ରାସ୍ତାରେ ନମାଜ ପାଠକୁ ନେଇ ଉତ୍ତେଜନା, ଜଣେ ପୁଲିସ ଅଧିକାରୀ ନିଲମ୍ବିତ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଇନ୍ଦ୍ରଲୋକ ପୁଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୁଲିସ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି କରିଥିଲେ। ଏପରିକି ହଙ୍ଗାମା କରୁଥିବା ଲୋକମାନେ ଇନ୍ଦ୍ରଲୋକ ପୁଲିସ ଷ୍ଟେସନକୁ ଘେରାଉ କରିଥିଲେ। ସେପଟେ ଆନ୍ଦୋଳନରତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରୁଥିବାର ନଜର ଆସିଥିଲେ। ସୂଚନା ଅନୁଯାୟୀ, ଆଜି […]

ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଇନ୍ଦ୍ରଲୋକ ପୁଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୁଲିସ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି କରିଥିଲେ। ଏପରିକି ହଙ୍ଗାମା କରୁଥିବା ଲୋକମାନେ ଇନ୍ଦ୍ରଲୋକ ପୁଲିସ ଷ୍ଟେସନକୁ ଘେରାଉ କରିଥିଲେ। ସେପଟେ ଆନ୍ଦୋଳନରତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରୁଥିବାର ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ସୂଚନା ଅନୁଯାୟୀ, ଆଜି ଅର୍ଥାତ ଶୁକ୍ରବାର ମାର୍ଚ୍ଚ ୮ ତାରିଖରେ ନମାଜ ପାଠ ପାଇଁ କିଛି ଲୋକ ଇନ୍ଦ୍ରଲୋକ ଥାନା ଅଞ୍ଚଳରେ ଏକତ୍ରିତ ହୋଇଥିଲେ। ଏହା ସହିତ ସାମୂହିତ ନମାଜ ପାଠ ମଧ୍ୟ କରିଥିଲେ। ଏହାକୁ ଦେଖି ଦିଲ୍ଲୀ ପୁଲିସର କିଛି କର୍ମଚାରୀ ଓ ଯବାନ ସେଠାରେ ପହଞ୍ଚିଥିଲେ। ସେଠାରେ ନମାଜ ପଢୁଥିବା ଲୋକଙ୍କ ଉପରେ ଦୁର୍ବ୍ୟବହାର କରିଥିଲା ପୁଲିସ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହା ସହିତ ପୋଲିସ ଆଚରଣକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

ଘଟଣାରେ ଆକ୍ରୋଶ ବ୍ୟକ୍ତ କରି ଇନ୍ଦ୍ରଲୋକ ଥାନା ଘେରାଉ କରିଥିଲେ। ଥାନା ଘେରାଉ କରିବା ସହିତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏହା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ କ୍ରମେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

08 Mar 2024 By The Sakala

ରାସ୍ତାରେ ନମାଜ ପାଠକୁ ନେଇ ଉତ୍ତେଜନା, ଜଣେ ପୁଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଇନ୍ଦ୍ରଲୋକ ପୁଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୁଲିସ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି କରିଥିଲେ। ଏପରିକି ହଙ୍ଗାମା କରୁଥିବା ଲୋକମାନେ ଇନ୍ଦ୍ରଲୋକ ପୁଲିସ ଷ୍ଟେସନକୁ ଘେରାଉ କରିଥିଲେ। ସେପଟେ ଆନ୍ଦୋଳନରତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରୁଥିବାର ନଜର ଆସିଥିଲେ।

ସୂଚନା ଅନୁଯାୟୀ, ଆଜି ଅର୍ଥାତ ଶୁକ୍ରବାର ମାର୍ଚ୍ଚ ୮ ତାରିଖରେ ନମାଜ ପାଠ ପାଇଁ କିଛି ଲୋକ ଇନ୍ଦ୍ରଲୋକ ଥାନା ଅଞ୍ଚଳରେ ଏକତ୍ରିତ ହୋଇଥିଲେ। ଏହା ସହିତ ସାମୂହିତ ନମାଜ ପାଠ ମଧ୍ୟ କରିଥିଲେ। ଏହାକୁ ଦେଖି ଦିଲ୍ଲୀ ପୁଲିସର କିଛି କର୍ମଚାରୀ ଓ ଯବାନ ସେଠାରେ ପହଞ୍ଚିଥିଲେ। ସେଠାରେ ନମାଜ ପଢୁଥିବା ଲୋକଙ୍କ ଉପରେ ଦୁର୍ବ୍ୟବହାର କରିଥିଲା ପୁଲିସ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହା ସହିତ ପୋଲିସ ଆଚରଣକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।

ଘଟଣାରେ ଆକ୍ରୋଶ ବ୍ୟକ୍ତ କରି ଇନ୍ଦ୍ରଲୋକ ଥାନା ଘେରାଉ କରିଥିଲେ। ଥାନା ଘେରାଉ କରିବା ସହିତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏହା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ କ୍ରମେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର