ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ପାଇଁ ରହିବ ସଂରକ୍ଷଣ ଆସନ : କେନ୍ଦ୍ର ଗୃହମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକ ଓ ସଂରକ୍ଷଣ ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି ।  ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଜାମ୍ମୁ କାଶ୍ମୀର ବିଧାନସଭାରେ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ସଂରକ୍ଷଣ ମିଳିବ । ତିନି ଆସନରେ ବିଧାୟକ ମନୋନୀତ ହେବ । ଦୁଇଟି ଆସନ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ସଂରକ୍ଷିତ ରହିବ ଓ ଗୋଟିଏ ଆସନ ପିଓକେରୁ ଆସିଥିବା ବିସ୍ଥାପିତଙ୍କ […]

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକ ଓ ସଂରକ୍ଷଣ ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି ।  ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଜାମ୍ମୁ କାଶ୍ମୀର ବିଧାନସଭାରେ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ସଂରକ୍ଷଣ ମିଳିବ । ତିନି ଆସନରେ ବିଧାୟକ ମନୋନୀତ ହେବ । ଦୁଇଟି ଆସନ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ସଂରକ୍ଷିତ ରହିବ ଓ ଗୋଟିଏ ଆସନ ପିଓକେରୁ ଆସିଥିବା ବିସ୍ଥାପିତଙ୍କ ପାଇଁ ରହିବ । କାଶ୍ମୀର ପଣ୍ଡିତଙ୍କ ପାଇଁ ଥିବା ଦୁଇ ଆସନରୁ ଗୋଟିଏ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ବିଧାନସଭାରେ ସଂରକ୍ଷଣ ସୂଚନା ଦେଇ ଅମିତ୍ ଶାହ କହିଛନ୍ତି ଯେ, ଜାମ୍ମୁରେ ପୂର୍ବେ ୩୭ ଆସନ ଥିଲା ଓ ଏବେ ଏହାକୁ ବଢାଇ ୪୩ କରାଯାଉଛି । ସେହିପରି କାଶ୍ମୀରରେ ପୂର୍ବରୁ ଥିବା ୪୬ ଆସନକୁ ବଢାଇ ୪୭ କରାଯାଇଛି । ଏହା ବ୍ୟତୀତ ପିଓକେର ୨୪ ଆସନକୁ ବି ସଂରକ୍ଷଣ ରଖାଯାଇଛି । ୩୭୦ ଉଚ୍ଛେଦ ପରେ ଏହା ସମ୍ଭବ ହୋଇପାରିଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି । ଏବେ ଜାମ୍ମୁ କାଶ୍ମୀରରେ ମୋଟ ୧୧୪ ଆସନ ରହିବ, ଏଥିରୁ ୯୦ରେ ନିର୍ବାଚନ ହେବ ଓ ଅନ୍ୟ ୨୪ ଆସନ ପିଓକେ ପାଇଁ ରହିବ ।୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଆସିଥିବା ପରିବର୍ତ୍ତନ ଉପରେ ବି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ୧.୬ ଲକ୍ଷ ଲୋକଙ୍କୁ କାଶ୍ମୀରରେ ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

06 Dec 2023 By The Sakala

ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ପାଇଁ ରହିବ ସଂରକ୍ଷଣ ଆସନ : କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକ ଓ ସଂରକ୍ଷଣ ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି ।  ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଜାମ୍ମୁ କାଶ୍ମୀର ବିଧାନସଭାରେ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ସଂରକ୍ଷଣ ମିଳିବ । ତିନି ଆସନରେ ବିଧାୟକ ମନୋନୀତ ହେବ । ଦୁଇଟି ଆସନ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ସଂରକ୍ଷିତ ରହିବ ଓ ଗୋଟିଏ ଆସନ ପିଓକେରୁ ଆସିଥିବା ବିସ୍ଥାପିତଙ୍କ ପାଇଁ ରହିବ । କାଶ୍ମୀର ପଣ୍ଡିତଙ୍କ ପାଇଁ ଥିବା ଦୁଇ ଆସନରୁ ଗୋଟିଏ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।

ବିଧାନସଭାରେ ସଂରକ୍ଷଣ ସୂଚନା ଦେଇ ଅମିତ୍ ଶାହ କହିଛନ୍ତି ଯେ, ଜାମ୍ମୁରେ ପୂର୍ବେ ୩୭ ଆସନ ଥିଲା ଓ ଏବେ ଏହାକୁ ବଢାଇ ୪୩ କରାଯାଉଛି । ସେହିପରି କାଶ୍ମୀରରେ ପୂର୍ବରୁ ଥିବା ୪୬ ଆସନକୁ ବଢାଇ ୪୭ କରାଯାଇଛି । ଏହା ବ୍ୟତୀତ ପିଓକେର ୨୪ ଆସନକୁ ବି ସଂରକ୍ଷଣ ରଖାଯାଇଛି । ୩୭୦ ଉଚ୍ଛେଦ ପରେ ଏହା ସମ୍ଭବ ହୋଇପାରିଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି । ଏବେ ଜାମ୍ମୁ କାଶ୍ମୀରରେ ମୋଟ ୧୧୪ ଆସନ ରହିବ, ଏଥିରୁ ୯୦ରେ ନିର୍ବାଚନ ହେବ ଓ ଅନ୍ୟ ୨୪ ଆସନ ପିଓକେ ପାଇଁ ରହିବ ।୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଆସିଥିବା ପରିବର୍ତ୍ତନ ଉପରେ ବି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ୧.୬ ଲକ୍ଷ ଲୋକଙ୍କୁ କାଶ୍ମୀରରେ ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର ଦିଆଯାଇଛି ।

https://www.thesakala.in/national-international/centre-reserves-seats-for-kashmiri-pandits-pok-refugee-in-jk-assembly/article-27985
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର