ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ

The Sakala Picture
Published On

ନୂଆଦିଲ୍ଲୀ: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଷ୍ଣୁଦେଓ ସାଏଙ୍କ ନାଁରେ ଆଜି ମୋହର ମାରିଛନ୍ତି ହାଇକମାଣ୍ଡ । ବିଜେପି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆ ଯାଇଛି। ୮ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ବିଜେପି । କୁନକୁରୀ ବିଧାନସଭା ଆସନରୁ ସେ ବିଧାୟକ ଅଛନ୍ତି। ପୂର୍ବରୁ ମୋଦୀ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ। ୨୦୨୦ରୁ ୨୦୨୨ ଯାଏଁ ରାଜ୍ୟ ବିଜେପିର ମଧ୍ୟ ସଭାପତି ଥିଲେ। […]

ନୂଆଦିଲ୍ଲୀ: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଷ୍ଣୁଦେଓ ସାଏଙ୍କ ନାଁରେ ଆଜି ମୋହର ମାରିଛନ୍ତି ହାଇକମାଣ୍ଡ । ବିଜେପି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆ ଯାଇଛି। ୮ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ବିଜେପି । କୁନକୁରୀ ବିଧାନସଭା ଆସନରୁ ସେ ବିଧାୟକ ଅଛନ୍ତି। ପୂର୍ବରୁ ମୋଦୀ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ। ୨୦୨୦ରୁ ୨୦୨୨ ଯାଏଁ ରାଜ୍ୟ ବିଜେପିର ମଧ୍ୟ ସଭାପତି ଥିଲେ।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବିଷ୍ଣୁଦେବ । ୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାରୁ ଏବଂ ୨୦୦୯ ଓ ୨୦୧୪ରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ କୁନକୁରୀ ବିଧାନସଭାରୁ ପ୍ରତିନିଧିତ୍ବ କରୁଛନ୍ତି ।୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ବିଷ୍ଣୁଦେବ ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

10 Dec 2023 By The Sakala

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ

ନୂଆଦିଲ୍ଲୀ: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଷ୍ଣୁଦେଓ ସାଏଙ୍କ ନାଁରେ ଆଜି ମୋହର ମାରିଛନ୍ତି ହାଇକମାଣ୍ଡ । ବିଜେପି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆ ଯାଇଛି। ୮ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ବିଜେପି । କୁନକୁରୀ ବିଧାନସଭା ଆସନରୁ ସେ ବିଧାୟକ ଅଛନ୍ତି। ପୂର୍ବରୁ ମୋଦୀ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ। ୨୦୨୦ରୁ ୨୦୨୨ ଯାଏଁ ରାଜ୍ୟ ବିଜେପିର ମଧ୍ୟ ସଭାପତି ଥିଲେ।

୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବିଷ୍ଣୁଦେବ । ୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାରୁ ଏବଂ ୨୦୦୯ ଓ ୨୦୧୪ରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ କୁନକୁରୀ ବିଧାନସଭାରୁ ପ୍ରତିନିଧିତ୍ବ କରୁଛନ୍ତି ।୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ବିଷ୍ଣୁଦେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର