କେନ୍ଦ୍ର ରେଳମନ୍ତ୍ରୀ ଭିଡିଓ ଜାରି କରି ‘ବୁଲେଟ୍‌ ଟ୍ରେନ୍‌’ର ବୈଶିଷ୍ଟ୍ୟ ଉପରେ ଦେଲେ ସୂଚନା

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ୍‌ କରିଡରର ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ‘ବୁଲେଟ୍‌ ଟ୍ରେନ୍‌’ କୁହାଯାଇଛି।  ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ବୁଲେଟ୍‌ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗରେ ଗତି କରିବ ଏବଂ ଯାତ୍ରା ସମୟକୁ ମାତ୍ର ୨ ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ବୁଲେଟ୍‌ ଟ୍ରେନ୍‌ ମାର୍ଗ ପାଇଁ ୨୪ଟି ନଦୀ ପୋଲ ଓ […]

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ୍‌ କରିଡରର ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ‘ବୁଲେଟ୍‌ ଟ୍ରେନ୍‌’ କୁହାଯାଇଛି।  ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ବୁଲେଟ୍‌ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗରେ ଗତି କରିବ ଏବଂ ଯାତ୍ରା ସମୟକୁ ମାତ୍ର ୨ ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ବୁଲେଟ୍‌ ଟ୍ରେନ୍‌ ମାର୍ଗ ପାଇଁ ୨୪ଟି ନଦୀ ପୋଲ ଓ ୨୮ଟି ଇସ୍ପାତ ସେତୁ ନିର୍ମାଣ କରାଯାଉଛି। ଭିଡିଓରେ ଏହି ପ୍ରୋଜେକ୍ଟକୁ ‘ବିଶ୍ୱସ୍ତରୀୟ ଇଞ୍ଜିନିୟରିଂର ଏକ ଚମତ୍କାର ଏବଂ ଭାରତର ଭବିଷ୍ୟତ’ ବୋଲି ବର୍ଣ୍ଣନା କରାଯାଇଛି। ଭିଡିଓ ସେୟାର କରି ରେଳ ମନ୍ତ୍ରୀ ବୈଷ୍ଣବ ଲେଖିଛନ୍ତି, ‘ଆମେ ସ୍ୱପ୍ନ ନୁହେଁ ବାସ୍ତବତା ବୁଣିଥାଉ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

12 Feb 2024 By The Sakala

କେନ୍ଦ୍ର ରେଳମନ୍ତ୍ରୀ ଭିଡିଓ ଜାରି କରି ‘ବୁଲେଟ୍‌ ଟ୍ରେନ୍‌’ର ବୈଶିଷ୍ଟ୍ୟ ଉପରେ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ୍‌ କରିଡରର ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ‘ବୁଲେଟ୍‌ ଟ୍ରେନ୍‌’ କୁହାଯାଇଛି।  ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ବୁଲେଟ୍‌ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗରେ ଗତି କରିବ ଏବଂ ଯାତ୍ରା ସମୟକୁ ମାତ୍ର ୨ ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ବୁଲେଟ୍‌ ଟ୍ରେନ୍‌ ମାର୍ଗ ପାଇଁ ୨୪ଟି ନଦୀ ପୋଲ ଓ ୨୮ଟି ଇସ୍ପାତ ସେତୁ ନିର୍ମାଣ କରାଯାଉଛି। ଭିଡିଓରେ ଏହି ପ୍ରୋଜେକ୍ଟକୁ ‘ବିଶ୍ୱସ୍ତରୀୟ ଇଞ୍ଜିନିୟରିଂର ଏକ ଚମତ୍କାର ଏବଂ ଭାରତର ଭବିଷ୍ୟତ’ ବୋଲି ବର୍ଣ୍ଣନା କରାଯାଇଛି। ଭିଡିଓ ସେୟାର କରି ରେଳ ମନ୍ତ୍ରୀ ବୈଷ୍ଣବ ଲେଖିଛନ୍ତି, ‘ଆମେ ସ୍ୱପ୍ନ ନୁହେଁ ବାସ୍ତବତା ବୁଣିଥାଉ।

https://www.thesakala.in/national-international/railway-minister-shares-video-highlighting-features-of-bullet-train/article-29861
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର