୪ ରାଜ୍ୟରୁ ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କଲା NIA

The Sakala Picture
Published On

ନୂଆଦିଲ୍ଲୀ: ଆଜି ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଏହି ଚଢାଉରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସନ୍ଦିଗ୍ଧ ଆତଙ୍କୀମାନଙ୍କ ସମ୍ପୃକ୍ତି କୁଖ୍ୟାତ ଆତଙ୍କୀ ସଂଗଠନ ISIS ସହ ରହିଥିବା ସୂଚନା ମିଳିଛି । ଏମାନେ ଆଇଇଡି ବିସ୍ଫୋରଣ କରିବା ଯୋଜନାରେ ଥିବା […]

ନୂଆଦିଲ୍ଲୀ: ଆଜି ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଏହି ଚଢାଉରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ସନ୍ଦିଗ୍ଧ ଆତଙ୍କୀମାନଙ୍କ ସମ୍ପୃକ୍ତି କୁଖ୍ୟାତ ଆତଙ୍କୀ ସଂଗଠନ ISIS ସହ ରହିଥିବା ସୂଚନା ମିଳିଛି । ଏମାନେ ଆଇଇଡି ବିସ୍ଫୋରଣ କରିବା ଯୋଜନାରେ ଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି । ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ, ବେଲାରୀ, ପୁଣେ, ମୁମ୍ବାଇ, ଅମରାବତୀ, ଜାମସେଦପୁର, ବୋକାରୋ ଓ ଦିଲ୍ଲୀର ପ୍ରାୟ ୧୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା । ସ୍ଥାନୀୟ ପୁଲିସ ସହଯୋଗରେ ଏନଆଇଏ ଟିମ ଏହି ଚଢାଉ କରିଥିଲେ ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

18 Dec 2023 By The Sakala

୪ ରାଜ୍ୟରୁ ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କଲା NIA

ନୂଆଦିଲ୍ଲୀ: ଆଜି ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଏହି ଚଢାଉରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ସନ୍ଦିଗ୍ଧ ଆତଙ୍କୀମାନଙ୍କ ସମ୍ପୃକ୍ତି କୁଖ୍ୟାତ ଆତଙ୍କୀ ସଂଗଠନ ISIS ସହ ରହିଥିବା ସୂଚନା ମିଳିଛି । ଏମାନେ ଆଇଇଡି ବିସ୍ଫୋରଣ କରିବା ଯୋଜନାରେ ଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି । ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ, ବେଲାରୀ, ପୁଣେ, ମୁମ୍ବାଇ, ଅମରାବତୀ, ଜାମସେଦପୁର, ବୋକାରୋ ଓ ଦିଲ୍ଲୀର ପ୍ରାୟ ୧୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା । ସ୍ଥାନୀୟ ପୁଲିସ ସହଯୋଗରେ ଏନଆଇଏ ଟିମ ଏହି ଚଢାଉ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର