନ୍ତି। ବ୍ୟବସାୟ ପ୍ରତିଷ୍ଠା ପାଇଁ ସେମାନେ ଭାରତ ଛାଡି ବିଦେଶକୁ ଚାଲିଯାଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ଜର୍ଜ ୱାଣଶିଂଟନ୍‌ ୟୁନିଭର୍ସିଟିଠାରେ ଏହା କହିଛନ୍ତି। ଯୁବ ଭାରତୀୟମାନଙ୍କଠାରେ ‘ବିରାଟ କୋହଲିଙ୍କ ଭଳି ମାନସିକତା’ ରହିଛି, ସେହି ସ୍ଥାନକୁ ଯାଆନ୍ତି ଯେଉଁଠାରେ ସେମାନେ ବଜାରକୁ ପ୍ରବେଶ କରିବା ସହଜ ମନେ କରନ୍ତି। ଯେତେବେଳେ ରାଜନଙ୍କୁ ପଚରାଗଲା ଯେ ଅନେକ ଭାରତୀୟ ନବନ୍ବେଷକାରୀ ବର୍ତ୍ତମାନ ସିଙ୍ଗାପୁର କିମ୍ବା ସିଲିକନ ଭ୍ୟାଲିକୁ […]

ନୂଆଦିଲ୍ଲୀ: ଭାରତର ଯୁବ ଉଦ୍ୟୋଗୀ ଖୁସିନାହାନ୍ତି। ବ୍ୟବସାୟ ପ୍ରତିଷ୍ଠା ପାଇଁ ସେମାନେ ଭାରତ ଛାଡି ବିଦେଶକୁ ଚାଲିଯାଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ଜର୍ଜ ୱାଣଶିଂଟନ୍‌ ୟୁନିଭର୍ସିଟିଠାରେ ଏହା କହିଛନ୍ତି। ଯୁବ ଭାରତୀୟମାନଙ୍କଠାରେ ‘ବିରାଟ କୋହଲିଙ୍କ ଭଳି ମାନସିକତା’ ରହିଛି, ସେହି ସ୍ଥାନକୁ ଯାଆନ୍ତି ଯେଉଁଠାରେ ସେମାନେ ବଜାରକୁ ପ୍ରବେଶ କରିବା ସହଜ ମନେ କରନ୍ତି। ଯେତେବେଳେ ରାଜନଙ୍କୁ ପଚରାଗଲା ଯେ ଅନେକ ଭାରତୀୟ ନବନ୍ବେଷକାରୀ ବର୍ତ୍ତମାନ ସିଙ୍ଗାପୁର କିମ୍ବା ସିଲିକନ ଭ୍ୟାଲିକୁ ଯାଉଛନ୍ତି, ସେତେବେଳେ ସେ କହିଥିଲେ, ‘ସେମାନେ ବିଶ୍ୱସ୍ତରରେ ଅଧିକ ବିସ୍ତାର କରିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ଏମିତି ଏକ ଯୁବ ଭାରତ ଅଛି ଯାହାର ମାନସିକତା ବିରାଟ କୋହଲିଙ୍କ ପରି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର